Home

ନିଆରା ଆକୃତିର ହୋଟେଲ

କେଉଁଆଡ଼େ ବୁଲିବାକୁ ଗଲେ ସାଧାରଣତଃ ରହିବା, ଖାଇବାର ଭଲ ସୁବିଧା ଥିବା ବିଳାସପୂର୍ଣ୍ଣ ହୋଟେଲ ସମସ୍ତେ ପସନ୍ଦ କରନ୍ତି। ହେଲେ ପୃଥିବୀରେ ଏମିତି କିଛି ହୋଟେଲ ରହିଛି,…

3 years ago

ବାଣ ଓ ଚନ୍ଦ୍ରୟାନ

ଦୀପାବଳିରେ ଦୀପ ଜାଳି ଅନ୍ଧକାର ବିପକ୍ଷରେ ଆଲୋକର ବିଜୟ ଦିବସ ପାଳନ କରାଯାଏ। କିନ୍ତୁ ଅଧିକାଂଶ ବିଶେଷକରି ଆଜିର ଯୁବପିଢ଼ି ଦୀପ ଜାଳିବା ବଦଳରେ ବାଣ ଫୁଟେଇବାକୁ…

3 years ago

ମା’ ଭଦ୍ରକାଳୀ

କାଳୀପୂଜା ପାଇଁ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ପ୍ରସ୍ତୁତି ଚୂଡ଼ାନ୍ତ ହେବା ସହ ପୀଠର ପରିବେଶ ଆକର୍ଷଣୀୟ ହୋଇଛି। ଏଠାକାର କାଳୀପୂଜା…

3 years ago

ପ୍ରତ୍ୟକ୍ଷ ଦେବୀ ସିଦ୍ଧକାଳୀ

ସବୁଠି କାଳୀପୂଜା ପାଇଁ ଉତ୍ସବମୁଖର। ରବିବାରଠାରୁ ମା’ଙ୍କ ପୂଜା ଆରମ୍ଭ ହେଉଥିବା ବେଳେ କେନ୍ଦୁଝରର ବହୁ ପୁରାତନ ସିଦ୍ଧମଠଠାରେ ଥିବା ପ୍ରାୟ ୮୦୦ ବର୍ଷର ପୁରୁଣା ସିଦ୍ଧ…

3 years ago

ସେମିଫାଇନାଲରେ ବର୍ଷା ହେଲେ କେଉଁ ଦଳକୁ ମିଳିବ ଫାଇନାଲ୍‌ରେ ସ୍ଥାନ: ଜାଣନ୍ତୁ କ’ଣ ରହିଛି ଆଇସିସି ନିୟମ

ନୂଆଦିଲ୍ଲୀ,୧୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ସେମିଫାଇନାଲ ମ୍ୟାଚ ନଭେମ୍ବର ୧୫ରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ଗତ କ୍ରିକେଟ ଦିନିକିଆ ବିଶ୍ୱକପ ସେମିଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ…

3 years ago

ବାନ୍ଧକଳାରେ ଦୀପାବଳି ଶାଢ଼ି

ଅମରପାଲି,୧୨ା୧୧(ପୀତାମ୍ବର ସାହୁ)ସୂକ୍ଷ୍ମ ସୂତାର କାରିଗରିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଏ ସୁବର୍ଣ୍ଣପୁର। କେତେବେଳେ ଚଳଚ୍ଚିତ୍ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାଏଙ୍କ ପାଇଁ ତ ଆଉ କେତେବେଳେ ବିଦ୍ୟା ବଲାନଙ୍କ…

3 years ago

ବିନା ମାଟିରେ କେଶର ଚାଷ

ଭୁବନେଶ୍ୱର,୧୨।୧୧(ଅନୁରାଧା ମହାରଣା)ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଜଗନ୍ନାଥ ବିହାର ଅଞ୍ଚଳର ସୁବ୍ରତ କୁମାର ମହାନ୍ତି ବିନା ମାଟିରେ ସାଫ୍ରନ୍‌(କେଶର) ଚାଷ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି। ଇରାନ୍‌ରେ ବିଶ୍ୱରେ ସର୍ବାଧିକ…

3 years ago

ଦୀପାବଳି ପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର

ପୁରୀ, ୧୨।୧୧(ଅଜିତ୍‌ ମହନ୍ତି):ଆଲୋକର ପର୍ବ ଦୀପାବଳିକୁ ସ୍ବାଗତ କରିବା ପାଇଁ ଶ୍ରୀକ୍ଷେତ୍ର ଏବେ ଉତ୍ସବମୁଖର ହୋଇଉଠିଥିବାବେଳେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଦୀପାବଳି ପାଇଁ ମାଟିଦୀପ…

3 years ago

ଦୀପାବଳି: ଡିମାଣ୍ଡରେ ଫ୍ୟାନି୍ସ ଦୀପ

କଟକ,୧୨ା୧୧(ଶିଳ୍ପା ପ୍ରିୟଦର୍ଶିନୀ)ରବିବାର ଆଲୋକର ପର୍ବ ଦୀପାବଳି। ଏନେଇ ଚଳଚଞ୍ଚଳ ହୋଇଛି କଟକ ସହର। ଦୀପାବଳିରେ ଘର ସଜାଇବା ପାଇଁ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏଥିପାଇଁ…

3 years ago

କୃଷିଋଣରେ ୧୦% ଚାନ୍ଦା ଅସୁଲି

ଯାଜପୁର,୧୨ା୧୧(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ଦଶରଥପୁରସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଥିବା ସମିତିଗୁଡ଼ିକ ମାଧ୍ୟମରେ ଚାଷୀଙ୍କୁ ଋଣ ପ୍ରଦାନରେ ବ୍ୟାପକ ଅନିୟମିତତା ହେଉଛି। ସମୁଦାୟ ଋଣ…

3 years ago