Home Left

୨୨ରେ ସବୁ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ

ନନ୍ଦପୁର, ୧୯ା୯(ଶଙ୍କର ପୂଜାରୀ): ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ ୱାର୍କର୍ସ ଆସୋସିଏସନର ଜିଲା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତା ୨୨ ତାରିଖରେ ସଂଘ…

3 years ago

ବାରମ୍ବାର ଜଣାଇ ଶୁଣୁନାହାନ୍ତି ବିଧାୟକ, ପ୍ରଶାସନ

ସେମିଳିଗୁଡା/ସୁନାବେଡା,୧୯ା୯ (ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ): ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀଙ୍କ ନିଜସ୍ବ ବାସଗୃହ ଥିବା ପାକଝୋଲା ପଞ୍ଚାୟତରୁ ମାତ୍ର ଦେଢ଼ କିମି ଦୂର କୁମ୍ବିଗୁଡା ଗ୍ରାମକୁ ଅଦ୍ୟାବଧି…

3 years ago

ଏହି ସଂସଦ ଧାରା ୩୭୦କୁ ହଟାଇଛି: ପୁରୁଣା ସଂସଦରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ,୧୯।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ପ୍ରକ୍ରିୟା ମଙ୍ଗଳବାର ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୁଣା ସଂସଦର ସେଣ୍ଟ୍ରାଲ ହଲରେ ସମ୍ବୋଧିତ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି,…

3 years ago

୬ମାସରେ ଧସିଲା ରାଜପଥ ଗାର୍ଡୱାଲ

ଦାରିଙ୍ଗବାଡି,୧୯ା୯(ଅରୁଣ ସାହୁ): ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ଜାତୀୟ ରାଜପଥର ଗାର୍ଡୱାଲ ଧସି ଯାଇଛି। ଅତି ନିମ୍ମ ମାନର କାର୍ଯ୍ୟ ଯୋଗୁ ନିର୍ମାଣର ମାତ୍ର ୬…

3 years ago

ଆଇଏମଏଫରୁ ଫଣ୍ଡିଂ ପାଇଁ ନିଜ ଅସ୍ତ୍ରଶସ୍ତ୍ରର କାରବାର କଲା ପାକିସ୍ତାନ, ରିପୋର୍ଟର ଦାବି ଉପରେ ଆସିଲା ପଡୋଶୀ ଦେଶର ବୟାନ

ଇଓଲାମାବାଦ,୧୯।୯: ନିକଟରେ ଏକ ରିପୋର୍ଟ ଆସିଥିଲା, ଯେଉଁଥିରେ ଦାବି କରାଯାଇଥିଲା ଯେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରୁ ଏକ ଗୁରୁତ୍ୱପୂର୍ଣ୍ଣ ବେଲଆଉଟ ପ୍ୟାକେଜ ହାସଲ କରିବା…

3 years ago

ପୁରୁଣା ସଂସଦ ଭବନରେ ଚାଲିଛି ଫଟୋ ସେସନ

ନୂଆଦିଲ୍ଲୀ,୧୯।୯: ସଂସଦର ବିଶେଷ ଅଧିବେଶନର ମଙ୍ଗଳବାର ହେଉଛି ଦ୍ୱିତୀୟ ଦିନ। କେନ୍ଦ୍ର ସରକାରଙ୍କ ଦ୍ୱାରା ଡକାଯାଇଥିବା ସଂସଦର ପାଞ୍ଚ ଦିନିଆ ସ୍ବତନ୍ତ୍ର ଅଧିବେଶନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନରୁ…

3 years ago

ଇମ୍ଫାଲ ଘାଟୀରେ ମହିଳା ସଂଗଠନର ୪୮ ଘଣ୍ଟା ବନ୍ଦ ଡାକରା, ଗିରଫ ହୋଇଥିବା ୫ ଯୁବକଙ୍କୁ ମୁକ୍ତ କରିବାକୁ ଦାବି

ଇମ୍ଫାଲ,୧୯।୯: ମଣିପୁରର ଇମ୍ଫାଲ ଘାଟୀ ଜିଲାରେ ମେଇତେଇ ମହିଳା ସଂଗଠନର ମୀରା ପୈବି ଏବଂ ଅନ୍ୟାନ୍ୟ ସ୍ଥାନୀୟ କ୍ଲବ ମଧ୍ୟରାତ୍ରିରୁ ୪୮ ଘଣ୍ଟା ପାଇଁ ବନ୍ଦ ଡାକରା…

3 years ago

ତାମିଲ ଅଭିନେତା-ନିର୍ମାତା ବିଜୟଙ୍କ ୧୬ ବର୍ଷର ଝିଅ କଲେ ଆତ୍ମହତ୍ୟା

ହାଇଦ୍ରାବାଦ: ତାମିଲ ଅଭିନେତା ତଥା ନିର୍ମାତା ବିଜୟ ଆଣ୍ଟୋନିଙ୍କ ଝିଅ ମୀରାଙ୍କ ୧୯ ସେପ୍ଟେମ୍ବର ଅର୍ଥାତ୍‌ ମଙ୍ଗଳବାର ସକାଳେ ପରଲୋକ ଘଟିଛି। କୁହାଯାଉଛି ଯେ, ବିଜୟଙ୍କ ୧୬…

3 years ago

ଏଠାରେ କୌଣସି ମେଳା ହେଉନି: ସଂଯୁକ୍ତ ରାଷ୍ଟ୍ର ମହାସଭାରେ ବାଇଡେନଙ୍କ ବ୍ୟତୀତ ପହଞ୍ଚିଲେ ନାହିଁ ଆଉ କୌଣସି ବଡ ନେତା

ନ୍ୟୁୟର୍କ,୧୯।୯: ସଂଯୁକ୍ତ ରାଷ୍ଟ୍ର ମହାସଭାରେ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶ ନେତା ଅନୁପସ୍ଥିତ ରହିପାରନ୍ତି। କେବଳ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସଂଯୁକ୍ତ ରାଷ୍ଟ୍ର…

3 years ago

କାନାଡାର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କଲା ଭାରତ

ନୂଆଦିଲ୍ଲୀ/ଓଟାଓ୍ବା,୧୯।୯: ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜରଙ୍କ ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ହାତ ଥାଇପାରେ ବୋଲି କାନାଡା ଅଭିଯୋଗକୁ ଭାରତ ମଙ୍ଗଳବାର ପ୍ରତ୍ୟାଖ୍ୟାନ କରିଛି। କାନାଡାର ପ୍ରଧାନମନ୍ତ୍ରୀ…

3 years ago