Home Left

ରାୟଗଡ଼ାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚର ୧୨ ଜଣିଆ ଟିମ୍‌,ତଦନ୍ତ ଆରମ୍ଭ

ରାୟଗଡ଼ା ଅଫିସ,୩୦।୧୨: ବିଦାନୋଭ ଏବଂ ପାଭେଲଙ୍କ ମୃତ୍ୟୁ ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚର ୧୨ ଜଣିଆ ଟିମ୍‌ ଶୁକ୍ରବାର ପହଞ୍ଚିଛନ୍ତି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ…

3 years ago

ଭାରତ ଯୋଡୋ ଯାତ୍ରାରେ ସାମିଲ ହେବା ପାଇଁ ସ୍ମୃତି ଇରାନୀଙ୍କୁ ନିମନ୍ତ୍ରଣ କଲା କଂଗ୍ରେସ

ନୂଆଦିଲ୍ଲୀ,୩୦।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରି ରହିଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହେବାକୁ କଂଗ୍ରେସର ଜଣେ ନେତା ଆମେଥି ଭାଜପା ଏମ୍‌ପି ତଥା…

3 years ago

ଆବର୍ଜନାରେ ପରିପୂର୍ଣ୍ଣ ରେଳଷ୍ଟେଶନ ରାସ୍ତା

ଲାଠୋର,୩୦ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରୋଡ ରେଳ ଷ୍ଟେଶନ ରାସ୍ତା ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ରହିଥିଲେ ମଧ୍ୟ ସେଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି…

3 years ago

ଏହି କାରଣରୁ ଦୁର୍ଘଟଣାର ଶିକାର ହେଲେ ରିଷଭ ପନ୍ତ

ଡେରାଡୁନ,୩୦।୧୨: ଭାରତୀୟ କ୍ରିକେଟ ଦଳର ଉଇକେଟ୍‌କିପର ରିଷଭ ପନ୍ତ ଶୁକ୍ରବାର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେ ଦିଲ୍ଲୀରୁ ନିଜ ଘର ରୁର୍‌କୀ ଯାଉଥିବା ସମୟରେ ତାଙ୍କ…

3 years ago

ଆସୁନି ଟୋକନ, ଅଭାବୀ ବିକ୍ରିକୁ ପ୍ରୋତ୍ସାହନ

ସମ୍ବଲପୁର,୩୦ା୧୨(ବ୍ୟୁରୋ): ସମ୍ବଲପୁର ଜିଲାର ସଦର, କୁଚିଣ୍ଡା ଓ ରେଢ଼ାଖୋଲ ଉପଖଣ୍ଡରେ ଧାନ ସଂଗ୍ରହ ଜାରି ରହିଛି। ମଣ୍ଡି ଖୋଲା ରହିଥିବାବେଳେ ଚାଷୀଙ୍କ ପାଖରେ ଅମଳ ଧାନ ମହଜୁଦ…

3 years ago

ଇଡ୍‌କୋ ଜମି ଅଧିଗ୍ରହଣକୁ ବିରୋଧ

ଝାରସୁଗୁଡ଼ା ଅଫିସ୍‌,୩୦ା୧୨: ଲଖନପୁର ତହସିଲ ଅନ୍ତର୍ଗତ ବରତାପ ମୌଜାର ମୂଳବାସିନ୍ଦା ଦୀର୍ଘବର୍ଷରୁ ସରକାରୀ ଜମି ଦଖଲ କରିଆସୁଛନ୍ତି। ଏହି ଜମିକୁ ଝାରସୁଗୁଡା ରାଜସ୍ବ ବିଭାଗ ଇଡ୍‌କୋକୁ ପ୍ରଦାନ…

3 years ago

ଗୋଟିଏ ମାସରେ ତୃତୀୟଥର ପାଇଁ ଗିରଫ ହେଲେ ଟିଏମ୍‌ସି ନେତା

ନୂଆଦିଲ୍ଲୀ,୩୦।୧୨: କ୍ରାଉଡଫଣ୍ଡିଂ ଜରିଆରେ ସଂଗ୍ରହ କରିଥିବା ଅର୍ଥକୁ ଅପବ୍ୟବହାର କରିଥିବା ଅଭିଯୋଗରେ ଟିଏମସିର ମୁଖପାତ୍ର ସାକେତ ଗୋଖଲେ ଗିରଫ ହୋଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଗୁଜରାଟ ପୋଲିସ…

3 years ago

ଚାଇନା କରୋନା ପରିସ୍ଥିତି ଚିନ୍ତାଜନକ: ଉଦ୍‌ବେଗ ପ୍ରକାଶ କଲା ଡବ୍ଲ୍ୟୁଏଚ୍‌ଓ

ଜେନେଭା,୩୦।୧୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମହାନିର୍ଦ୍ଦେଶକ ଟେଡ୍ରୋସ ଆଦାନୋମ ଗେବ୍ରେସିୟସ ଚାଇନାରେ କରୋନା ପରିସ୍ଥିତି ଗୁରୁତର ଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି,…

3 years ago

ପଞ୍ଚଭୂତରେ ବିଲୀନ ହେଲେ ହୀରାବେନ୍‌: ମୁଖାଗ୍ନି ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଅହମ୍ମଦାବାଦ୍‌,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌ଙ୍କ ପାର୍ଥିବଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ଗାନ୍ଧିନଗର ସେକ୍ଟରସ୍ଥିତ ଶ୍ମଶାନଘାଟରେ ହୀରାବେନ୍‌ଙ୍କ ଅନ୍ତିମସତ୍କାର କରାଯାଇଛି। ମୋଦି ମା’ଙ୍କୁ ନିଆଁ ମୁଖାଗ୍ନି…

3 years ago

ଏହି କଷ୍ଟ ସମୟରେ ଭଗବାନ ପ୍ରଧାନମନ୍ତ୍ରୀଙ୍କୁ ଧୌର୍ଯ୍ୟ ଦିଅନ୍ତୁ: କଙ୍ଗନା

ମୁମ୍ବାଇ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ମୋଦିଙ୍କର ଶୁକ୍ରବାର ସକାଳେ ଦେହାନ୍ତ ହୋଇଛି। ମଙ୍ଗଳବାର ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ହୀରାବେନଙ୍କୁ ଅହମ୍ମଦାବାଦସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ…

3 years ago