କରିମଗଞ୍ଜ୍,୩।୧: ଭାରତ ଏବଂ ବାଂଲାଦେଶ ସୀମାରେ ଏକ ୨୦୦ ମିଟର ଲମ୍ବ ସୁଡ଼ଙ୍ଗର ସନ୍ଧାନ ମିଳିଛି। ଆସାମର କରିମଗଞ୍ଜ୍ ଅଞ୍ଚଳର ବଲିଆଠାରେ ପୋଲିସ ପକ୍ଷରୁ ଏହାକୁ ଠାବ…
ନିୟାମେ,୩।୧: ନାଇଜରରେ ଆତଙ୍କବାଦୀ ଆକ୍ରମଣରେ ୫୬ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା…
ବରଗଡ଼ ଜିଲାର ଡେବ୍ରିଗଡ଼ ଅଭୟାରଣ୍ୟ। ଏଠାରେ ରହିଥିବା ଖୋଲ (ପାହାଡ଼ ମଝିରେ ଫାଙ୍କ) ରେ ସର୍ବଦା ପାଣି ଜମି ରୁହେ। ଲୋକେ ତାକୁ କୁହନ୍ତି ଆପ୍ଖୋଲ। ସେଠାରେ…
କୋଲକାତା,୩।୧: ବିସିସିଆଇ ଅଧ୍ୟକ୍ଷ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କୁ ଶନିବାର ହାର୍ଟ ଆଟାକ୍ ଆସିଥିଲା। ଚିକିତ୍ସା ପାଇଁ ତାଙ୍କୁ ଉଡ୍ଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ତାଙ୍କର…
ଭୁବନେଶ୍ୱର,୩।୧(ବ୍ୟୁରୋ): ମହାମାରୀ କରୋନା ଯୋଗୁ ଗତ ବର୍ଷ ମାର୍ଚ୍ଚରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ଏବେ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ରାଜ୍ୟ ସରକାର ସ୍କୁଲଗୁଡ଼ିକୁ ଖୋଲିବାକୁ…
ନୂଆଦିଲ୍ଲୀ, ୩ା୧: ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ବୋଲି ଆମେରିକାର ମର୍ନିଂ କନ୍ସଲ୍ଟ ସର୍ଭେ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ୭୫…
ଲକ୍ଷ୍ନୌ, ୩।୧: କରୋନା ମହାମାରୀ ବିରୋଧରେ ଟିକାକରଣ ଲାଗି ଭାରତ ପ୍ରସ୍ତୁତ ହେଉଥିବାବେଳେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏକ…
ଓ୍ବାଶିଂଟନ୍, ୩।୧(ଆଇଏଏନ୍ଏସ୍): ଏକ ପ୍ରତିରକ୍ଷା ବିଲ୍ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଭିଟୋ କ୍ଷମତାକୁ କଂଗ୍ରେସ ରଦ୍ଦ କରି ଦେଇଛି। ଟ୍ରମ୍ପ୍ଙ୍କ ୪ ବର୍ଷର ଶାସନ…
ରୋମ, ୩ା୧: ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଉତ୍ସବ ପାଳନ ପାଇଁ ବାଣ ଫୁଟାଯିବା ଯୋଗୁ ଇଟାଲୀର ରୋମରେ ପ୍ରାଣ ହରାଇଛନ୍ତି ଶହ ଶହ ପକ୍ଷୀ। ପ୍ରକୃତିକୁ ଧ୍ୱଂସ…
ମୁମ୍ବାଇ, ୩ା୧: ନୂଆବର୍ଷ ପାର୍ଟି ଚାଲିଥିବାବେଳେ ମୁମ୍ବାଇରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ସାଙ୍ଗମାନେ ହତ୍ୟା କରିଛନ୍ତି। ଘଟଣା ମୁତାବକ, ଖାର ଅଞ୍ଚଳରେ ଜାହ୍ନବୀ କୁକରେନା…