Home Left

ଶେଷ ହେଲା ଏହି ୩ ଭାରତୀୟ ଖେଳାଳିଙ୍କ ଆଇପିଏଲ କ୍ୟାରିୟର, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଏମାନଙ୍କ ଅନସୋଲ୍ଡ

ନୂଆଦିଲ୍ଲୀ,୧।୧୨: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ମେଗା ନିଲାମରେ ଖେଳାଳିଙ୍କ ଉପରେ ବହୁ ଟଙ୍କା ବର୍ଶା ହୋଇଛି। ଦଳ ପ୍ରାୟ ୬୪୦କୋଟି ଟଙ୍କା ଖର୍ଚ୍ଚ କରି ୧୮୩…

2 years ago

ଶକ୍ତି ଦେଖାଇବ ନୌସେନା: ୧୫ ଜାହାଜ, ୪୦ ଏୟାରକ୍ରାଫ୍ଟ ହେବ ସାମିଲ

ପୁରୀ,୧ା୧୨: ଆସନ୍ତା ୪ ତାରିଖରେ ପୁରୀ ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ଏନେଇ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ନୌସେନା ଅଧିକାରୀ…

2 years ago

ମା’ଙ୍କୁ ଠେଙ୍ଗାରେ ପିଟିମାରି ଦେଲେ ପୁଅ

ସୁନ୍ଦରଗଡ,୧।୧୨(ଜୟ ନାରାୟଣ ମେଣ୍ଡୁଳି): ମା’ଆଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲେ ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ତୁମୁଲିଆ…

2 years ago

ଖୋଲିଲା ଇକୋ ରିଟ୍ରିଟ୍‌, ଛୁଟିଲା ପର୍ଯ୍ୟଟକଙ୍କ ସୁଅ

ଦାରିଙ୍ଗବାଡ଼ି,୧ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଚତୁର୍ଥ ଥର ପାଇଁ ଇକୋ ରିଟ୍ରିଟ୍‌ ରବିବାର ଖୋଲିଛି। ଇକୋ ରିଟ୍ରିଟ୍‌ର ଅଧ୍ୟକ୍ଷ ତଥା ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ…

2 years ago

ଆମେରିକା ରାଷ୍ଟ୍ରପତିଙ୍କଠାରୁ ବି ଅଧିକ ସୁରକ୍ଷା ଦିଆଯିବ ମୋଦିଙ୍କୁ

ନୂଆଦିଲ୍ଲୀ,୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁମ୍ଭନଗରୀ ପ୍ରୟାଗରାଜ ଗସ୍ତ କରିବାକୁ ଯାଉଛନ୍ତି। ସେ ଏଠାରେ ଆନୁଷ୍ଠାନିକ ଭାବେ ମହାକୁମ ଉଦଘାଟନ କରିବେ। ମୋଦିଙ୍କ ଏହି କାର୍ଯ୍ୟକ୍ରମ ପାଇଁ…

2 years ago

ପୁଅ-ବୋହୂଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଶ୍ୱଶୁର, ଚାଲିଗଲା ବୋହୂଙ୍କ ଜୀବନ, ଆଇସିୟୁରେ ପୁଅ

ବାରଙ୍ଗ,୧ା୧୨(ଲିଙ୍ଗରାଜ ରାଉତ): ଶନିବାର ରାତିରେ ବାରଙ୍ଗ ଥାନା ଅଧିନସ୍ଥ ବାରସିଙ୍ଗା ଗ୍ରାମରେ ପୁଅ-ବୋହୂଙ୍କୁ ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରାଯାଇଥିବା ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂ ସସ୍ମିତା…

2 years ago

ବାପାଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ଯାଜପୁର ଜିଲା ତାଉଁତରା ଗାଁର ଏକ ମଧ୍ୟବିତ୍ତ ପରିବାରରେ ମୋର ଜନ୍ମ। ବାପା ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ। ସେ ବାବଦେ ତାଙ୍କୁ ଯେଉଁ ଭତ୍ତା ମିଳୁଥିଲା,…

2 years ago

ବରଗଡ଼ ଧନୁଯାତ୍ରାରେ କିଏ ହେବେ କଂସ, ଚାଲିଛି….

ବରଗଡ଼, ୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ମସିହା ଜାନୁଆରୀ ମାସ ୩ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ…

2 years ago

କାଶ ପଟେଲ ହେବେ ଏଫବିଆଇ ଡାଇରେକ୍ଟର, ଭରସା କରିଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୧।୧୨: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ଶନିବାର ତାଙ୍କର ଘନିଷ୍ଠ ବିଶ୍ୱାସୀ କାଶ ପଟେଲଙ୍କୁ ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (FBI) ର…

2 years ago

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ରେଡିଓଗ୍ରାଫରଙ୍କୁ ମିଳିବ ନିଯୁକ୍ତିପତ୍ର

ଭୁବନେଶ୍ୱର,୧ା୧୨: ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ରେଡିଓଗ୍ରାଫରଙ୍କୁ ନିଯୁକ୍ତିପତ୍ର ମିଳିବ। ଏନେଇ ରବିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି, ରେଡିଓଗ୍ରାଫର ଦ୍ୱାରା…

2 years ago