Home Left

ଦଳିତଙ୍କ ଉପରେ ପରିସ୍ରା କରି ୬ ଗିରଫ

ତିରୁନେଲ୍‌ଭେଲି,୩ା୧୧:ତାମିଲନାଡୁର ତିରୁନେଲ୍‌ଭେଲି ଜିଲାରେ ୨ ଜଣ ଦଳିତ ବ୍ୟକ୍ତିଙ୍କୁ ମାଡ଼ ମାରିବା, ଉଲଗ୍ନ କରାଇବା, ସେମାନଙ୍କ ଉପରେ ପରିସ୍ରା କରିବା ଓ ସେମାନଙ୍କ ପାଖରେ ଥିବା ଟଙ୍କା…

3 years ago

ଥୋଡ଼ ସମୟରେ ବିଲ ଶୁଖିଲା

ବାଙ୍ଗିରିପୋଷି,୩ା୧୧(ସଞ୍ଜୟ କୁମାର ଅଗ୍ରୱାଲ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକରେ ପାଣି ଅଭାବରୁ ଧାନ ଫସଲ ନଷ୍ଟ ହେବାକୁ ବସିଲାଣି। ଧାନ ଥୋଡ଼ ଓ ଫୁଲ ଉଡ଼ାଇବା ସମୟରେ…

3 years ago

ଆଇଆଇଟି ଛାତ୍ରୀଙ୍କୁ ଉଲଗ୍ନ କରି ଭିଡିଓ ରେକର୍ଡିଂ କଲେ ବାଇକ୍‌ ଆରୋହୀ: ବିଏଚ୍‌ୟୁ କ୍ୟାମ୍ପସ୍‌ରେ ବିକ୍ଷୋଭ

ବାରାଣସୀ,୩ା୧୧:ବନାରସ୍‌ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ)ର ଜଣେ ଆଇଆଇଟି ଛାତ୍ରୀଙ୍କୁ ତାଙ୍କ ହଷ୍ଟେଲ ନିକଟରେ ୩ଜଣ ବାଇକ୍‌ ଆରୋହୀ ଅସଦାଚରଣ କରିବା ସହ ଉଲଗ୍ନ କରି ଏହାର ଭିଡିଓ…

3 years ago

ସ୍କୁଲ ପିଲାଙ୍କୁ ପଢ଼ାଯିବ ନିର୍ବାଚନୀ ପାଠ

ନୂଆଦିଲ୍ଲୀ,୩ା୧୧(ପି.ଟି.): ସାରା ଦେଶରେ ନିର୍ବାଚନ ସମ୍ପର୍କିତ ସାକ୍ଷରତା ପାଇଁ ବିଦ୍ୟାଳୟସ୍ତରରେ ପିଲାମାନଙ୍କୁ ପାଠ ପଢ଼ାଯିବ। ଏଥିପାଇଁ ନିର୍ବାଚନ କମିଶନ (ଇସି) ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟରେ…

3 years ago

ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସ୍ଥାନରେ ଶୌଚାଳୟ ନିର୍ମାଣ

କେନ୍ଦୁଝର,୩ା୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ତହସିଲ କାର୍ଯ୍ୟାଳୟ ନିକଟରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ଲାଗି…

3 years ago

ନ୍ୟାୟ ମାଗିବାରୁ ୧୩ ବର୍ଷ ଜେଲ

ତେହରାନ,୩ା୧୧:ଗତବର୍ଷ ଇରାନରେ ଉଚିତ ଢଙ୍ଗରେ ହିଜାବ ପିନ୍ଧି ନ ଥିବା ଅଭିଯୋଗରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ କୁର୍ଦ୍ଦିଶ୍‌ ଯୁବତୀ ମହସା ଅମିନି ପ୍ରାଣ ହରାଇଥିଲେ। ଏହାର ପ୍ରତିବାଦରେ…

3 years ago

ଆଜିଠୁ କନିଷ୍ଠ ଶିକ୍ଷକ ନିଯୁକ୍ତି ପରୀକ୍ଷା

ଭୁବନେଶ୍ୱର,୩।୧୧(ଅସମାପିକା ସାହୁ): ରାଜ୍ୟରେ ୨୦ ହଜାର କନିଷ୍ଠ ଶିକ୍ଷକ(ସ୍କିମାଟିକ) ନିଯୁକ୍ତି ପାଇଁ ଶୁକ୍ରବାରଠାରୁ ପରୀକ୍ଷା ଆରମ୍ଭ ହେବ। ଆଶାୟୀମାନେ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ୍‌ (ସିବିଟି) ଦେବେ। ଏଥିନିମନ୍ତେ…

3 years ago

କୋହଲିଙ୍କଠାରେ ଏମିତି ଡିମାଣ୍ଡ୍‌ କଲେ ପ୍ରଶଂସକ

ମୁମ୍ବାଇ,୩।୧୧: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ଚମତ୍କାର ବିଜୟ ହାସଲ କରିଛି। ଟିମ ଇଣ୍ଡିଆ ଶ୍ରୀଲଙ୍କାକୁ ୩୦୨ ରନ୍‌ରେ ପରାସ୍ତ କରିଛି। ଭାରତର ବିଜୟରେ…

3 years ago

‘ମାଇଁ ଲର୍ଡ଼, କହିବା ବନ୍ଦ କରନ୍ତୁ ଆପଣଙ୍କୁ ମୋର ଅଧା ଦରମା ଦେବି’: ଜାଣନ୍ତୁ କାହିଁକି ଏପରି କହିଲେ ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ,୩/୧୧: ବିଚାର ପ୍ରକ୍ରିୟା ମଧ୍ୟରେ ବାରମ୍ବାର 'ମାଇଁ ଲର୍ଡ଼ ଏବଂ ୟୋର ଲର୍ଡସିପ୍' କହିବାରୁ ସୁପ୍ରିମକୋର୍ଟ ବିଚାରପତି ଜଣେ ବରିଷ୍ଠ ଓକିଲଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି।…

3 years ago

ରୂପାନ୍ତରଣ ପରେ ବି ସୁଧୁରୁନି ଖେଳପଡ଼ିଆ ଅବସ୍ଥା

ଖଣ୍ଡପଡ଼ା,୩ା୧୧: (ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବ୍ଳକ ଅଧୀନ ଖଳିସାହି ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟଟି ୫-ଟି ରୂପାନ୍ତରଣ କାର୍ଯ୍ୟ ପରେ ବି ବିଭିନ୍ନ ସମସ୍ୟା ଦେଇ ଗତି…

3 years ago