Home

ରାହୁଲଙ୍କ ପାଇଁ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ-ପୁଅଙ୍କ ମଧ୍ୟରେ ଲାଗିଲା କଳି

ନୂଆଦିଲ୍ଲୀ,୩୧।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଯୋଗୁଁ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ଏବଂ ପୁଅ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ…

1 year ago

ମୁଖ୍ୟମନ୍ତ୍ରୀଙ୍କ ବିଶ୍ଳେଷଣ: ରେଭାନ୍ଥ ରେଡ୍ଡୀଙ୍କ ନାଁରେ ରହିଛି ସବୁଠାରୁ ଅଧିକ ମାମଲା

ନୂଆଦିଲ୍ଲୀ,୩୧।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ହେଉଛନ୍ତି ଭାରତର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ, ଯାହାଙ୍କ ସମ୍ପତ୍ତି ୯୩୧କୋଟିରୁ ଅଧିକ। ଏହି ସମୟରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ.…

1 year ago

ରନ୍‌ଓ୍ବେରେ ମୁହାଁମୁହିଁ ହେଲେ ଦୁଇଟି ବିମାନ, ଆଖି ପିଛୁଳାକେ ଅଟକିଗଲା ଯାତ୍ରୀଙ୍କ ନିଶ୍ୱାସ, ଦେଖନ୍ତୁ ଭିଡିଓ

ଲସ ଆଞ୍ଜେଲସ,୩୧।୧୨: ୨୦୨୪ର ଶେଷ ସପ୍ତାହରେ ଘଟିଥିବା ଦୁଇଟି ବିମାନ ଦୁର୍ଘଟଣା ଦେଖି ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି। ବର୍ତ୍ତମାନ ଆମେରିକାର ଲସ ଆଞ୍ଜେଲସ ବିମାନବନ୍ଦରରେ ଏକ…

1 year ago

ଶେଷରେ ଅଲଗା ହେଲେ ବ୍ରାଡ ପିଟ-ଆଞ୍ଜେଲିନା ଜୋଲି

ହଲିଉଡ ତାରକା ବ୍ରାଡ ପିଟ ଏବଂ ଆଞ୍ଜେଲିନା ଜୋଲି ୮ ବର୍ଷର ଆଇନଗତ ଯୁଦ୍ଧ ପରେ ପରସ୍ପରକୁ ଛାଡପତ୍ର ଦେଇଛନ୍ତି। ହଲିଉଡ ଦମ୍ପତି ସେମାନଙ୍କ ସର୍ତ୍ତାବଳୀ ଶେଷ…

1 year ago

ଭାରତ ବନ୍ଦ ପାଳନ: ଜ଼ିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିକ୍ଷୋଭକାରୀ

ଛତ୍ରପୁର,୩୧।୧୨(ଦିଲ୍ଲୀପ ସାମଲ): ଭାରତ ମୁକ୍ତି ମୋର୍ଚ୍ଚା ତତ୍ତ୍ୱାବଧାନରେ ନ୍ୟାୟ ପାଇଁ ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା, ଭିଟାମାଟି ସୁରକ୍ଷା ଅଭିଯାନ, ଗଞ୍ଜାମ ଜ଼ିଲା ବାଉରୀ ଖଡାଳ…

1 year ago

କିଏ ସେହି ନିମିଷା ପ୍ରିୟା? ୟେମେନରେ ମିଳିଛି ମୃତ୍ୟୁଦଣ୍ଡ, ଭାରତ ସରକାର ବଢାଇଛନ୍ତି ସହଯୋଗର ହାତ

ସାନା,୩୧।୧୨: ୟେମେନର ସୁପ୍ରିମକୋର୍ଟ ଜଣେ ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଜଣେ ସାଧାରଣ ନାଗରିକ ତଲାଲ ଅବଦୋ ମହଦିଙ୍କ ହତ୍ୟା ମାମଲାରେ କୋର୍ଟ ନମିଷାଙ୍କୁ…

1 year ago

ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ: ଆଧାର କାର୍ଡରୁ ମିଳିଲା ପରିଚୟ

ତିହିଡି,୩୧।୧୨(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ପୀରହାଟ ଥାନା ଅଧୀନ ପଣ୍ଡାପୋଖରୀ ଛକରୁ ମଙ୍ଗଳବାର ସକାଳେ ପୋଲିସ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି l ଯୁବକଙ୍କ…

1 year ago

ପ୍ରଥମେ ମହାଅଭିଯୋଗ ଏବେ ଗିରଫ ହେବାର ଭୟ, ଦକ୍ଷିଣ କୋରିଆର ନିଲମ୍ବିତ ରାଷ୍ଟ୍ରପତିଙ୍କ ବଢୁଛି ଅଡୁଆ

ସିଓଲ,୩୧।୧୨: ନିଲମ୍ବିତ ରାଷ୍ଟ୍ରପତି ୟୁନ ସୁକ ୟୋଲଙ୍କ ଗିରଫଦାରୀକୁ ଦକ୍ଷିଣ କୋରିଆ କୋର୍ଟ ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତି ୟୁନ ସୁକ ୟୋଲଙ୍କ ଉପରେ ସାମରିକ ଆଇନ ଲାଗୁ…

1 year ago

ସମୁଦ୍ରରେ ଖୋଲିଲା ଭାରତର ପ୍ରଥମ କାଚ ସେତୁ

କନ୍ୟାକୁମାରୀ, ୩୧ା୧୨:ତାମିଲନାଡ଼ୁର କନ୍ୟାକୁମାରୀରେ ବିବେକାନନ୍ଦ ରକ୍‌ ମେମୋରିଆଲ ଓ ପ୍ରଖ୍ୟାତ ତାମିଲ କବି ଏବଂ ଦାର୍ଶନିକ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତିକୁ ସଂଯୋଗ କରୁଥିବା ବହୁ ପ୍ରତୀକ୍ଷିତ କାଚ ସେତୁକୁ…

1 year ago

ବଦଳିଯିବ ବାଂଲାଦେଶର ନାମ? ଶାରିଆ ଆଇନ ଆଣିବାକୁ ହେଉଛି ପ୍ରସ୍ତୁତି

ଢାକା,୩୧।୧୨: ବାଂଲାଦେଶରେ ଛାତ୍ର ଆନ୍ଦୋଳନ ଯାହା ଶେଖ ହସିନାଙ୍କୁ କ୍ଷମତାରୁ ହଟାଇ ଦେଇଛି ତାହା ପୁଣି ଥରେ ସକ୍ରିୟ ହେବାକୁ ଯାଉଛି। ଆଜି ଛାତ୍ର ନେତାମାନେ ରାଜଧାନୀ…

1 year ago