ବରୀ,୨୯ା୮(ଡି.ଏନ.ଏ.): ୨୦୨୦ ଅଗଷ୍ଟ ମହାବନ୍ୟାର କରାଳ ରୂପକୁ ବର୍ଷେ ପରେ ବି ବରୀବାସୀ ଭୁଲି ପାରିନାହାନ୍ତି। ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ୧୦ରୁ ଊର୍ଦ୍ଧ୍ୱ ଘାଇ ସୃଷ୍ଟି…
ଯାଜପୁର ଅଫିସ,୩୦।୮: ବୌଦ୍ଧ କୀର୍ତ୍ତିରାଜିର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ତଥା ହୀରକ ତ୍ରିଭୁଜ ବଳୟ ରତ୍ନଗିରି-ଉଦୟଗିରି-ଲଳିତଗିରିର ଭିତ୍ତିଭୂମି ବିକାଶ ବହୁ ପଛରେ ରହିଯାଇଛି। ପ୍ରାୟ ପ୍ରତିବର୍ଷ ରକ୍ଷଣାବେକ୍ଷଣ…
ଭୁବନେଶ୍ୱର,୩୦।୮: ସେପ୍ଟେମ୍ବର ପହିଲାରୁ ରାଜଧାନୀରେ ତିନୋଟି ନୂଆ ରୁଟ୍ରେ ‘ମୋ ବସ୍’ ସେବା ଆରମ୍ଭ ହେବାକୁ ଯାଉଛି। ରୁଟ୍ ନଂ ୭୧ (ବରମୁଣ୍ଡାରୁ ରସୁଲଗଡ଼ ଦେଇ କୋଣାର୍କ),…
ନୂଆଦିଲ୍ଲୀ,୩୦।୮: ସୁପ୍ରିମ୍କୋର୍ଟ ସେପ୍ଟେମ୍ବର ୧ଠାରୁ ସ୍ବାଭାବିକ ଭାବେ କାର୍ଯ୍ୟ କରିବ। ଦୀର୍ଘ ୧୭ମାସ ଧରି ସୁପ୍ରିମ୍କୋର୍ଟରେ ପୁଣି ସାଧାରଣ ଭାବେ ଶୁଣାଣି କରାଯିବ। ତେବେ ଭର୍ଚ୍ୟୁଆଲ୍ ମାଧ୍ୟମରେ…
ଓଡ଼ିଶୀ ନୃତ୍ୟ ଜଗତର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ହେଉଛନ୍ତି ପଦ୍ମଶ୍ରୀ କୁମ୍କୁମ୍ ମହାନ୍ତି। ଓଡ଼ିଶୀ ନୃତ୍ୟର ବିଶିଷ୍ଟ ଗୁରୁ କେଳୁଚରଣ ମହାପାତ୍ରଙ୍କର ସେ ପଟ୍ଟଶିଷ୍ୟା। ବହୁ ଉଦ୍ୟମ କରି…
ନୂଆଦିଲ୍ଲୀ,୩୦।୮: ପବିତ୍ର ଜନ୍ମାଷ୍ଟମୀର ଶୁଭ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଜନ୍ମାଷ୍ଟମୀର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ…
ଭୁବନେଶ୍ୱର,୩୦।୮(ବ୍ୟୁରୋ): ଲୋକପ୍ରିୟ ଜାତୀୟ ଟିଭି ଶୋ’ ଦି କପିଲ୍ ଶର୍ମା ଶୋ’ରେ ପ୍ରଥମ ଥର ଲାଗି ଭର୍ଚୁଆଲ ମୋଡ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଛି। ବହୁ…
ନୂଆଦିଲ୍ଲୀ,୩୦।୮: ଭାରତୀୟ ଅଲରାଉଣ୍ଡର ଷ୍ଟୁଆର୍ଟ ବିନି ସୋମବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଛନ୍ତି। ୩୭ ବର୍ଷୀୟ ବିନି ଦୀର୍ଘ ସମୟ ଧରି ଦଳରୁ ବାଦ୍ ପଡୁଥିଲେ।…
ଭୁବନେଶ୍ୱର,୩୦।୮(ବ୍ୟୁରୋ): ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଧାନସଭାରେ ବିରୋଧୀ ଭାଜପା ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ଶାସକ…
ଯାଜପୁର ଅଫିସ,୩୦ା୮: ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଫାକର ଓସ୍ତପାଳ କ୍ରୋମାଇଟ ଖଣିରୁ ଡମଶାଳା ନାଳକୁ ବର୍ଜ୍ୟଜଳ ଛାଡ଼ିବା ମାମଲା…