ନୂଆଦିଲ୍ଲୀ,୨୦।୭: ପାକିସ୍ତାନ ଫେରିଯିବେ ସୀମା ହାଇଦାର। ପବିଜି ଖେଳି ସୀମା ପାର୍ କରି ଭାରତ ଆସିଥିବା ସୀମାଙ୍କୁ ପାକିସ୍ତାନ ଫେରାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ବେଆଇନ…
ଭୋପାଳ,୨୦।୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୨୧ ଜୁଲାଇ ଅର୍ଥାତ୍ ଶୁକ୍ରବାର ମଧ୍ୟ ପ୍ରଦେଶ ଗସ୍ତରେ ଯାଉଛନ୍ତି। ସେ ଗ୍ବାଲିୟର ଯାତ୍ରା କରିବେ। ସେଠାରେ ପହଞ୍ଚି…
ନୂଆଦିଲ୍ଲୀ,୨୦।୭: କଂଗ୍ରେସ ନେତା ଶଶି ଥରୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ହିଂସା ଉପରେ ନୀରବତା ଭାଙ୍ଗିଛନ୍ତି ନେଇ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ମୋଦି…
ଲକ୍ଷ୍ନୌ,୨୦।୭: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଓ ସେମାନଙ୍କୁ ବଳାତ୍କାର କରିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଏହାକୁ ନେଇ…
ନୂଆଦିଲ୍ଲୀ,୨୦।୭: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ମଣିପୁର ହିଂସା ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ଜୋରଦାର ହଙ୍ଗାମା କରିଛନ୍ତି। ଫଳରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ।…
ନ୍ୟୁୟର୍କ,୨୦।୭: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ବହୁ କଳ୍ପାଜଳ୍ପନା ଲାଗି ରହିଛି। ଏଆଇ ଯୋଗୁ ଅନେକ କ୍ଷେତ୍ରରେ ବହୁ ସଂଖ୍ୟାରେ ଛଟେଇ ହେବାର ଆଶଙ୍କା କରାଯାଉଛି। କୁହାଯାଉଛି…
କିଭ୍,୨୦ା୭: ଗୁରୁବାର ୟୁକ୍ରେନ ଅଧିକାରୀମାନେ କହିଛନ୍ତି, ରୁଷିଆର ଏୟାର ଷ୍ଟ୍ରାଇକ୍ର ତୃତୀୟ ରାତିରେ ବନ୍ଦର ସହର ଓଡେସା ସମେତ ଦକ୍ଷିଣ ୟୁକ୍ରେନ ସହରକୁ ଟାର୍ଗେଟ କରି ଅତି…
ଓ୍ବାଶିଂଟନ,୨୦।୭: ଜନସନ ଆଣ୍ଡ ଜନସନକୁ କାଲିଫର୍ନିଆର ଜଣେ କ୍ୟାନସର ପୀଡ଼ିତଙ୍କୁ ୧୫୪ କୋଟି ଟଙ୍କର କ୍ଷତି ପୂଣ ଦେବାକୁ ପଡିବ। ଆମେରିକାର ଓକଲ୍ୟାଣ୍ଡ ଡିଫଲ୍ଟ ଷ୍ଟେଟ କୋର୍ଟ…
ପ୍ୟାରିସ,୨୦ା୭: ୟୁରୋପର ଅନେକ ଦେଶ ସମେତ ଆମେରିକାର ରାଜ୍ୟଗୁଡିକରେ ପ୍ରବଳ ଉତ୍ତାପ ଜାରି ରହିଛି। ରେକର୍ଡ ଭାଙ୍ଗୁଥିବା ଉତ୍ତାପ ପୁଣି ଥରେ ଲୋକଙ୍କ, ବିଶେଷକରି ଶିଶୁ ଏବଂ…
ଜୋହାନ୍ସବର୍ଗ,୨୦।୭: ଭାରତର ଅର୍ଥବ୍ୟବସ୍ଥାକୁୁ ପ୍ରଶଂସା କରିଛି ଦକ୍ଷିଣ ଆଫ୍ରିକା। ବ୍ରିକ୍ସ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ନକୋସାଜାନା ଡାଲାମିନି-ଜୁମା କହିଛନ୍ତି, ଭାରତୀୟ ସଭ୍ୟତା ହଜାରେ ବର୍ଷ ପୁରୁଣା।…