Home

ଶିକ୍ଷାର୍ଥୀଙ୍କୁ ଆତ୍ମବିଶ୍ୱାସ-ଆତ୍ମସଚେତନତା-ନିସ୍ବାର୍ଥପର ସେବାର ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ,୨୩।୨: ଆତ୍ମବିଶ୍ୱାସ, ଆତ୍ମସଚେନତା ଏବଂ ନିସ୍ବାର୍ଥପର ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବା ଦ୍ୱାରା ଦେଶର ବିକାଶ ସମ୍ଭବ ହୋଇପାରିବ। ଖଡ଼ଗପୁର ଆଇଆଇଟିର ୬୬ତମ ଦୀକ୍ଷାନ୍ତ ଉତ୍ସବରେ…

6 years ago

ପିପିଲିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଭେଟି, ଘୋଷଣା କଲେ ୬୭.୬୮ କୋଟିର ପ୍ୟାକେଜ

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ପିପିଲି ଓ ଡେଲାଙ୍ଗ ଅଞ୍ଚଳର ଲୋକଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ ସହ ମୁଖ୍ୟମନ୍ତ୍ରୀ…

6 years ago

ସାଇକେଲରେ ବିଧାନସଭା ଆସିଲେ କଂଗ୍ରେସ ବିଧାୟକ

ଭୁବନେଶ୍ବର, ୨୩।୨(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ବୃଦ୍ଧି ଘଟିଛି । ଯାହା ସାଧାରଣ ଜନତାଙ୍କ ଉପରେ ବେଶ ପ୍ରଭାବ ପକାଉଛି । ଏନେଇ କଂଗ୍ରେସ…

6 years ago

ଏୟାର ଷ୍ଟ୍ରାଇକ୍‌ରେ ଗଡ଼ିଲା ୮ ଆତଙ୍କବାଦୀଙ୍କ ମୁଣ୍ଡ

ହେଲମଣ୍ଡ,୨୩।୨: ଆଫଗାନିସ୍ତାନରେ ମିଳିତି ସୁରକ୍ଷାକର୍ମୀଙ୍କ ଏୟାର ଷ୍ଟ୍ରାଇକ୍‌ରେ ୮ ତାଲିବାନ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ହେଲମଣ୍ଡ ପ୍ରଦେଶର ଦକ୍ଷିଣରେ ଥିବା ନହର-ଇ-ସରାଜ ଜିଲାରେ ଥିବା ଆତଙ୍କବାଦୀ ଶିବିର…

6 years ago

ପୁଣି କଟକରୁ ନକଲି ସିମେଣ୍ଟ କାରଖାନା ଠାବ

କଟକ ଅଫିସ, ୨୩।୨: କଟକରୁ ମଙ୍ଗଳବାର ପୁଣି ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। କମିଶନରେଟ ପୋଲିସ ନକଲି ସିମେଣ୍ଟ ଗୋଦାମ ଘରେ ଚଢ଼ାଉ କରି ବିପୁଳ…

6 years ago

ଜୋର ଜବରଦସ୍ତ ଘର ଭାଙ୍ଗିବା ଘଟଣା : ଅସନ୍ତୋଷ ପ୍ରକାଶ କଲେ କନ୍ଧ ଶତପଥୀ

ଗଞ୍ଜାମ,୨୩।୨(ଡି.ଏନ୍‌.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରେ ଦୀର୍ଘ ସତୁରୀ ବର୍ଷରୁ ଊର୍ଦ୍ଧ୍ୱ ହେବ ରହି ଆସୁଥିବା କନ୍ଧ ଶତପଥୀଙ୍କ ଘରକୁ ଗତ ୯ ତାରିଖରେ ମନ୍ଦିର…

6 years ago

ନାବାଳିକାଙ୍କୁ ବିବାହ କରି ହରଡ଼ଘଣାରେ ପାକିସ୍ତାନ ଏମ୍‌ପି

ଇସଲାମାବାଦ୍‌,୨୩।୨: ଜଣେ ୧୪ ବର୍ଷ ବୟସ୍କା ନାବାଳିକାଙ୍କୁ ବିବାହ କରିଥିବା ଅଭିଯୋଗରେ ପାକିସ୍ତାନ ପୋଲିସ ଏମ୍‌ପି ମୌଲାନା ସଲ୍ଲାଉଦ୍ଦିନ୍‌ ଆୟୁବିଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ଆୟୁବି…

6 years ago

ଇତିହାସ ରଚିବାଠାରୁ ମାତ୍ର ୬ ଉଇକେଟ୍‌ ଦୂରରେ ଅଶ୍ୱିନ୍‌

ଚେନ୍ନାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଭାରତର ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନେକ ରେକର୍ଡ ହାସଲ କରିଥିଲେ। ଚେପକରେ ଅଶ୍ୱିନ ଉଭୟ…

6 years ago

ଏହି କ୍ରିକେଟର୍‌ଙ୍କ ପ୍ରେମରେ ପାଗଳ ଶାହିଦ କପୁରଙ୍କ ସ୍ତ୍ରୀ

ବଲିଉଡ ଅଭିନେତା ଶାହିଦ କପୁର ଏବଂ ତାଙ୍କ ସ୍ତ୍ରୀ ମୀରା ରାଜପୁତ ଇଣ୍ଡଷ୍ଟିର ସୁନ୍ଦର ଦମ୍ପତି ତାଲିକାରେ ସ୍ଥାନ ପାଇଛନ୍ତି। ବିଶେଷ କଥା ହେଉଛି ଚଳଚ୍ଚିତ୍ର ସହିତ…

6 years ago

ରାସ୍ତାରେ ଚାଲୁଛି ୧୩୯ ବର୍ଷର ପୂରୁଣା ଘର

ସାନ୍‌ ଫ୍ରାନ୍‌ସିସ୍‌କୋରେ ଲୋକମାନେ ରବିବାର ଏକ ଅଜବ ଜିନିଷ ଦେଖିବାକୁ ପାଇଛନ୍ତି। ଏକ ଘର (ଭିକ୍ଟୋରିଆନ୍‌ ହାଉସ୍‌) ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛି। କ୍ରେନ୍‌ ଏବଂ…

6 years ago