Home

ଫଓ୍ବାଦ ଚୌଧୁରିଙ୍କ ଜ୍ଞାନକୁ ନେଇ ପ୍ରଶ୍ନ ଉଠାଇଲେ ପାକିସ୍ତାନୀ ହିନ୍ଦୁ

ଇସଲାମାବାଦ,୨୨।୭: ଭାରତ ଓ ପାକିସ୍ତାନରକୁ ଏକା ସାଙ୍ଗରେ ସ୍ବାଧିନତା ମିଳିଛି ସତ। ହେଲେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇ ପଡୁଛି କି ଭାରତ…

3 years ago

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ରଦ୍ଦ ହେବ ବିଧାୟକ ପଦ! ହାଇକୋର୍ଟରେ ଯାଚିକା ଦାଖଲ

ବେଙ୍ଗାଲୁରୁ,୨୨।୭: ୫ପଏଣ୍ଟର ଗ୍ୟାରେଣ୍ଟି କାର୍ଡ ବାଣ୍ଟି ଅଡୁଆରେ କର୍ନାଟକ ସରକାର। ଚଳିତ କର୍ନାଟକ ନିର୍ବାଚନରେ ଭୋଟ ହାତେଇବା ପାଇଁ ଭୋଟରଙ୍କୁ ୫ଟି ଗ୍ୟାରେଣ୍ଟି ପୂରଣ କରିବେ କହିଥିଲେ…

3 years ago

ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବିଧାନସଭାରେ ପାରିତ ହେଲା ନିନ୍ଦା ପ୍ରସ୍ତାବ

ପଣଜୀ,୨୨।୭: ଗୁଜରାଟ ଦଙ୍ଗା ଉପରେ ବିବିିସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଥିଲା। ଯାହାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇ ଉଠିଥିଲା।…

3 years ago

ମହିଳା ଅତ୍ୟାଚାର ନେଇ କଂଗ୍ରେସକୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୨।୭: ମଣିପୁରରେ ଘଟିଥିବା ଅମାନବୀୟ ଘଟଣାର ଭିଡିଓ ଭାଇରାଲ ହେବା ପରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି। ଦୀର୍ଘ ୭୫ଦିନ ହେବ ମଣିପୁର ଜଳୁଛି। ୭୪ଦିନର…

3 years ago

ସାମନାରେ ଭାଜପାକୁ ଟାର୍ଗେଟ, ଶିବସେନା କହିଲା ଏବେ କଶ୍ମୀର ଫାଇଲ୍ସ ଭଳି ଭାଜପା ଦେଖିବ ମଣିପୁର ଫାଇଲ୍ସ

ମୁମ୍ବାଇ,୨୨।୭: ମଣିପୁର ହିଂସାକୁ ନେଇ ଉଦ୍ଧବ ଗ୍ରୁପର ଶିବସେନା ତା’ର ମୁଖପତ୍ର ସାମନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି। ମଣିପୁର ଘଟଣାକୁ ନେଇ ମୋଦି ଚୁପ…

3 years ago

ଏକ୍ସରସାଇଜ୍‌ କରୁଥିବା ବେଳେ ଜିମ୍‌ରେ ଫିଟନେସ୍‌ ଇନଫ୍ଲୁଏନସର୍‌ଙ୍କ ମୃତ୍ୟୁ

ବାଲି,୨୨।୭: ଇଣ୍ଡୋନେସିଆର ବାଲିରେ ଜଣେ ଫିଟନେସ୍‌ ଇନଫ୍ଲୁଏନ୍ସଙ୍କର ଜିମ୍‌ରେ ଏକ୍ସରସାଇଜ୍‌ କରିବା ସମୟରେ ମୃତ୍ୟୁ ଘଟିଛି। ୩୩ ବର୍ଷିୟ ଇଣ୍ଡୋନେସିଆର ଫିଟନେସ ଇନଫ୍ଲୁଏନ୍ସର ଜଷ୍ଟିନ ଭିକି ଜିମ୍‌ରେ…

3 years ago

୭୦ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୦ ହଜାରରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି। ଦେଶର ୪୪ ଟି ସ୍ଥାନରେ ରୋଜଗାର…

3 years ago

ବିଟ୍ରେନରେ ୟୁକ୍ରେନୀୟ ରାଜଦୂତଙ୍କୁ ପଦରୁ ବହିଷ୍କାର କଲେ ଜେଲେନସ୍କି

କିଭ୍‌,୨୨।୭: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବ୍ରିଟେନରେ ୟୁକ୍ରେନୀୟ ରାଷ୍ଟ୍ରଦୂତ ଭାଡିମ ପ୍ରିଷ୍ଟାଇକୋଙ୍କୁ ତାଙ୍କ ପଦରୁ ବହିଷ୍କାର କରିଛନ୍ତି। କୁହାଯାଉଛି କି, କିଛି ଦିନ ପୂର୍ବରୁ ପ୍ରିଷ୍ଟିଇକୋ ଜେଲେନସ୍କିଙ୍କୁ…

3 years ago

ବିରୋଧୀଙ୍କ ଯୋଗୁ ଇସ୍ରାଏଲ ଗଣତନ୍ତ୍ର ବିପଦରେ ଅଛି: ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

ଜେରୁଜାଲେମ,୨୨।୭: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଜୁଲାଇ ୨୦ତାରିଖରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ନ୍ୟାୟିକ ସଂସ୍କାର ଯୋଜନା ନେଇ ସେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଲୋକତନ୍ତ୍ରରେ…

3 years ago

ଶକ୍ତି ସୁରକ୍ଷାକୁ ପ୍ରୋତ୍ସାହିତ କରିବାକୁ ଆମକୁ କାମ କରିବାକୁ ପଡିବ: ମୋଦି

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୋଆରେ ଜି-୨୦ ଶକ୍ତି ମନ୍ତ୍ରୀଙ୍କ ବୈଠକକୁ ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି କି…

3 years ago