Home

ଜିଲ ବାଇଡେନ କରୋନା ପଜିଟିଭ, ବାଇଡେନଙ୍କ ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ନେଇ ଉପୁଜିଲା ସନ୍ଦେହ

ଓ୍ବାଶିଂଟନ,୫।୯:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ତଥା ଫାଷ୍ଟ ଲେଡି ଜିଲ ବାଇଡେନ କରୋନା ପଜିଟିଭ ହୋଇଛନ୍ତି। ସୋମବାର ହ୍ବାଇଟ ହାଉସ କହିଛି ଯେ ଜିଲ ବାଇଡେନଙ୍କ…

3 years ago

ପୁଣି ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଉଦୟନିଧି ଷ୍ଟାଲିନ

ଚେନ୍ନାଇ,୫।୯: ତାମିଲନାଡୁର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ବିରୋଧରେ ବିବୃତ୍ତି ଦେବା ଦିନଠାରୁ ସେ ଭାଜପା ସମେତ ସମସ୍ତ ହିନ୍ଦୁ ଧାର୍ମିକ ନେତାଙ୍କ ଟାର୍ଗେଟରେ ରହିଆସିଛନ୍ତି।…

3 years ago

ଜି-୨୦କୁ କିଏ ଆସୁଛି, କିଏ ନାହିଁ ଧ୍ୟାନ ନ ଦେଇ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଉଚିତ୍‌: ଜୟଶଙ୍କର

ନୂଆଦିଲ୍ଲୀ,୫।୯: ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଅନୁପସ୍ଥିତି ନିଶ୍ଚିତ ହୋଇଛି।…

3 years ago

୬ଟି ରାଜ୍ୟରେ ୭ଟି ବିଧାନସଭା ଆସନରେ ଉପନିର୍ବାଚନ: ଭୋଟ ଗ୍ରହଣ ଆରମ୍ଭ

ନୂଆଦିଲ୍ଲୀ,୫।୯: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ମଙ୍ଗଳବାର ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ ସକାଳ ୭ଟାରୁ…

3 years ago

ସୁପର୍‌-୪ରେ ଭାରତ

ପାଲେକେଲ୍‌,୫ା୯: ଚଳିତ ଏସିଆ କପ୍‌ କ୍ରିକେଟର ସୁପର-୪ରେ ପ୍ରବେଶ କରିଛି ଭାରତ। ସୋମବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ନେପାଳକୁ ୧୦…

3 years ago

ସଫଳତାର ସହ ଦ୍ୱିତୀୟ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ-ଏଲ୍‌୧

ନୂଆଦିଲ୍ଲୀ,୫।୯: ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍‌୧ ସଫଳତାର ସହ ପୃଥିବୀର ଦ୍ୱିତୀୟ କକ୍ଷପଥ ପରିବର୍ତ୍ତନ କରିଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହି ସୂଚନା ଦେଇଛି।…

3 years ago

ଭାରତ ଆଗରେ ୨୩୧ ରନ୍‌ ଟାର୍ଗେଟ୍‌

ପାଲେକେଲ୍‌,୪ା୯: ପାଲେକେଲ୍‌ ଷ୍ଟାଡ଼ିୟମରେ ସୋମବାର ଖେଳାଯାଇଥିବା ଭାରତ-ନେପାଳ ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇଁ ନେପାଳ ବ୍ୟାଟିଂ କରି…

3 years ago

ପାକିସ୍ତାନୀ ନୈସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ମୃତ

ଇସଲାମାବାଦ,୪।୯: ପାକିସ୍ତାନୀ ନୈସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସୋମବାର ଦେଶର ବାଲୁଚିସ୍ତାନ ପ୍ରଦେଶରେ ନିୟମିତ ପ୍ରଶିକ୍ଷଣ ସମୟରେ ଏହି ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଅଧିକାରୀଙ୍କ…

3 years ago

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୪।୯: ଜମ୍ମୁ-କଶ୍ମୀରର ରିୟାସି ଜିଲାର ଚସାନା ନିକଟରେ ସୋମବାର ସର୍ଚ୍ଚ ଅପରେଶନ ବେଳେ ଭାରତୀୟ ସେନା ଏବଂ ଆତଙ୍କବାଦୀ ମୁହଁାମୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀ ନିହତ…

3 years ago

‘ଏକ ଦେଶ ଏକ ନିର୍ବାଚନ’ ଲାଗୁ ହେଲେ ଭାଜପା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମୁହଁ ଦେଖାଇବ ନାହିଁ: କେଜ୍‌ରିଓ୍ବାଲ

ଜୟପୁର,୪।୯: ଚଳିତ ବର୍ଷ ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟ ମଇଦାନରେ ରହିଛି। ପାର୍ଟି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

3 years ago