ଭୁବନେଶ୍ୱର,୪ା୯(ସୁଚିସ୍ମିତା ସାହୁ): ଶିକ୍ଷକମାନେ ପିଲାଙ୍କୁ ଶିକ୍ଷାଦାନ କରିବା ସହିତ ଭଲ ମଣିଷ କରି ଗଢ଼ିତୋଳୁଛନ୍ତି। ହେଲେ ଶିକ୍ଷକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ସୁଦ୍ଧା ତାଙ୍କ ପାଇଁ…
ଜାତୀୟ ବନ୍ୟପ୍ରାଣୀ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୪ରେ ପାଳିତ ହୋଇଆସୁଛି। ଏହି ଦିବସ ପାଳନ ଅବସରରେ ଜଙ୍ଗଲ କ୍ଷୟ ଏବଂ ଅବୈଧ ଶିକାରରୁ ବନ୍ୟ ପ୍ରାଣୀ, ପକ୍ଷୀ…
ଦେବଗଡ,୪।୯(ଶଶାଙ୍କ ଶେଖର ଝାଙ୍କର): ନାବାଳିକା ପ୍ରେମିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ପରେ ୨ ମାସର ଗର୍ଭବତୀ ଥିବାବେଳେ ତାଙ୍କୁ ପ୍ରତାରଣା କରାଯାଇଥିବା ଅଭିଯୋଗ…
ଭୁବନେଶ୍ୱର,୪ା୯(ରବିନାରାୟଣ ଜେନା): ରାଜ୍ୟର ପଶ୍ଚିମ ଓଡ଼ିଶାରେ ଏବେ ଶ୍ରମିକ ଚାଲାଣ ଜୋର୍ଦାର ଆରମ୍ଭ ହୋଇଯାଇଛି। ଠିକାଦାରମାନେ ଲୁଚାଛପାରେ ଲୋକଙ୍କୁ ବାହାର ରାଜ୍ୟକୁ କାମ କରାଇବାକୁ ନେଉଥିବା ସରକାରଙ୍କ…
ଭୁବନେଶ୍ୱର,୪ା୯ (ରବିନାରାୟଣ ଜେନା): ରାଜ୍ୟରେ ବିଦ୍ୟୁତ୍ ସେବାରେ ଖୁବ୍ଶୀଘ୍ର ସଂସ୍କାର ଆସିବ। ଏନେଇ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆର୍ସି)ଙ୍କ ପକ୍ଷରୁ ଏକ ଚିଠା ବିଜ୍ଞପ୍ତି ଜାରି ହୋଇଛି।…
ନୂଆଦିଲ୍ଲୀ, ୪ା୯: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଷାକ୍ତ ସାପଗୁଡ଼ିକ ପାଇଁ ଉତ୍ତର ଏବଂ ଉତ୍ତର-ପୂର୍ବ ଭାରତରେ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ, ଯାହାଫଳରେ ଉକ୍ତ ଅଞ୍ଚଳରେ ସାପ…
ନୂଆଦିଲ୍ଲୀ,୩।୯: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଲୁଟିୟନ୍ସ ବଙ୍ଗଳା ଜୋନରେ ଥିବା ପ୍ରଥମ ସରକାରୀ ବାସଭବନ, ୧୭ ୟୋର୍କ ରୋଡ୍ (ବର୍ତ୍ତମାନ ମୋତିଲାଲ ନେହେରୁ ମାର୍ଗ) ଶୀଘ୍ର…
ନୂଆଦିଲ୍ଲୀ,୩।୯: ଜିଏସ୍ଟି କାଉନ୍ସିଲ୍, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ, ସୌଖୀନ ଓ ବିଲାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦% ବିଶେଷ ଟିକସ ହାର ଲାଗୁ କରିଛି। ପାନ…
ନୂଆଦିଲ୍ଲୀ,୩।୯: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ୫୬ତମ ଜିଏସ୍ଟି କାଉନ୍ସିଲ୍ ବୈଠକରେ ଜିଏସ୍ଟି ହାର ସରଳୀକରଣକୁ ମଞ୍ଜୁର କରାଯାଇଛି। ୧୨% ଓ ୨୮%…
ବାଙ୍କି,୩।୯(ଶୁଭେନ୍ଦୁ ମହାପାତ୍ର): ମହାନଦୀରେ ଗାଧୋଉଥିବା ବେଳେ ଗୋଡ଼ ଖସି ମହିଳା ନିଖୋଜ ହେବାର ଘଟଣାରେ ରୋଚକ ମୋଡ଼। ପୁରୀରୁ ମହିଳାଙ୍କୁ ପ୍ରେମିକଙ୍କ ସହ ଧରିଛି ବାଙ୍କି ପୋଲିସ।…