Home Left

ଫିରିଙ୍ଗିଆ ପୂର୍ବତନ ଥାନାଧିକାରୀ ନିଲମ୍ବିତ

ଫୁଲବାଣୀ,୧୨ା୮(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ଥାନାର ପୂର୍ବତନ ଥାନାଧିକାରୀ ତପନ କୁମାର ନାହାକଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଶୁକ୍ରବାର ନିଲମ୍ବିତ କରିଛନ୍ତି।…

3 years ago

ପୂର୍ବତନ ପତ୍ନୀଙ୍କ ହତ୍ୟା ଭିଡିଓର ଲାଇଭ ଷ୍ଟ୍ରିମିଂ କଲେ ବଡି ବିଲଡର, କେତେ ଜଣଙ୍କୁ ହତ୍ୟା ପରେ ନିଜେ କଲେ ଆତ୍ମହତ୍ୟା

ସାରାୟୋଭୋ,୧୨।୮: ଜଣେ ବଡି ବିଲଡର ତାଙ୍କ ପୂର୍ବତନ ପତ୍ନୀଙ୍କ ହତ୍ୟା ଭିଡିଓକୁ ସିଧା ପ୍ରସାରଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ୟୁରୋପୀୟ ଦେଶ ବୋସନିଆର…

3 years ago

ରୋଜଗାରିଆ ପୁଅ ରୋଗରେ

ପାଲଲହଡ଼ା,୧୨ା୮(ଦିବ୍ୟଜ୍ୟୋତି ଦାଶ): ରୋଜଗାରିଆ ପୁଅ ଏବେ ରୋଗଗ୍ରସ୍ତ। ୬ ମାସ ହେଲା ମାନସିକ ବିକୃତି ଦେଖାଦେଇଥିବାରୁ ଉପାୟଶୂନ୍ୟ ହୋଇପଡ଼ିଛନ୍ତି ବୃଦ୍ଧ ମାତା ପିତା। ଚିକିତ୍ସା ପାଇଁ ଅନେକଥର…

3 years ago

ଟ୍ରକ୍‌ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍‌

ଯୋଡ଼ା,୧୨ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅଧୀନସ୍ଥ ତଥା ବାମେବାରି ଥାନା ଅନ୍ତର୍ଗତ ସିରାଜୁଦ୍ଦିନ ଖଣି ନିକଟ ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ…

3 years ago

ଫ୍ଲୋରିଡାରେ ଖେଳାଯିବ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୪ର୍ଥ ଟି -୨୦ ମ୍ୟାଚ

ଫ୍ଲୋରିଡା, ୧୨।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର କାରଭାନ ବର୍ତ୍ତମାନ ଆମେରିକାର ଫ୍ଲୋରିଡା ସହରରେ ପହଞ୍ଚିଛି। ତେବେ…

3 years ago

ପଲ୍ଲୀକ୍ଲିନିକ ପ୍ରତିଷ୍ଠା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର

ଭଦ୍ରକ(ସନାତନ ରାଉତ)/(ରବିନାରାୟଣ ଖିଲାର ),୧୨ା୮: ଅବସରପ୍ରାପ୍ତ ସୈନିକଙ୍କ ପରିବାରକୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଭଦ୍ରକରେ ପଲ୍ଲୀକ୍ଲିନିକ ପ୍ରତିଷ୍ଠା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭଦ୍ରକ ଏମ୍‌ପି…

3 years ago

ମଣିପୁରରେ ଆଉ ଏକ ଗଣବଳାତ୍କାର ଅଭିଯୋଗ, ବିକ୍ଷୋଭ ପ୍ରଦର୍ଶନ ଜାରି

ଇମ୍ଫାଲ,୧୨।୮: ଗତ ତିନିମାସ ଧରି ମଣିପୁରରେ ହିଂସା ଜାରି ରହିଛି। ଏବେ ମଣିପୁରରେ ଆଉ ଏକ ଗଣବଳାତ୍କାର ଦାବି ହୋଇଛି। ଶୁକ୍ରବାର ଚୁରଚାନ୍ଦପୁର ଜିଲାର ୩୭ ବର୍ଷିୟା…

3 years ago

ପ୍ରଥମ ଦିନରେ ୪୦ କୋଟି ଆୟ କଲା ‘ଗଦର-୨’ , ଫିଲ୍ମକୁ ନେଇ ପ୍ରଶଂସା କଲେ ସଲମାନ

ମୁମ୍ବାଇ: ଅଭିନେତା ସନି ଦେଓଲଙ୍କ ‘ଗଦର-୨’ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଯାହାକୁ ନେଇ ସବୁଆଡେ ଆଲୋଚନା ହୋଇଛି। ‘ଗଦର’ର ପ୍ରଶଂସକମାନେ ଏହାର ସିକ୍ୱେଲକୁ ନେଇ ବହୁତ…

3 years ago

ମୁମ୍ବାଇର ‘ଇଣ୍ଡିଆ’ ବୈଠକରେ ଯୋଗଦେବେ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ,୧୨।୮: ଜୟନ୍ତ ଚୌଧୁରୀଙ୍କ ପାର୍ଟି ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି) ଗୁରୁବାର ଏନଡିଏରେ ସାମିଲ ହେବା ଖବରକୁ ଖାରଜ କରିଛନ୍ତି। ତାଙ୍କ ପାର୍ଟି କହିଛି, ସେ ମୁମ୍ବାଇରେ ହେବାକୁ…

3 years ago

ଇରାକର କୁର୍ଦ୍ଦିସ୍ତାନରେ ଡ୍ରୋନ ଆକ୍ରମଣ କଲା ତୁର୍କୀ, ୩ ମୃତ

ଅଙ୍କାରା,୧୨।୮: ତୁର୍କୀ ଇରାକ ଉପରେ ଡ୍ରୋନ ଆକ୍ରମଣ କରିଛି। ଇରାକର ଆତଙ୍କବାଦ ବିରୋଧୀ ସ୍କ୍ବାଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଦେଶୀ ଗଣମାଧ୍ୟମ ଅନୁଯାୟୀ, ଇରାକର ଆତଙ୍କବାଦ…

3 years ago