ଇମ୍ଫାଲ/କୋଲକାତା/ନୂଆଦିଲ୍ଲୀ,୨୪ା୭: ମେଇତି ସମ୍ପ୍ରଦାୟ ତଫସିଲଭୁକ୍ତ ଜନଜାତି (ଏସ୍ଟି) ମାନ୍ୟତା ଦାବି କରିବା ପରେ ମଣିପୁର ହାଇକୋର୍ଟଙ୍କ ଏ ସମ୍ପର୍କିତ ରାୟ ଉତ୍ତର-ପୂର୍ବ ରାଜ୍ୟରେ ନିଅଁା ଲଗାଇ ଦେଇଥିଲା।…
ନୂଆଦିଲ୍ଲୀ,୨୩।୭: ରାଜଧାନୀ ଦିଲ୍ଲୀରେ ବନ୍ୟା ପରିସ୍ଥିତି ସୁଧୁରିବାର ନାଁ ଧରୁନି। ରବିବାର ଯମୁନା ନଦୀର ଜଳ ସ୍ତର ପୁଣି ଥରେ ବିପଦ ସଙ୍କେତ ଅତିକ୍ରମ କରିଛି। ଫଳରେ…
ଥିରୁଭାନନ୍ତପୁରମ୍,୨୩।୭: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେରଳ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ମୃତ୍ୟୁ ପରେ ତାଙ୍କ ନିର୍ବାଚନମଣ୍ଡଳୀ ପୁଥୁପାଲ୍ଲୀରୁ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେନେଇ…
ଲକ୍ଷ୍ନୌ,୨୩।୭: ଉତ୍ତର ପ୍ରଦେଶର ହରଦୋଇ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ମଦ୍ୟପ ଯୁବକ ରାସ୍ତାରେ ଲୋକଙ୍କୁ ହଇରାଣ କରୁଥିଲେ। ଏନେଇ ସ୍ଥାନୀୟ ଲୋକେ…
ମୁମ୍ବାଇ: ଆଜିକାଲି ସୈଫ୍ ଅଲି ଖାନ୍ଙ୍କ ପୁଅ ଇବ୍ରାହିମଙ୍କ ସହ ଶ୍ୱେତା ତିଓ୍ବାରୀଙ୍କ ଝିଅ ତଥା ଅଭିନେତ୍ରୀ ପଲକ ତିଓ୍ବାରୀଙ୍କ ରିଲେସନଶିପ୍କୁ ନେଇ ଚର୍ଚ୍ଚା ହେଉଛି। ଶନିବାର…
କୋରୁକୋଣ୍ଡା,୨୩ା୭(ଅବିନାଶ ବେହେରା): ଗ୍ରାମାଞ୍ଚଳର ରାସ୍ତାଗୁଡ଼ିକ ଉନ୍ନତିକରଣ କରିବା ପାଇଁ ଉଭୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବହୁ ଅର୍ଥ ବ୍ୟୟ କରୁଥିଲେ ମଧ୍ୟ ଆଜି ବି ବହୁ…
ନୂଆଦିଲ୍ଲୀ,୨୩।୭: ମଣିପୁରରେ ଜାତୀୟ ହିଂସାକୁ ନେଇ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ଗୃହ ମୁଲତବୀ ହେବା ଜାରି ରହିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ରବିବାର ବିରୋଧୀଙ୍କୁ…
ପାଟନା,୨୩।୭: ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ବୋରଓ୍ବେଲରୁ ଉଦ୍ଧାର ହେଲେ ୩ ବର୍ଷର ଶିଶୁ। ନାଳନ୍ଦା ଥାନା ଅନ୍ତର୍ଗତ କୁଳଭଦାରୀ ଗ୍ରାମରେ ଏହି ଘଟଣା ଘଟିଛି।…
ଗୋମା,୨୩।୭: ପୂର୍ବ ଡେମୋକ୍ରେଟିକ ରିପବ୍ଲିକ ଅଫ କଙ୍ଗୋରେ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି। ଏହି ଗୁଳିକାଣ୍ଡରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୯ ଜଣ…
କଲମ୍ବୋ,୨୩ା୭: ଏମଜର୍ିଂ ଏସିଆ କପ୍ ଫାଇନାଲରେ ଭାରତ ‘ଏ’କୁ ବିଶାଳ ଲକ୍ଷ୍ୟ ଦେଇଛି ପାକିସ୍ତାନ ‘ଏ’। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ପ୍ରଥମେ ବ୍ୟାଟିଂ…