Home Left

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟିତଳୁ ଜବତ ହେଲା ଶିଶୁ ମୃତଦେହ

ଡୁଙ୍ଗୁରିପାଲି,୨୩।୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅଞ୍ଚଳରେ ଓଭରଡୋଜ୍‌ ଭାକ୍ସିନ୍‌ ଦେବାରୁ ଏକ ଦୁଇମାସର ଶିଶୁପୁତ୍ରର ଅକାଳ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।…

3 years ago

ପାକିସ୍ତାନ ‘ଏ’ ବିପକ୍ଷରେ ଟସ୍‌ ଜିତିଲା ଭାରତ ‘ଏ’

କଲମ୍ବୋ,୨୩ା୭। ଏମଜର୍ିଂ ଏସିଆ କପ୍‌ ଫାଇନାଲରେ ପାକିସ୍ତାନ ‘ଏ’ ବିପକ୍ଷରେ ଟସ୍‌ ଜିତିଛି ଭାରତ ‘ଏ’। ଭାରତୟ ଅଧିନାୟକ ୟଶ୍‌ ଧୂଲ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ…

3 years ago

ପାଟି ଜଳିଯିବ ଖାଇଲେ ଏଇ ଆଇସ୍‌କ୍ରିମ୍‌

ଥଣ୍ଡା ଥଣ୍ଡା, ମିଠା ମିଠା ଆଇସ୍‌କ୍ରିମ ଖାଇବାର ମଜା ଅଲଗା। ତେଣୁ ଛୋଟରୁ ବଡ଼ ପ୍ରାୟ ସମସ୍ତଙ୍କର ଏହା ପ୍ରିୟ। ଆଉ ଖରାଦିନେ ତ ଏହାର ଚାହିଦା…

3 years ago

କଳା ସେଓ

  ସେଓ ଶରୀର ପାଇଁ ବେଶ୍‌ ଉପକାରୀ। ଡାକ୍ତର ଏହାକୁ ପ୍ରତିଦିନ ନିଜ ଖାଦ୍ୟ ତାଲିକାରେ ସାମିଲ କରିବାକୁ ପରାମର୍ଶ ଦିଅନ୍ତି। ତେଣୁ ବଜାରରେ ସେଓ ସବୁବେଳେ…

3 years ago

ପାଣି ପିଇବାକୁ ସାହାଯ୍ୟ ମାଗିଲା ସିମ୍ପାଜୀ, ଆଉ ତା’ପରେ ଯାହା ଘଟିଲା ସହଜେ ବିଶ୍ୱାସ କରିବା କଷ୍ଟକର

ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହା ଲୋକଙ୍କ ମନୋରଞ୍ଜନ କରେ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓଟି କେବେଳ…

3 years ago

ଅ ରୁ କ୍ଷ….

ଆୟୁର୍ବେଦିକ, ହୋମିଓପାଥି, ଏଲୋପାଥିଠାରୁ ଆଜିକାଲି ବ୍ୟଙ୍ଗପାଥି ଭଲ କାମଦେଉଛି ବୋଲି ଲୋକଙ୍କ ବିଶ୍ୱାସ ଓ ଭରସା ଥିବା ଜାଣି ଅଭିଜ୍ଞାନବାବୁ ଆମ୍ଭର ପରାମର୍ଶ ଲୋଡ଼ିବାରୁ ଆମ୍ଭ ଛାତି…

3 years ago

ରାଣୀ ହେବାକୁ ଚାହୁଁ ନ ଥିଲେ କାମିଲା

ଲଣ୍ଡନ,୨୩ା୭: ଗତ ସେପ୍ଟେମ୍ବରରେ ରାଣୀ ଏଲିଜାବେଥ୍‌ଙ୍କ ଦେହାନ୍ତ ହେବା ପରେ ବ୍ରିଟିଶ ଜନସାଧାରଣ ଘୃଣା କରିବେ ବୋଲି ରାଜା ଚାଲର୍‌ସଙ୍କ ରାଣୀ କାମିଲା ଚିନ୍ତିତ ଥିଲେ। ସାରା…

3 years ago

ମାଛଙ୍କ ସାଥୀ

ରାସ୍ତାର ବୁଲା କୁକୁର, ଗାଈ ଆଦିଙ୍କୁ କିଛି ଲୋକ ଖାଦ୍ୟ ଦେଉଥିବା ଏମିତିକି ସେମାନଙ୍କ ଯତ୍ନ ନେଉଥିବା ଦେଖିଥିବେ। ତେବେ ଭିଏତନାମର ମୁଓଇ ଫୁକ୍‌ ନାମକ ବ୍ୟକ୍ତି…

3 years ago

ଗଛକୁ ଧଳା,ଲାଲ ରଙ୍ଗରେ ରଙ୍ଗାଯାଏ କାହିଁକି

ରାସ୍ତାରେ ଗଲାବେଳେ ଦୁଇପାର୍ଶ୍ୱରେ ଥିବା ବଡ଼ ବଡ଼ ଗଛକୁ ତ ଦେଖିଥିବେ। ତା’ସହ ସେଗୁଡ଼ିକର ମୂଳରୁ କିଛି ଉଚ୍ଚତା ପର୍ଯ୍ୟନ୍ତ ଲାଲ ଓ ଧଳା ରଙ୍ଗରେ ରଙ୍ଗାଯାଇଥିବା…

3 years ago

ଋଷିକେଶ ନୀଳକଣ୍ଠ ମହାଦେବ ମନ୍ଦିର

ଉତ୍ତରାଖଣ୍ଡର ଋଷିକେଶଠାରୁ ମାତ୍ର ୩୨ କି.ମି. ଦୂରରେ ପୌରୀ ଗଢୱାଲ ଜିଲାରେ ରହିଛି ପୁରାଣ ପ୍ରସିଦ୍ଧ ନୀଳକଣ୍ଠ ମହାଦେବଙ୍କ ମନ୍ଦିର। ସମୁଦ୍ରପତ୍ତନରୁ ପ୍ରାୟ ୧୩୩୦ ମିଟର ଉଚ୍ଚରେ…

3 years ago