ବେଜିଂ,୨୮।୬: କରୋନା ଭାଇରସର ଉତ୍ପତିକୁ ନେଇ କେତେ କଥା ଶୁଣିବାକୁ ମିଳୁଛି। ସାରା ବିଶ୍ୱର ବୈଜ୍ଞାନିକମାାନେ ଦାବି କରୁଛନ୍ତି କି କୋଭିଡ-୧୯ ଚାଇନାର ଲ୍ୟାବରେ ତିଆରି କରାଯାଇଛି।…
ନୂଆଦିଲ୍ଲୀ,୨୮।୬ : ଦେଶରେ ଟମାଟୋ ମୂଲ୍ୟରେ ବୃଦ୍ଧି ପ୍ରକ୍ରିୟା ଜାରି ରହିଛି। ଦେଶର ଅନେକ ସହରରେ ଟମାଟୋ କିଲୋ ପିଛା ୧୦୦ ଟଙ୍କାରୁ ଅଧିକ ଦାମରେ ବିକ୍ରି…
ନୂଆଦିଲ୍ଲୀ,୨୮।୬ : କେରଳରେ ପହଞ୍ଚିବାରେ ୭ ଦିନ ବିଳମ୍ବ ଏବଂ ଦକ୍ଷିଣ ଉପଦ୍ୱୀପ ଉପରେ ସପ୍ତାହେ ଧରି ଅଟକି ରହିଥିବା ସତ୍ତ୍ୱେତ୍ତେ୍ଦକ୍ଷିଣ-ପଶ୍ଚିମ ମୌସୁମୀ ଦେଶର ଅଧିକାଂଶ ଅଞ୍ଚଳରେ…
ନୂଆଦିଲ୍ଲୀ,୨୮।୬ : କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ ୨୦୨୪ ପ୍ରକାଶିତ ହୋଇଛି। ବିଭିନ୍ନ ମାପଦଣ୍ଡ ଆଧାରରେ ବିଶ୍ୱର ଅନୁଷ୍ଠାନଗୁଡିକର ମୂଲ୍ୟାଙ୍କନ କରିବା ପରେ ଏହାକୁ ଏକ ସ୍କୋର…
ନାଇରୋବି,୨୮।୬: ଇଥିଓପିଆର ଉତ୍ତର ଟାଇଗ୍ରେ ଅଞ୍ଚଳରେ ଗତ ୭ ଦିନ ମଧ୍ୟରେ ଭୋକରେ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହା ପଛର ପ୍ରକୃତ କାରଣ…
ଓ୍ବାଶିଂଟନ,୨୮।୬ : ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳରେ ତାତି ସଙ୍କଟ ସୃଷ୍ଟି ହୋଇଛି। ଅସହ୍ୟ ଗରମ ଯୋଗୁଁ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦେଶର ୫୫…
ମସ୍କୋ,୨୮।୬ : ୱାଗନର୍ ଗୋଷ୍ଠୀର ମୁଖ୍ୟ ପ୍ରିଗୋଜିନ ବେଲାରୁଷରେ ପହଞ୍ଚିଛନ୍ତି ବୋଲି ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ ନିଶ୍ଚିତ କରିଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୁଦ୍ଧରେ ବିଦ୍ରୋହ…
କଲମ୍ବୋ,୨୮।୬ : ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ କହିଛନ୍ତି ସେ ତାଙ୍କ ଦେଶକୁ ଭାରତ ବିରୋଧରେ କୌଣସି ପ୍ରକାର ବିପଦ ପାଇଁ ଆଧାର ଭାବରେ ବ୍ୟବହାର କରିବାକୁ…
ଭୋପାଳ,୨୮।୬: ମଧ୍ୟପ୍ରଦେଶର ଦାତିଆରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଭାରସାମ୍ୟ ହରାଇ ନଦୀରେ ଖସିପଡିବା ଫଳରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଲୋକ…
ମାନିଲା,୨୮।୬ : ଯାନ୍ତ୍ରିକ ତ୍ରୁଟି ଯୋଗୁ ବୁଧବାର ସକାଳେ ଭିଏତଜେଟ ବିମାନ ଉତ୍ତର ଫିଲିପାଇନ୍ସରେ ଜରୁରୀକାଳୀନ ଅବତରଣ କରିଛିା। ବିମାନରେ ଥିବା ୨୧୪ ଯାତ୍ରୀ ଏବଂ କର୍ମଚାରୀ…