Home Middle

ପ୍ରଧାନ ବିଚାରପତିଙ୍କ କ୍ଷମତା ହ୍ରାସ ବିଲ୍‌: ଦ୍ୱିତୀୟ ଥର ଫେରାଇଲେ ପାକିସ୍ତାନ ରାଷ୍ଟ୍ରପତି…

ଇସଲାମାବାଦ,୨୦।୪ : ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭି ଦ୍ୱିତୀୟ ଥର ପାଇଁ ପ୍ରଧାନ ବିଚାରପତିଙ୍କ କ୍ଷମତାକୁ ହ୍ରାସ କରିବା ଲାଗି ତାଙ୍କ ପାଖକୁ ଆସିଥିବା ବିଲକୁ ସଂସଦକୁ…

3 years ago

ଭାରତ ଅଧ୍ୟକ୍ଷତାରେ ଜି-୨୦ ବୈଠକରେ ଅଧିକ ଆଫ୍ରିକୀୟ ଦେଶ ହୋଇଛନ୍ତି ସାମିଲ…

ଜେନେଭା,୨୦।୪ : ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି, ଭାରତ ଜି-୨୦ ଅଧ୍ୟକ୍ଷ ହେବା ପରେ ବୈଠକରେ ଏପର୍ଯ୍ୟନ୍ତ ଆଫ୍ରିକୀୟ ଦେଶମାନେ ସର୍ବାଧିକ…

3 years ago

ଶୁକ୍ରବାରଠୁ ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି

ଭୁବନେଶ୍ବର,୨୦।୪(ବ୍ୟୁରୋ): ଆସନ୍ତାକାଲି ଅର୍ଥାତ୍‌ ୨୧ ତାରିଖଠାରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଗ୍ରୀଷ୍ମକାଳୀନ ଛୁଟି ଘୋଷଣା ହୋଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ…

3 years ago

ପାକିସ୍ତାନରେ ହେପାରିନ ଇଞ୍ଜେକ୍ସନର ଅଭାବ: ସଙ୍କଟରେ ହାର୍ଟ ଚିକିତ୍ସା…

ଇସଲାମାବାଦ,୨୦।୪ : ପାକିସ୍ତାନର ହାର୍ଟ ସମସ୍ୟା ଥିବା ବ୍ୟକ୍ତିମାନେ ସେମାନଙ୍କ ଚିକିତ୍ସାରେ ଏନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ଦେଶରେ ହେପାରିନ ଇଞ୍ଜେକ୍ସନ ଯାହା ହାର୍ଟ ଚିକିତ୍ସା…

3 years ago

ୟେମେନରେ ଦଳା ଚକଟା, ୮୫ରୁ ଅଧିକ ମୃତ…

ସାନା,୨୦।୪ : ବୁଧବାର ବିଳମ୍ବିତ ରାତିରେ ୟେମେନର ରାଜଧାନୀରେ ଏକ ବିଦ୍ୟାଳୟରେ ହେଉଥିବା ଆର୍ଥିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ଦଳା ଚକଟା ଆରମ୍ଭ ହୋଇଥିଲା। ଅଧିକାରୀଙ୍କ କହିବାନୁସାରେ,…

3 years ago

ମୁସଲମାନ ମୌଳବାଦୀଙ୍କ ଟାର୍ଗେଟରେ ହିନ୍ଦୁ ଶିକ୍ଷାର୍ଥୀ…

ଲଣ୍ଡନ,୨୦।୪ : ବ୍ରିଟେନର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢୁଥିବା ହିନ୍ଦୁ ଶିକ୍ଷାର୍ଥୀମାନେ ବର୍ତ୍ତମାନ ଜାତିଗତ ଭେଦଭାବର ସମ୍ମୁଖୀନ ହେଉଛନ୍ତି। ମୁସଲମାନ ମୌଳବାଦୀମାନେ ତାଙ୍କୁ ଟାର୍ଗେଟ କରୁଛନ୍ତି, ଜାତିଗତ ମନ୍ତବ୍ୟ…

3 years ago

ଭୁବନେଶ୍ୱରରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌

ଭୁବନେଶ୍ୱର, ୨୦।୪ (କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ଆଉ ଏକ ଅନ୍ତର୍ଜାତୀୟ ଫୁଟବଲ ଟୁର୍ନାମେଣ୍ଟ। ମଣିପୁରରେ ତ୍ରିରାଷ୍ଟ୍ରୀୟ ଅନ୍ତର୍ଜାତୀୟ ଫୁଟବଲ ଟୁର୍ନାମେଣ୍ଟର ଗ୍ରାଣ୍ଡ…

3 years ago

ସିରାଜଙ୍କୁ ଯୋଗାଯୋଗ କରିଥିଲେ ବୁକି

ନୂଆଦିଲ୍ଲୀ,୨୦ା୪(ପି.ଟି.): ପେସ୍‌ ବୋଲର ମହମ୍ମଦ ସିରାଜ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନୀତି ନିବାରଣ ବିଭାଗ(ଏସିୟୁ)ର ଦ୍ୱାରସ୍ଥ ହୋଇଥିଲେ ବୋଲି ଜଣାପଡିଛି। ଫେବୃୟାରୀ ମାସରେ ଅଷ୍ଟ୍ରେଲିଆ…

3 years ago

ଆଜିଠାରୁ ୩ ଦିନିଆ ଓଡ଼ିଶା ସ୍କିଲ୍‌ କନ୍‌କ୍ଲେଭ

ଭୁବନେଶ୍ୱର,୨୦।୪: ରାଜ୍ୟର ବିକାଶ ଓ ନୂଆ ବିଶ୍ୱ ପାଇଁ ଦକ୍ଷତା ପ୍ରଦର୍ଶନ କରିବା ଲକ୍ଷ୍ୟରେ ଗୁରୁବାରଠାରୁ ଏକ ୩ ଦିନିଆ ଓଡ଼ିଶା ସ୍କିଲ୍‌ କନ୍‌କ୍ଲେଭ କଳିଙ୍ଗ ଷ୍ଟାଡିୟମଠାରେ…

3 years ago

ମାଲାବାରରେ ନେକ୍‌ଲେସ୍‌ ମେଳା

ଭୁବନେଶ୍ୱର,୨୦।୪: ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଭୁବନେଶ୍ୱରସ୍ଥିତ ଶହୀଦନଗର ଏକ୍ସକ୍ଲୁସିଭ ଷ୍ଟୋର ପରିସରରେ ଏକ ୮ ଦିନିଆ ନେକ୍‌ଲେସ ମେଳାର ଶୁଭାରମ୍ଭ କରାଯାଇଛି।…

3 years ago