Home Left

ବରଗଡ଼ ଧନୁଯାତ୍ରା: ଆରମ୍ଭ ହେଲା କଂସ ଚୟନ

ବରଗଡ଼,୧୭।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ ଦିନ ବ୍ୟାପୀ…

12 months ago

ପାଣି ପାଇଁ ଛଟପଟ ହେଲାଣି ଇରାନ, ଆରମ୍ଭ କଲା ‘ଅପରେଶନ ବର୍ଷା’

ତେହେରାନ,୧୭।୧୧: ଦଶନ୍ଧି ପରେ ପ୍ରଥମ ଥର ପାଇଁ ଇରାନ ଏକ ଭୟଙ୍କର ମରୁଡ଼ିର ସମ୍ମୁଖୀନ ହେଉଛି। ପରିସ୍ଥିତି ଏପରି ଖରାପ ହୋଇଛି ଯେ ସରକାର କ୍ଲାଉଡ ସିଡିଂ…

12 months ago

ଡିଜେଲ ଟ୍ୟାଙ୍କରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ୪୨ ତୀର୍ଥଯାତ୍ରୀ ଜୀବନ୍ତ ଦଗ୍ଧ

ରିୟାଧ,୧୭।୧୧: ସାଉଦି ଆରବରେ ସୋମବାର ଏକ ଭୟଙ୍କର ଦୁର୍ଘଟଣା ହୋଇଛି। ମକ୍କାରୁ ମଦିନା ଯାଉଥିବା ଏକ ଯାତ୍ରୀବାହୀ ବସ ଏକ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ହୋଇଛି।…

12 months ago

ଆମେରିକା ସହିତ ଐତିହାସିକ ଚୁକ୍ତି ସ୍ବାକ୍ଷର କଲା ଭାରତ: କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୭।୧୧: ଭାରତ ଆମେରିକା ସହିତ ‘ଐତିହାସିକ LPG ଚୁକ୍ତି’ ସ୍ବାକ୍ଷର କରିଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋମବାର ଏନେଇ…

12 months ago

ଜୀବନରେ ସଙ୍କଟ ଆସିବା ପୂର୍ବରୁ ଦେଖାଦିଏ ଏହି ୩ ବଡ଼ ସଙ୍କେତ: ହୋଇଯାନ୍ତୁ ସତର୍କ

ଭାରତର ମହାନ ଅର୍ଥନୀତିଜ୍ଞ, ଋଷି ଏବଂ ରାଜନେତା ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ର ଗ୍ରନ୍ଥରେ ଜୀବନର ପ୍ରତ୍ୟେକ ଦିଗ ପାଇଁ ଗୁପ୍ତ କଥା ଏବଂ ନିୟମ ପ୍ରକାଶ…

12 months ago

‘ମୁଁ ବଞ୍ଚିଛି, ଆଉ ବଞ୍ଚି ରହିବି’, ରାୟ ପ୍ରକାଶ ପାଇବାର କିଛି ଘଣ୍ଟା ପୂର୍ବରୁ ଏମିତି କହିଲେ ଶେଖ ହାସିନା, ୟୁନୁସଙ୍କୁ ଦେଲେ କଡ଼ା ବର୍ତ୍ତା

ଢାକା,୧୭।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ତାଙ୍କ ଦେଶରେ ଏକ ଦେଶଦ୍ରୋହ ମାମଲା ସାମ୍ନା କରୁଛନ୍ତି, ଯାହାର ରାୟ ସୋମବାର ଆସିବାକୁ ଯାଉଛି। ସାରା ବାଂଲାଦେଶରେ…

12 months ago

ପୁଣି ଖସିଲା ତାପମାତ୍ରା: ସର୍ବନିମ୍ନ ୭ ଡିଗ୍ରୀ ରେକର୍ଡ

ଦାରିଙ୍ଗବାଡି, ୧୫।୧୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅସହ୍ୟ ଶୀତ ଅନୁଭୂତ ହେଉଛି। ତାପମାତ୍ରା ୨ ଦିନ ସାମାନ୍ୟ ବୃଦ୍ଧି ପାଇଥିବାବେଳେ ପୁଣି ସୋମବାର ତାପମାତ୍ରା ତଳମୁହାଁ…

12 months ago

ICT ରାୟ ପୂର୍ବରୁ ଢାକାରେ ବୋମା ବିସ୍ଫୋରଣ, ହିଂସାତ୍ମକ ପ୍ରଦର୍ଶନକାରୀଙ୍କୁ ଦେଖିିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

ଢାକା,୧୭।୧୧: ବାଂଲାଦେଶ ହିଂସାର ମାତ୍ର ଗୋଟିଏ ବର୍ଷ ପରେ, ଦେଶର ରାଜଧାନୀ ଢାକା ପୁଣି ଥରେ ଅଶାନ୍ତ ହୋଇପଡ଼ିଛି। ବୋମା ବିସ୍ଫୋରଣ ଅନେକ ସ୍ଥାନରେ ସ୍ଥାୟୀବାସିନ୍ଦାଙ୍କୁ ଭୟଭୀତ…

12 months ago

ଟ୍ରେନ ଲାଇନଚ୍ୟୁତ ପାଇଁ ଷଡଯନ୍ତ୍ର: ଟ୍ରାକ୍‌ରୁ ମିଳିଲା ଗ୍ୟାସ ସିଲିଣ୍ଡର

ଆଲିଗଡ଼,୧୭।୧୧: ଉତ୍ତର ପ୍ରଦେଶର ଆଲିଗଡ଼ ଜିଲାର ସୀମା ଫାଟକ ନିକଟରେ ରେଳ ଟ୍ରାକରେ ଏକ ଏଲପିଜି ସିଲିଣ୍ଡର ମିଳିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦିଲ୍ଲୀ-ହାୱଡା ରେଳ…

12 months ago

ଥମୁନି ଜୁଆ ଖେଳ: ୧୧ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୭।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଂଚଳରେ ଏବେବି ଜୁଆ ଖେଳ ଥମିବାକୁ ନାହିଁ। ରବିବାର ରାତିରେ ପୋଲିସ ଭେରେଡାରେ ଚାଲିଥିବା ଏକ ଜୁଆ ଆଡ୍ଡା…

12 months ago