Home Left

ଅସୁରକ୍ଷିତ ସର୍କିଟ ହାଉସ

ସମ୍ବଲପୁର,୧୮ା୨(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ଅଧୀନରେ ରହିଛି ସରକାରଙ୍କ ସର୍କିଟ ହାଉସ। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭିଭିଆଇପି, ବରିଷ୍ଠ ଅଧିକାରୀ, ନେତା,…

3 years ago

ଆଶ୍‌ପଣ୍ଡ ଡମ୍ପିଂୟାର୍ଡକୁ ବିରୋଧ

ସମ୍ବଲପୁର,୧୮ା୨(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ଶିଳ୍ପାଞ୍ଚଳର କତରବଗା ଲୁଧାପାଲି ଗ୍ରାମ ନିକଟରେ ଏକ ଆସପଣ୍ଡ ଡମ୍ପିଂୟାର୍ଡକୁ ନେଇ ବିବାଦ ଲାଗିରହିଛି। ଶୁକ୍ରବାର ଏହି ବିବାଦ ଉଗ୍ରରୂପ ନେଇଥିଲା।…

3 years ago

ଆଜି ଭାରତ-ଇଂଲଣ୍ଡ ମୁକାବିଲା

ଜିକ୍ୱେବର୍ହା, ୧୮ା୨(ପି.ଟି.): ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଭାରତ ଶନିବାର ବିଶ୍ୱର ଦୁଇ ନମ୍ବର ଦଳ ଇଂଲଣ୍ଡକୁ ଭେଟିବ। ହରମନପ୍ରୀତ କୌରଙ୍କ ଦଳ ପୂର୍ବରୁ ପାକିସ୍ତାନକୁ…

3 years ago

ହିରୋ ଜୁମ୍‌ ୧୧୦ ସିସି ସ୍କୁଟରର ବଜାର ପ୍ରବେଶ

ବରଗଡ଼ ଅଫିସ୍‌,୧୮।୨: ବିଶ୍ୱର ଏକ ନମ୍ବର ମୋଟରସାଇକେଲ ନିର୍ମାତା ହିରୋ ମୋଟୋକର୍ପ ପକ୍ଷରୁ ୧୧୦ ସିସି ବିଶିଷ୍ଟ ସ୍କୁଟରର ସ୍କୁଟର ଜୁମ୍‌ର ବଜାର ପ୍ରବେଶ ହୋଇଛି ।…

3 years ago

ସୋନିର ନୂତନ ମଡେଲ ଉନ୍ମୋଚିତ

ନୂଆଦିଲ୍ଲୀ,୧୮ା୨: ସୋନିର ନୂତନ ମଡେଲ ‘ଏନ୍‌ଡବ୍ଲ୍ୟୁ-ଏ୩୦୬ ୱାକ୍‌ମ୍ୟାନ୍‌’ର ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଉକ୍ତ ମଡେଲର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ସୋନି ୱାକ୍‌ମ୍ୟାନ୍‌…

3 years ago

ଡିସେମ୍ବରରେ ଜିଓର ୭୪,୦୦୦ ନୂଆ ଗ୍ରାହକ

ନୂଆଦିଲ୍ଲୀ,୧୮ା୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ପରିଗଣିତ ହେଉଛି। ଏପରିକି ରିଲାଏନ୍ସ ଜିଓ ୨୦୨୨…

3 years ago

ବସ୍ତି ଅଞ୍ଚଳରେ ପାନୀୟଜଳ ସମସ୍ୟା ଉତ୍କଟ

ରାଉରକେଲା ଅଫିସ,୧୮।୨: ରାଉରକେଲା ସହରର ୬୦ରୁ ଊର୍ଦ୍ଧ୍ୱ ବସ୍ତିରେ ପାନୀୟଜଳ ସମସ୍ୟା ଉକତ୍ଟ ହୋଇଛି। ଫଳରେ ବସ୍ତିବାସିନ୍ଦା ପାନୀୟଜଳ ସମସ୍ୟା ଯୋଗୁ ଉବୁଟୁବୁ ହେଉଛନ୍ତି। ଅନେକ ବସ୍ତିରେ…

3 years ago

ଚଳିତ ଆର୍ଥିକ ବର୍ଷରେ ୩ ରୁ ୫% ରପ୍ତାନି ବୃଦ୍ଧି ଘଟିପାରେ

ନୂଆଦିଲ୍ଲୀ,୧୮ା୨: ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଭାରତର ରପ୍ତାନି ୩ ରୁ ୫% ବୃଦ୍ଧି ଘଟି ୪୩୫ରୁ ୪୪୫ ବିଲିୟନ ଡଲାରରେ ପହଞ୍ଚତ୍ବ ବୋଲି ଶୁକ୍ରବାର ରପ୍ତାନିକାରୀ…

3 years ago

‘ମିଶନ ଶକ୍ତି କାଫେ’: ଏସ୍‌ଏଚ୍‌ଜି ମହିଳାଙ୍କୁ ଜୀବିକା

ସୁନ୍ଦରଗଡ଼, ୧୮।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାର ବ୍ଲକ ସଦରମହକୁମାଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଲୋକମାନଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ଖୋଲାଯାଇଛି ‘ମିଶନ ଶକ୍ତି କାଫେ’। ମହିଳା…

3 years ago

ବାଣିଜି୍ୟକ କାର୍ଯ୍ୟକଳାପରେ ଆର୍‌ପିଏ ପ୍ରଚଳନ

ଭୁବନେଶ୍ୱର,୧୮ା୨: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ରୋବୋଟିକ୍‌ ପ୍ରୋସେସ୍‌ ଅଟୋମେଶନ(ଆର୍‌ପିଏ)ର ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ତା’ର ବାଣିଜି୍ୟକ କାର୍ଯ୍ୟକଳାପରେ ଆର୍‌ପିଏ ପ୍ରଚଳନ…

3 years ago