Home

ବିଶ୍ୱକପ୍‌ ଟ୍ରଫି ସହ ନଜର ଆସିଲେ ଶାହରୁଖ

କ୍ରିକେଟ ଏବଂ ବଲିଉଡ ମଧ୍ୟରେ ନିବିଡ଼ ସମ୍ପର୍କ ରହିଆସିଛି। ଏହି ସମ୍ପର୍କ ସବୁବେଳେ ପ୍ରଶଂସକଙ୍କ ରୋମାଞ୍ଚକୁ ଆହୁରି ବଢାଇଥାଏ। ଏଥର ଦିନିକିଆ ବିଶ୍ୱକପ ୨୦୨୩ ଭାରତ ଦ୍ୱାରା…

3 years ago

କ୍ଲିନ୍‌ସୁଇପ୍‌ ଲକ୍ଷ୍ୟରେ ଭାରତ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ତ୍ରିନିଦାଦ,୨୦।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ ଆଜିଠାରୁ ଖେଳାଯିବ। ତ୍ରିନିଦାଦରେ ଉଭୟ ଦଳ ମୁହାଁମୁହିଁ ହେବେ।…

3 years ago

ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଇମ୍ଫାଲ,୨୦ା୭: ମଣିପୁରରେ ୨ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରାଯାଇଛି। ଦୀର୍ଘ ଅଢ଼େଇ ମାସ ଧରି ଭାଜପା…

3 years ago

ମୌସୁମୀ ଅଧିବେଶନ ଆରମ୍ଭରୁ ହଙ୍ଗାମା: ମଣିପୁର ହିଂସା ଘଟଣାରେ ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ,୨୦।୭: ମୌସୁମୀ ଅଧିବେଶନ ଆରମ୍ଭରୁ ହଙ୍ଗାମା। ଦୁଇ କୁକି ମହିଳାଙ୍କ ଉଲଗ୍ନ ଭିଡିଓ ଭାଇରାଲ ହେବାପରେ ସଂସଦରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଏନେଇ ସଂସଦରେ ମୋଦୀଙ୍କୁ ଟାର୍ଗେଟ…

3 years ago

‘ଭାରତ-ଆମେରିକା ସହ ସମ୍ପର୍କ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ’

ଓ୍ବାଶିଂଟନ୍‌,୨୦।୭: ଭାରତ ଏବଂ ଆମେରିକା ସମ୍ପର୍କ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି ବୋଲି ଆମେରିକା କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତର ଏକ ମାସ ପରେ…

3 years ago

ଇଂଲଣ୍ଡ ଖସି ପଳାଉଥିଲେ ଅମ୍ରିତପାଲଙ୍କ ସ୍ତ୍ରୀ: ଧରିଲା ପୋଲିସ

ନୂଆଦିଲ୍ଲୀ,୨୦।୭: ଆସାମର ଦିବ୍ରୁଗଡ ଜେଲରେ ଦଣ୍ଡ ଭୋଗୁଥିବା ୱାରିସ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲ ସିଂଙ୍କ ସ୍ତ୍ରୀ କିରଣଦୀପ କୌରଙ୍କୁ ପୁଣି ଥରେ ଇଂଲଣ୍ଡ ଯିବାକୁ ଅଟକାଯାଇଛି।…

3 years ago

ମୌସୁମୀ ଅଧିବେଶନ: ମଣିପୁର ଆଦିବାସୀ ମହିଳାଙ୍କୁ ନିର୍ଯାତନା ଘଟଣା ଉପରେ ଚର୍ଚ୍ଚା କରିବାକୁ ଦାବି କଲେ ବିରୋଧୀ

ନୂଆଦିଲ୍ଲୀ,୨୦।୭: ନୂଆ ସଂସଦ ଭବନରେ ଗୁରୁବାର ଠାରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ତେବେ ମୌସୁମୀ ଅଧିବେଶନ ଆରମ୍ଭ ହେଉଣୁ ମଣିପୁର ଆଦିବାସୀ ମହିଳାଙ୍କୁ ନିର୍ଯାତନା ଘଟଣାରେ…

3 years ago

ସ୍ବିଡେନ ଦୂତାବାସ ଉପରେ ଆକ୍ରମଣ

ବାଗଦାଦ,୨୦।୭: ଇରାକର ବାଗଦାଦରେ ଥିବା ସ୍ବିଡେନ ଦୂତାବାସ ଉପରେ ଆକ୍ରମଣ ହୋଇଛି। ଅକ୍ରମଣକାରୀମାନେ ଦୂତାବାସରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଏହି ଆକ୍ରମଣରେ ଦୂତାବାସର କର୍ମଚାରୀଙ୍କର କୌଣସି…

3 years ago

ଭୁସ୍ଖଳନରେ ୫ ମୃତ: ଅନେକ ଫସି ରହିଥିବା ଆଶଙ୍କା

ପୁନେ,୨୦।୭: ମହାରାଷ୍ଟ୍ରର ରାଇଗଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାଇଗଡରେ ଭୂସ୍ଖଳନରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି ଅନେକ ଲୋକ ସେଠାରେ ଫସି ରହିଛନ୍ତି।…

3 years ago

‘ଅଚିନ୍ତାରେ ଶୋଇଛନ୍ତି ପ୍ରଧାନମନ୍ତ୍ରୀ’

ନୂଆଦିଲ୍ଲୀ,୨୦।୭: ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଭଳି ଲଜ୍ଜାଜନକ ଘଟଣାକୁ ବିରୋଧୀ ସଂସଦରେ ଜୋରଦାର ଉଠାଇବାକୁ ପ୍ରସ୍ତୁତ ହେଉଛନ୍ତି। ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ…

3 years ago