Home

ମଣିପୁରରେ ହିଂସାକୁ ରୋକିବା ପାଇଁ ୩୫୬ ଏକ ପ୍ରଭାବଶାଳୀ ଉପାୟ ହୋଇପାରେ, ରାଜନୈତିକ ମହଲରେ ଚର୍ଚ୍ଚା…

ଇମ୍ଫାଲ,୧୩।୯ : ମେ ୩ରେ ମଣିପୁରରେ ଆରମ୍ଭ ହୋଇଥିବା ହିଂସା ବନ୍ଦ ହେବାର ନାମ ନେଉ ନାହିଁ। ତେବେ ଏହା ମଧ୍ୟରେ କେନ୍ଦ୍ର ସରକାର ଦାବି କରିଛନ୍ତି…

3 years ago

କାବେରୀ ଜଳ ବିବାଦ: ସିଦ୍ଦରାମାୟା ଡାକିଲେ ଜରୁରୀକାଳୀନ ବୈଠକ…

ବେଙ୍ଗାଲୁରୁ,୧୩।୯ : କାବେରୀ ନଦୀରୁ ଜଳ ଛାଡିବା ନେଇ ବିବାଦ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ବୁଧବାର ଏକ ସ୍ବତନ୍ତ୍ର ଜରୁରୀ ବୈଠକ…

3 years ago

ରୁଷିଆ ଗସ୍ତରେ ଥାଏ ବି ଆଣବିକ ଚୁକ୍ତିକୁ ଅଣଦେଖା…

ପ୍ୟୋଙ୍ଗୟାଙ୍ଗ,୧୩।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ବର୍ତ୍ତମାନ ରୁଷିଆ ଗସ୍ତରେ ଅଛନ୍ତି। ଏହି ସମୟରେ ଜାପାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ…

3 years ago

ଆଜମ ଖାନଙ୍କ ଘରେ ଆୟକର ଚଢାଉ

ଲକ୍ଷ୍ନୌ,୧୩।୯: ପୂର୍ବତନ ମନ୍ତ୍ରୀ ତଥା ଏସପିର ବରିଷ୍ଠ ନେତା ଆଜମ ଖାନଙ୍କ ଘରେ ବୁଧବାର ଆୟକର ବିଭାଗ ଚଢାଉ କରିଛି। ଜୌହର ଟ୍ରଷ୍ଟରେ ହୋଇଥିବା ଅନିୟମିତତା ପାଇଁ…

3 years ago

ଗୁରୁବାର ସିଙ୍ଗାପୁରର ୯ମ ରାଷ୍ଟ୍ରପତି ଭାବେ ଶପଥ ନେବେ ଥରମାନ୍‌ ଶାନମୁଗରତ୍ନମ

ସିଙ୍ଗାପୁର,୧୩।୯: ସିଙ୍ଗାପୁରରେ ରାଷ୍ଟ୍ରପତି ନର୍ବାଚନରେ ଜିତିଥିବା ଭାରତୀୟ ବଂଶୋଭବ ସିଙ୍ଗାପୁର ଜନ୍ମିତ ଅର୍ଥନୀତିଜ୍ଞ ଥରମାନ୍‌ ଶାନମୁଗରତ୍ନମ ସେପ୍ଟେମ୍ବର ୧୪ ଅର୍ଥାତ୍‌ ଗୁରୁବାର ସିଙ୍ଗାପୁରର ୯ମ ରାଷ୍ଟ୍ରପତି ଭାବରେ…

3 years ago

ତେଲଙ୍ଗାନା ମୁକ୍ତି ଦିବସରେ ସାମିଲ ହେବା ପାଇଁ ହାଇଦ୍ରାବାଦ ଯିବେ ଶାହା

ନୂଆଦିଲ୍ଲୀ,୧୩।୯: ସେପ୍ଟେମ୍ବର ୧୭ରେ ହାଇଦ୍ରାବାଦରେ ଆୟୋଜିତ ତେଲଙ୍ଗାନା ମୁକ୍ତି ଦିବସ ଉତ୍ସବରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସାମିଲ ହେବେ। କେନ୍ଦ୍ର ମନ୍ତ୍ରୀ ଜି କିଶନ…

3 years ago

ମଥୁରା ଦର୍ଶନ କରିବାକୁ ଯାଉଥିବା ବେଳେ ଅଘଟଣ, ଚାଲିଗଲା ୧୧ ଜଣଙ୍କ ଜୀବନ

ଜୟପୁର,୧୩।୯: ରାଜସ୍ଥାନର ଭରତପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଆହତମାନଙ୍କୁ…

3 years ago

ଅନ୍ୟଙ୍କୁ ନ ଦେଖାଇ କେବଳ ନିଜେ ଅଶ୍ଳୀଳ ଭିଡ଼ିଓ ଦେଖିଲେ ଏହାକୁ କୁହା ଯିବନି ଅଶ୍ଳୀଳତା ଅପରାଧ: ହାଇକୋର୍ଟ…

ଥିରୁଭାନନ୍ତପୁରମ,୧୨।୯ : କେରଳ ହାଇକୋର୍ଟ ନିଜ ମୋବାଇଲ ଫୋନରେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ସମୟରେ ଗିରଫ କରାଯାଇଥିବା ଜଣେ ବ୍ୟକ୍ତିଙ୍କ ମାମଲାକୁ ଖାରଜ କରିଦେଇଛନ୍ତି। ସେ ଭିଡ଼ିଓ…

3 years ago

ଶଳାର ବେକ କାଟି ଭିଣେଇ ଫେରାର୍‌

କୋରାପୁଟ/ନାରାୟଣପାଟଣା,୧୨।୯(ଅମିତାଭ ବେହେରା, ରାଜକିଶୋର ଜେନା) କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଭିଣେଇ ନିଜ ଶଳାର ବେକକାଟି ଫେରାର୍‌ ହୋଇଯାଇଛନ୍ତି। ମୃତକ…

3 years ago

ଆଦିଲଙ୍କ ସହ ବଲିଉଡ୍‌ରେ ଡେବ୍ୟୁ କରିବେ ଅଶନୁର

ଡେବ୍ୟୁ କରିବେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅଶନୁର କୌର। ସେ ଆଦିଲ ଖାନ୍‌ଙ୍କ ସହ ଚଳଚ୍ଚିତ୍ରରେ ନାୟିକା ସାଜିବେ। ଛତିଶଗଡ଼ରେ ଏହି ଫିଲ୍ମର ଶୁଟିଂ ହୋଇଛି।…

3 years ago