Home Left

ଯବାନଙ୍କ ହାତରେ ରାଖୀ ବାନ୍ଧିଲେ ବିଭିନ୍ନ ଅନୁଷ୍ଠାନର ସଦସ୍ୟ

ମାଲକାନଗିରି,୩୦ା୮(ନୃସିଂହ ଚରଣ ମହାନ୍ତି): ଭଉଣୀ ହାତରୁ ରାଖୀ ବାନ୍ଧିବା ପାଇଁ ଆଜି ଦିନରେ ଭାଇ ଚାହିଁ ରହିଥାନ୍ତି। କିନ୍ତୁ ଦେଶ ମାତୃକାକୁ ସୁରକ୍ଷା ଦେବାକୁ ଯେଉଁ ଯବାନ…

3 years ago

ଇଶା କହିଲେ ‘ମୋ ବାପା ବହୁତ ରୋମାଣ୍ଟିକ୍‌’

ବମ୍ବେ: ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ର କାହାଣୀ ଯେତିକି ନୁହେଁ, ତା’ଠୁ ଅଧିକ ଧର୍ମେନ୍ଦ୍ର ଏବଂ ଶବାନା ଆଜମୀଙ୍କ ଚୁମ୍ବନ ଦୃଶ୍ୟ ଚର୍ଚ୍ଚାରେ।…

3 years ago

ଗୃହଲକ୍ଷୀ ଯୋଜନା ଲଞ୍ଚ୍‌ କଲେ ରାହୁଲ

ବେଙ୍ଗାଲୁରୁ,୩୦।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କର୍ନାଟକର ମୈସୁରରେ ଗୃହଲକ୍ଷୀ ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ଯୋଜନା ମାଧ୍ୟମରେ ପରିବାରର ମହିଳା ମୁଖ୍ୟ…

3 years ago

ରକ୍ଷାବନ୍ଧନରେ ଭାଇଙ୍କ ସହ ସୁଷମା ସ୍ବରାଜଙ୍କ ୬୮ ବର୍ଷ ପୁରୁଣା ଫଟୋ ଭାଇରାଲ

ନୂଆଦିଲ୍ଲୀ,୩୦।୮: ରକ୍ଷାବନ୍ଧନରେ ଦିବଂଗତ ଭାଜପା ନେତା ସୁଷମା ସ୍ବରାଜଙ୍କ ପିଲାଦିନର ଏକ ଫଟୋ ସାମ୍ନାକୁ ଆସିଛି। ଏହାକୁ ଯେ କେହି ଦେଖୁଛି ଘଡ଼ିଏ ଅଟକି ଯାଉଛି। ୧୯୫୪ରେ…

3 years ago

ଏସିଆ କପ୍‌ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତିଲା ପାକିସ୍ତାନ

ମୁଲତାନ,୩୦।୮: ଏସିଆ କପ ଆଜିଠାରୁ ଆରମ୍ଭ ହୋଇଛି। ଏହି ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ପାକିସ୍ତାନର ମୁଲତାନରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ପାକିସ୍ତାନ…

3 years ago

୨୦୨୪ ନିର୍ବାଚନ ମୋଦି ବନାମ ମୋଦି ହେବ: କପିଲ ସିବ୍ବଲ

ନୂଆଦିଲ୍ଲୀ,୩୦।୮: ରାଜ୍ୟ ସଭା ଏମ୍‌ପି ତଥା ବରିଷ୍ଠ ଆଇନଜୀବୀ କପିଲ ସିବ୍ବଲ ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ପଦ ଲାଗି…

3 years ago

ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍‌ ଲିକ୍‌: ୫ ମୃତ

ଭୋପାଳ,୩୦।୮: ମଧ୍ୟପ୍ରଦେଶର ମୋରେନା ଜିଲାର ଏକ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ ଲିକ ଯୋଗୁ ପାଞ୍ଚ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସାକ୍ସି ଫୁଡ ପ୍ରଡକ୍ଟ ନାମକ ଏକ…

3 years ago

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଅଖିଳେଶ ଯାଦବ ଦାବିଦାର: ଜୁହି ସିଂ

ଲକ୍ଷ୍ନୌ,୩୦।୮: ମୁମ୍ବାଇରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ବୈଠକ ପୂର୍ବରୁ ସମାଜବାଦୀ ପାର୍ଟିର ଜାତୀୟ ମୁଖପାତ୍ର ଜୁହି ସିଂ ଏକ ବଡ଼ ଦାବି କରିଛନ୍ତି। ଜୁହି କହିଛନ୍ତି ଯେ,…

3 years ago

ଜୟଶଙ୍କରଙ୍କୁ ସମର୍ଥନ କଲେ ଥରୁର

ନୂଆଦିଲ୍ଲୀ,୩୦।୮: ନିକଟରେ ଚାଇନା ଦ୍ୱାରା ପ୍ରକାଶିତ ସରକାରୀ ମାନଚିତ୍ରରେ ଭାରତର ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନର ନିଜ ଅଂଶ ଦର୍ଶାଇଛି। ଏହାକୁ ନେଇ ଭାରତରେ ଅସନ୍ତୋଷ…

3 years ago

ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଜିଭ କାଟିଲେ ମିଳିବ ୧୦ ଲକ୍ଷ ଟଙ୍କା ପୁରସ୍କାର: କଂଗ୍ରେସ ନେତାଙ୍କ ଘୋଷଣା

ନୂଆଦିଲ୍ଲୀ,୨୯।୮: ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ କ୍ରମାଗତ ଭାବରେ ହିନ୍ଦୁ ଧର୍ମ, ରାମଚରିତମାନସ ଏବଂ ବ୍ରାହ୍ମଣମାନଙ୍କ ଉପରେ ବିବାଦୀୟ ବକ୍ତବ୍ୟ ପ୍ରଦାନ କରୁଛନ୍ତି। ଏହି…

3 years ago