Home Middle

ବାଣିଜ୍ୟ ହ୍ରାସ ପାଇବାରୁ ଭାରତ ସହ ସମ୍ପର୍କ ସୁଧାରିବାକୁ ଅନୁରୋଧ କଲା ଚାଇନା

ବେଜିଂ/ରାଏଟରା, ୧୫।୭:ନିଜ ଅଭିସନ୍ଧିତ୍ସୁ କାର୍ଯ୍ୟକଳାପରୁ ବାଦ୍‌ ପଡୁ ନ ଥିବା ଚାଇନା ଏବେ ନିଜ ବେପାରରେ ଘାଟା ହେବା ଯୋଗୁ ଭାରତ ପାଖରେ ଗୁହାରି ଲଗାଇଛି। ଶ୍ରୀଲଙ୍କା…

3 years ago

ଇରାନର ଚାବହାର ବନ୍ଦର ପରିଦର୍ଶନ କଲେ ଭାରତର ରାଷ୍ଟ୍ରଦୂତ

ତେହେରାନ,୧୫।୭: ଇରାନରେ ଚାବହାର ବନ୍ଦର ପରିଦର୍ଶନ କାଲ ଭାରତର ରାଷ୍ଟ୍ରଦୂତ ରୁଦ୍ର ଗୌରବ ଶ୍ରେଷ୍ଠ। ରାଷ୍ଟ୍ରଦୂତ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଗସ୍ତ।…

3 years ago

କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଉପଦ୍ରବ, ମନ୍ଦିରରେ କଲେ ଭଙ୍ଗାରୁଜା

ସିଡନୀ,୧୫।୭: କାନାଡାର ଗ୍ରେଟର ଟରଣ୍ଟୋ(ଜିଟଇସି)ର ବ୍ରେମ୍ପଟନ ସହରରେ ଶ୍ରୀ ଭଗବତ ଗୀତା ପାର୍କରେ ଲାଗିଥିବା ସଙ୍କେତ ଚିହ୍ନକୁ ଶୁକ୍ରବାର ଭାଙ୍ଗି ଦିଆଯାଇଛି। ଗୋଟିଏ ବର୍ଷ ମଧ୍ୟରେ ଏହିପରି…

3 years ago

ଅକ୍ସଫୋର୍ଡ ୟୁନିଭରସିଟି ରିସର୍ଚ୍ଚ: ସି ସ୍ନେକ୍‌ର ରଙ୍ଗ ବଦଳାଇବା କ୍ଷମତା ହେଲା ବିକଶିତ

ଓ୍ବାଶିଂଟନ୍‌,୧୫।୭: ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ ଦ୍ୱାରା ଜେନୋମ ବାୟୋଲୋଜି ଏବଂ ଇଭୋଲ୍ୟୁଶନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଉତ୍ତର ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ-ପୂର୍ବ ଏସିଆ ସମୁଦ୍ରର ଥିବା…

3 years ago

ବଦଳିଲା ଟିଏମସିର ମୁଡ, ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ଦଳ ବୈଠକରେ ଯୋଗ ଦେବେ ମମତା

କୋଲକାତା,୧୫।୭: ତ୍ରୁଣମୂଳ କଂଗ୍ରେସର ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦଳର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀ ବେଙ୍ଗାଲୁରୁରେ ହେବାକୁ ଯାଉଥିବା ବିରୋଧୀ ଦଳ…

3 years ago

ଏକଲାପଣକୁ ଦୂର କରିବ ଏଆଇ ରୋବର୍ଟ

ଲଣ୍ଡନ,୧୫।୪:ଏକଲାପଣକୁ ଦୂର କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ରୋବର୍ଟ। ବିଂଶ ଶତାଦ୍ଦୀର ମହାମାରୀ ସଦୃଶ ଏକଲାପଣ ଏବଂ ସାମାଜିକ ବିଚ୍ଛିନ୍ନତା ଦୂର କରିବା ନେଇ ଏହା…

3 years ago

ଆମେରିକାରେ ହିଟ୍‌ ଓ୍ବେଭ୍‌: ୪୩ଡିଗ୍ରୀ ପାର୍‌ କଲା ତାପମାତ୍ରା, ୧୧କୋଟି ଲୋକଙ୍କୁ ଲୁ’ ଆଲର୍ଟ ଜାରି

ଓ୍ବାଶିଂଟନ୍‌,୧୫।୭:ଆମେରିକାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଭୀଷଣ ଗରମ ଯୋଗୁ ଆମେରିକୀୟମାନେ ନାହିଁ ନ ଥିବା ଅବସ୍ଥାରେ ସମ୍ମୁଖୀନ ହେଉଛନ୍ତି। ଆବଶ୍ୟକ ନଥିଲେ ଘରୁ ବାହାରକୁ ନ…

3 years ago

୨୬ ରାଫେଲ ଜେଟ୍‌ କିଣିବା ଉପରେ ମୋହର ଲଗାଇଲା ଭାରତ

ନୂଆଦିଲ୍ଲୀ,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ସମୟରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏକ ବଡ଼ ପ୍ରତିରକ୍ଷା ଚୁକ୍ତି ଉପରେ ମୋହର ଲାଗିଛି।…

3 years ago

ଦିଲ୍ଲୀ ପରେ ଉତ୍ତର ପ୍ରଦେଶବାସୀଙ୍କୁ କନ୍ଦାଇବ ଯମୁନା, ମଥୁରା ସମେତ କିଛି ସ୍ଥାନରେ ବିପଦ ସଙ୍କେତ ଉପରେ ବହୁଛି ନଦୀ

ଲକ୍ଷ୍ନୌ,୧୫।୭: ପାହାଡ ଉପରେ ହେଉଥିବା ବର୍ଷାର ପ୍ରଭାବ ଏବେ ତଳିଆ ଅଞ୍ଚଳରେ ଦେଖିବାକୁ ମିଳିଲାଣି। ଯମୁନା ନଦୀରେ ଆସିଥିବା ବନ୍ୟାରେ ଦିଲ୍ଲୀ ଉବୁଟୁବୁ ହେବା ପରେ ଏବେ…

3 years ago

ଫ୍ରାନ୍ସ ଯାତ୍ରା ଶେଷ କରି ୟୁଏଇ ବାହାରିଲେ ମୋଦି, ଆଜି ରାଷ୍ଟ୍ରପତି ଜାୟଦ ଅଲ ନାହୟାନଙ୍କୁ ଭେଟିବେ

ଆବୁ ଧାବି,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୨ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରି ଶନିବାର ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଯାତ୍ରା କରିଛନ୍ତି। ଏହି ସମୟରେ…

3 years ago