Home Left

ଅଷ୍ଟ୍ରେଲିଆ ଦଳରେ ପରିବର୍ତ୍ତନ, ମିଚେଲ ମାର୍ଶ ସମ୍ଭାଳିବେ ଅଧିନାୟକତ୍ୱ

ଲଣ୍ଡନ,୨୪।୧: ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ୧୪ ଜଣିଆ ଟିମ ଘୋଷଣା କରିଛି। ଦଳର ଅଧିନାୟକ ଭାବେ…

2 years ago

ଦୁଆରଶୁଣୀ ଘାଟିରେ ଓଲଟିଲା ଟ୍ରକ୍‌ : ୬ ମୃତ, ୧୦ ଗୁରୁତର 

ବାରିପଦା,୨୪।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ୪୯ନଂ ଜାତୀୟ ରାଜପଥ ଦୁଆରଶୁଣୀଘାଟିରେ  ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରାନୁଷ୍ଠାନର ଲାଇଟ ଓ ସାଉଣ୍ଡ ବକ୍ସ…

2 years ago

ପରପାରିରେ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା

କଟକ,୨୪।୧: କଟକ ବଡ଼ ମେଡିକାଲର ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ଭୁବନାନନ୍ଦ ମହାରଣା…

2 years ago

‘ବଡେ ମିୟାଁ ଛୋଟେ ମିୟାଁ’ର ଟିଜର ରିଲିଜ୍‌, ଆକ୍ସନ ମୁଡ୍‌ରେ ନଜର ଆସିଲେ ଅକ୍ଷୟ-ଟାଇଗର

ମୁମ୍ବାଇ: ଅଲି ଅବ୍ବାସ ଜାଫରଙ୍କ ନିର୍ଦ୍ଦେଶିତ ଅଭିନେତା ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଅଭିନୀତ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ର ଟିଜର ମୁକ୍ତିଲାଭ କରିଛି।…

2 years ago

‘ହିମନ୍ତ ସବୁଠାରୁ ଭ୍ରଷ୍ଟ ସରକାର, ତାଙ୍କୁ ଅମିତ ଶାହା କଣ୍ଟ୍ରୋଲ କରୁଛନ୍ତି ’, ଦାବି କଲେ ରାହୁଲ

ଗୁଆହାଟୀ,୨୪।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଉପରେ ବର୍ଷିଛନ୍ତି। ବୁଧବାର ସକାଳେ ଆସାମ ବାରାପେଟାରେ ଭାରତ ଯୋଡୋ…

2 years ago

ଅବ୍ୟବସ୍ଥାରେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବଡ଼ଚଣା,୨୪।୧(ଦିଲୀପ କୁମାର ମହାନ୍ତି): ବଡ଼ଚଣା ବ୍ଲକ୍‌ର ଏକମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦୀର୍ଘଦିନ ହେଲା ଅବ୍ୟବସ୍ଥାରେ ଚାଲିଛି। ଏଠାରେ ୪ ବିଶେଷଜ୍ଞ ଡାକ୍ତରଙ୍କୁ ମିଶାଇ ମୋଟ୍‌ ୧୪ ଡାକ୍ତର…

2 years ago

ଚାଷୀଙ୍କ କାମରେ ଲାଗୁନି ଚେକ୍‌ଡ୍ୟାମ୍‌

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୪।୧: ବର୍ଷାର ଅନିୟମିତତା ଯୋଗୁ ରାଜ୍ୟରେ ଦେଖାଦେଉଥିବା କୃଷି ସମସ୍ୟାର ସମାଧାନ ପାଇଁ ସରକାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ(ଏମ୍‌ଆଇପି) କାର୍ଯ୍ୟକାରୀ କରୁଛନ୍ତି। ଅଣ ଜଳସେଚିତ…

2 years ago

ମୋଦିଙ୍କ ଉପବାସ ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା: କହିଲେ, ୧୧ ଦିନ କେବଳ ପଇଡ ପାଣି ବଞ୍ଚିବା କଷ୍ଟକର

ବେଙ୍ଗାଲୁରୁ,୨୪।୧: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ବୀରପ୍ପା ମୋଇଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ କରିଥିବା ଉପବାକୁ ନେଇ ପ୍ରଶ୍ନ…

2 years ago

ଶୁଷ୍କ ହେଉଛି ଭଞ୍ଜନଗର ଜଳଭଣ୍ଡାର

ଭଞ୍ଜନଗର, ୨୪।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ଧୀରେ ଧୀରେ ଶୁଷ୍କ ହେବାରେ ଲାଗିଛି। ମଙ୍ଗଳବାର ସୁଧା ଜଳଭଣ୍ଡାରରେ ମାତ୍ର ୨୫ ପ୍ରତିଶତ ପାଣି ଅଛି।…

2 years ago

ମୋବାଇଲ୍‌ରେ କାର୍ଟୁନ ଦେଖୁଥିଲେ ୫ ବର୍ଷର ଝିଅ: ହଠାତ୍‌ ଆସିଲା ହାର୍ଟଆଟାକ୍‌

ଲକ୍ଷ୍ନୌ,୨୪।୧: ଉତ୍ତରପ୍ରଦେଶର ଆମରୋହାଠାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ମୋବାଇଲ ଫୋନ ଦେଖିବାବେଳେ ଜଣେ ୫ ବର୍ଷର ଝିଅର ମୃତ୍ୟୁ ଘଟିଛି। ନାବାଳିକାଙ୍କ ମୃତ୍ୟୁକୁ…

2 years ago