Home Left

ମେରିଲ୍ୟାଣ୍ଡରେ ଭାରତୀୟ ବଂଶୋଦ୍ଦଭବ ଦମ୍ପତିଙ୍କ ସହ ପୁଅ ମୃତ

ନ୍ୟୁୟର୍କ,୨୦।୮: ଆମେରିକାର ମେରିଲ୍ୟାଣ୍ଡରେ ଜଣେ ଭାରତୀୟ ଦମ୍ପତି ଓ ତାଙ୍କ ୬ ବର୍ଷର ପୁଅଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ଏହି ମାମଲାରେ ପୋଲିସ ଏହା ଆତ୍ମହତ୍ୟା-ହତ୍ୟା ବୋଲି…

3 years ago

ଟମାଟୋ ପରେ ଏବେ ପିଆଜ ବି ଶସ୍ତାରେ ଦେବେ ସରକାର

ନୂଆଦିଲ୍ଲୀ,୨୦।୮: ମୁଦ୍ରାସ୍ଫୀତିରୁ ସାଧାରଣ ଲୋକଙ୍କୁ ଆରାମ ଦେବା ପାଇଁ ସରକାର ନିରନ୍ତର ହସ୍ତକ୍ଷେପ କରୁଛନ୍ତି। ଏହି କାରଣରୁ ଟମାଟୋ ସାଧାରଣ ଲୋକଙ୍କ ପାଇଁ ପ୍ରାୟ ଏକ ମାସ…

3 years ago

ଲଦ୍ଦାଖ ରାସ୍ତାରେ ବାଇକ ରାଇଡିଂକୁ ନେଇ ରାହୁଲଙ୍କୁ କାହିଁକି ଧନ୍ୟବାଦ ଦେଲେ ମୋଦି ସରକାରଙ୍କ ମନ୍ତ୍ରୀ

ନୂଆଦିଲ୍ଲୀ,୨୦।୮: ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଏବଂ ୩୫ଏ ହଟାଇବା ପରେ ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ଲଦ୍ଦାଖରେ ପହଞ୍ଚିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ…

3 years ago

ପାକିସ୍ତାନର ପାଟୋକି ଶସ୍ୟ ମଣ୍ଡିରେ ଭୟଙ୍କର ଅଗ୍ନିକାଣ୍ଡ, ୫୦ରୁ ଅଧିକ ଦୋକାନ ପୋଡି ପାଉଁଶ

ଲାହୋର,୨୦।୮: ପାକିସ୍ତାନର କସୁର ଜିଲାରେ ଶନିବାର ଏବଂ ରବିବାର ମଧ୍ୟ ରାତିରେ ପାଟୋକିର ପୁରୁଣା ଧାନ ବଜାରରେ ନିଆଁ ଲାଗି ୫୦ରୁ ଅଧିକ ଦୋକାନରେ ନିଆଁ ଲାଗିଯାଇଥିଲା।…

3 years ago

ଚର୍ଚ୍ଚରେ ପର୍ନ ଫିଲ୍ମ ଦେଖି ଧରାପଡିଲେ ପାଦ୍ରି, କର୍ମଚାରୀ

ବର୍ଲିନ୍‌,୨୦।୮: ଜର୍ମାନୀର ଏକ ଚର୍ଚ୍ଚରେ ରହୁଥିବା ପାଦ୍ରି ଏବଂ କର୍ମଚାରୀଙ୍କ ବିରୋଧରେ ଫର୍ନ ଫିଲ୍ମ ଦେଖୁଥିବା ଅଭିଯୋଗ ହୋଇଛି। କୋଲୋନ ସହରରେ ଅବସ୍ଥିତ ଏକ ଚର୍ଚ୍ଚର କମ୍ପ୍ୟୁଟରରେ…

3 years ago

ରାହୁଲ ଯେଉଁଆଡେ ଯାଆନ୍ତି, ଭାରତକୁ ବଦନାମ କରିବା ତାଙ୍କ ଅଭ୍ୟାସ: ରବିଶଙ୍କର

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ଲଦାଖ ଗସ୍ତକୁ ନେଇ ଭାରତୀୟ ଜନତା ଦଳର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ ରବିବାର ତାଙ୍କୁ ଟାର୍ଗେଟ୍‌ କରିଛନ୍ତି।…

3 years ago

ଦିଲ୍ଲୀ ଟିମ୍‌ରୁ ବିଦାୟ ନେଇପାରନ୍ତି ନୀତିଶ ରାଣା, ରିଙ୍କୁଙ୍କ ସହ ପୁଣି ଜମିବ ଯୋଡ଼ି…

ନୂଆଦିଲ୍ଲୀ,୨୦।୮: ଭାରତୀୟ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଦିଲ୍ଲୀ ଟିମ୍‌ର ପୂର୍ବତନ ଅଧିନାୟକ ନୀତିଶ ରାଣା ଖୁବ୍‌ଶୀଘ୍ର ପୁରୁଣା ଦଳରୁ ବିଦାୟ ନେଇପାରନ୍ତି। ଆଗାମୀ ସିଜନରେ ସେ…

3 years ago

‘ଗଦର ୨’ ଦେଖି ଏମିତି କହିଲେ ଡ୍ରିମ୍‌ ଗର୍ଲ

‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ଆୟ କରିଛି। ଫିଲ୍ମ ୯ ଦିନରେ ୩୩୬.୧୩ କୋଟି ଟଙ୍କା ସଂଗ୍ରହ କରିଛି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିମାନେ…

3 years ago

ପୁଣି ଥରେ ବଦଳିପାରେ ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ, ଜାଣନ୍ତୁ ଏଥର କ’ଣ ରହିଛି କାରଣ…

ନୂଆଦିଲ୍ଲୀ,୨୦।୮: ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ୍‌ ୨୦୨୩ର କାର୍ଯ୍ୟସୂଚୀ ପୁଣି ପରିବର୍ତ୍ତନ ହୋଇପାରେ। ମ୍ୟାଚ୍‌ରେ ପରିବର୍ତ୍ତନ ନେଇ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ ପକ୍ଷରୁ ବିସିସିଆଇକୁ ଅନୁରୋଧ ମିଳିଛି।…

3 years ago

ଶାଖା କେନାଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ବନ୍ତ,୨୦ା୮(ହରିନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ଥାନା ଅଧିନ ହାଟଡିହୀ ଶାଖା କେନାଲର ଜଗନ୍ନାଥପୁର ଫଲ ଠାରେ ରବିବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ବେଳେ ଉଦ୍ଧାର…

3 years ago