Home Left

ତୁମେ ଜଣେ ମହିଳା, କିଛି ଜାଣିନାହଁ: ବିଧାନସଭାରେ ମହିଳା ବିଧାୟକଙ୍କୁ ଗାଳି କଲେ ମୁଖ୍ୟମନ୍ତ୍ରୀ

ପାଟନା,୨୪।୭: ବିହାର ବିଧାନସଭାରେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହିଳାଙ୍କ ବିଷୟରେ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ବିହାର ବିଧାନସଭାରେ ନୀତୀଶ କୁମାର…

2 years ago

ମା’ ମଝିଘରିଆଣୀ ମନ୍ଦିରରେ ଚାଲିଛି ଗଣତି, ବାହାରୁଛି ପୁଳାପୁଳା ଟଙ୍କା

ରାୟଗଡ଼ା,୨୪।୭: ରାୟଗଡ଼ାର ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଖୋଲିଛି । ୩ ମାସ ପରେ ହୁଣ୍ଡି ଖୋଲାଯାଇଛି। ଏଥିରୁ ପୁଳାପୁଳା ଟଙ୍କା ବାହାରିଛି। ଯେତେ ଗଣିଲେ…

2 years ago

ଯୋଗୀ ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅଖିଳେଶ ଯାଦବ

ଲକ୍ଷ୍ନୌ,୨୪।୭: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ…

2 years ago

ବିସିସିଆଇ ବିପକ୍ଷରେ ଆସିଲା ଏହି ଦେଶ: ପାକିସ୍ତାନ ଯିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ,୨୪।୭:ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜକ ଦେଶ ହେଉଛି ପାକିସ୍ତାନ। ଏହି ଟୁର୍ନାମେଣ୍ଟର ତାରିଖ ଘୋଷଣା କରାଯାଇଛି। କିନ୍ତୁ ବିସିସିଆଇ କହିଛି ଯେ, ପାକିସ୍ତାନରେ ସୁରକ୍ଷା ଚିନ୍ତା…

2 years ago

ଜାରି ହେଲା ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌, ତଳକୁ ଖସିଲେ ରୋହିତ

ନୂଆଦିଲ୍ଲୀ,୨୪।୦୭: ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳା ଯାଇଥିବା ଦ଼୍ବିତୀୟ ଟେଷ୍ଟ ମ୍ୟାଚ୍‌ ପରେ ଆଇସିସି ପକ୍ଷରୁ ଟେଷ୍ଟ ମାନ୍ୟତା ଜାରି କରାଯାଇଛି । ଇଂଲଣ୍ଡର ପୂର୍ବତନ…

2 years ago

ପୁରୀର କିଶୋରଙ୍କ ଉପରେ ସାରା ଦେଶର ନଜର, ଅଲମ୍ପିକ୍‌ରୁ ପଦକ ଦାବିଦାର

ନୂଆଦିଲ୍ଲୀ,୨୪।୦୭: ଓଡ଼ିଶାର ଗୌରବ ତଥା ପୁରୀ ଅଞ୍ଚଳର କିଶୋର ଜେନାଙ୍କ ଉପରେ ସାରା ଦେଶର ନଜର ରହିଛି । ଜାଭେଲିନ୍‌ ଥ୍ରୋରେ ପଦକ ବିଜେତା କିଶୋରଙ୍କ ନିକଟରୁ…

2 years ago

ପିଏମ ସୂର୍ଯ୍ୟଘର ଯୋଜନା ନେଇ ବଡ଼ ଘୋଷଣା, ମିଳିବ ଏତେ ହଜାର ଟଙ୍କା ସହାୟତା

ଭୁବନେଶ୍ୱର,୨୪।୭: ପିଏମ ସୂର୍ଯ୍ୟଘର ଯୋଜନାନେଇ ରାଜ୍ୟ ସରକାର ବଡ଼ ସୂଚନା ଦେଇଛନ୍ତି। ଏଥିପାଇଁ ୭୮ ହଜାର ଟଙ୍କାର ସହାୟତା ମିଳିବ ବୋଲି ଘୋଷଣା ହୋଇଛି। ବିଜେଡି ନେତା…

2 years ago

ରାଶନ କାର୍ଡକୁ ନେଇ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା: ମାସେ ଭିତରେ…

ଭୁବନେଶ୍ୱର,୨୪।୭:ମାସେ ଭିତରେ ନୂଆ ହିତାଧିକାରୀ ରାଶନ କାର୍ଡ ପାଇବେ। ଏନେଇ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରାୟ…

2 years ago

ବାହାଘରର ଦୁଇ ଦିନ ପୂର୍ବରୁ ଝିଅକୁ ହତ୍ୟା କଲା ଭାବି ସ଼୍ବାମୀ

ରାୟପୁର,୨୪।୦୭: ଛତିଶଗଡ଼ର ଦୁର୍ଗ ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ବାହାଘରର ଦୁଇ ଦିନ ପୂର୍ବରୁ ପୁଅଟି ବିବାହ କରିବାକୁ ସ୍ଥିର କନ୍ୟାକୁ ହତ୍ୟା…

2 years ago

ଛୁଆଁ ଅଛୁଆଁ ଭେଦଦ୍ଭାବକୁ ନେଇ ପ୍ରାର୍ଥନା କ୍ଲାସରେ ଦଳିତ ଛାତ୍ରୀଛାତ୍ରଙ୍କୁ ମାଡ଼

ନୟାଗଡ଼,୨୪।୭(ଲୋକନାଥ ମିଶ୍ର): ଛୁଆଁ ଅଛୁଆଁ ଭେଦଦ୍ଭାବକୁ ନେଇ ପ୍ରାର୍ଥନା କ୍ଲାସରେ ଦଳିତ ଛାତ୍ରୀଛାତ୍ରଙ୍କୁ ମାଡ଼। ଏଥିରେ ନୟାଗଡ଼ ବ୍ଲକ ମାଛିପଡା ଚନ୍ଦ୍ରଶେଖର ସରକାରୀ ପ୍ରାଥମିକ ପ୍ରାଥମିକ ବିଦ୍ୟାଳୟ…

2 years ago