Home Left

ଡିଜେ ବନ୍ଦ କରିବାକୁ ନିର୍ଦ୍ଦେଶ

ଜଳେଶ୍ୱର, ୧୧ା୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲାର ଜଳେଶ୍ୱର ସହରରେ ଡିଜେ ଶବ୍ଦରେ ସାଧାରଣ ଲୋକେ ଅତିଷ୍ଠ ହୋଇପଡୁଥିଲେ। ଏନେଇ ସ୍ଥାନୀୟ ଓ ଜିଲାସ୍ତରୀୟ କର୍ତ୍ତୃପକ୍ଷଙ୍କଠାରେ ବାରମ୍ବାର ଅଭିଯୋଗ ହୋଇଥିଲା।…

3 years ago

ରୋଷେଇ ହୋଇ ନ ଥିବାରୁ ସ୍ତ୍ରୀଙ୍କୁ ପିଟି ହତ୍ୟା 

ଔପଦା,୧୧ା୬(ସ୍ବ.ପ୍ର.): ବାଲେଶ୍ୱର ଜିଲା ଔପଦା ଥାନା ଫତେପୁର ପଞ୍ଚାୟତ ପାଇକପଡା ଗ୍ରାମର ଆଦିବାସୀ ବସ୍ତି ସିଂହସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳାଙ୍କୁ ତାଙ୍କର ସ୍ବାମୀ କୁରାଢ଼ୀ…

3 years ago

ଜଙ୍ଗଲରୁ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ଡାକ୍ତରଖାନାରେ ମୃତ୍ୟୁ

କୁଚିଣ୍ଡା,୧୧ା୬(ଡି.ଏନ୍‌.ଏ): ଗତ ମେ ୨୬ତାରିଖରେ ସମ୍ବଲପୁର ଜିଲା କୁଚିଣ୍ଡା ଥାନା ପୋଲିସ ଢେଙ୍ଗୁରଯୋର ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କୁ ମୂମୁର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲା। ତାଙ୍କୁ ଚିକିତ୍ସା ପାଇଁ…

3 years ago

ଇନ୍‌ଡୋର ଷ୍ଟାଡିୟମର ଉଦ୍‌ଘାଟନ କଲେ ଧର୍ମେନ୍ଦ୍ର

ବଲାଙ୍ଗୀର ଅଫିସ,୧୧ା୬: ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ ସିଏସ୍‌ଆର ଅନୁଦାନରେ ନିର୍ମିତ ବଲାଙ୍ଗୀର ପୃଥୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମକୁ ରବିବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା…

3 years ago

‘ଗର୍ଭବତୀ ମହିଳାମାନେ ଶାରୀରିକ ସୁସ୍ଥ ପିଲା ଜନ୍ମ ପାଇଁ ସୁନ୍ଦରାକାଣ୍ଡ, ରାମାୟଣ ପଢ଼ନ୍ତୁ’

ନୂଆଦିଲ୍ଲୀ,୧୧ା୬: ଗର୍ଭବତୀ ମହିଳାମାନେ ମାନସିକ ତଥା ଶାରୀରିକ ସୁସ୍ଥ ପିଲା ଜନ୍ମ କରିବା ପାଇଁ ସୁନ୍ଦରାକାଣ୍ଡ ଏବଂ ରାମାୟଣ ପଢ଼ିବା ଉଚିତ ବୋଲି ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ…

3 years ago

କ୍ଷମତାକୁ ଆଣିଲେ ଏନ୍‌ସିପି କରିପାରେ ଅଜିତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ମୁମ୍ବାଇ,୧୧ା୬: ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଝିଅ ସୁପ୍ରିୟା ସୁଲେଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କରିବା ସହ ତାଙ୍କୁ ମହାରାଷ୍ଟ୍ର ସମେତ ଅନ୍ୟ କେତେକ ରାଜ୍ୟର ଦାୟିତ୍ୱ…

3 years ago

ପାକିସ୍ତାନରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନ: ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

ପେଶାଓ୍ବର,୧୧ା୬: କାଳବୈଶାଖି ପ୍ରଭାବରେ ପାକିସ୍ତାନର ଖାଇବର ପଖତୁନ୍‌ଖ୍ବା ପ୍ରଦେଶରେ ବର୍ଷା ସାଙ୍ଗକୁ ଝଡ଼ ତୋଫାନ ଯୋଗୁ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଏପରିକି ୧୧୦ରୁ ଅଧିକ…

3 years ago

ସୁନା, ରୂପା ଅଳଙ୍କାର ଚୋରି କରି ବନ୍ଧା ହେଲେ ଭଉଣୀ, ଭାଇ

ବରଗଡ଼ ଅଫିସ,୧୧।୬: ବରଗଡ଼ ଗ୍ରାମାଞ୍ଚଳ ଥାନା ଅଧୀନ କଲାପାଣି ଗ୍ରାମରୁ ଗତ ୯ତାରିଖରେ ସଂଘଟିତ ସୁନା, ରୂପା ଅଳଙ୍କାର ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି…

3 years ago

ଜଳିଗଲା ପାର୍ଟ୍‌ସ ଦୋକାନ

ଭୁବନେଶ୍ୱର,୧୧ା୬(ବ୍ୟୁରୋ): କଟକରୋଡ୍‌ରେ ହିନ୍ଦୁସ୍ଥାନ ଜୁଏଲର୍ସ ନିକଟରେ ଥିବା କିଛି ଦୋକାନରେ ରବିବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ…

3 years ago

ଦୁର୍ଘଟଣାରେ ବାଇକ୍‌ ଆରୋହୀ ମୃତ

କୋଲାବିରା,୧୧।୬(ଡି.ଏନ.ଏ.): ଝାରସୁଗୁଡା ଜିଲା କୋଲାବିରା ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥ ରଘୁନାଥପାଲି ଛକରେ ରବିବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ…

3 years ago