ଭବାନୀପାଟଣା,୧୩।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଳଦିଆମାଲ ଡିଷ୍ଟିବୁଟାରୀର ମଥୁରା ଗ୍ରାମ କେନାଲରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଘାଇ ସୃଷ୍ଟି ହୋଇଛି।…
ଭୁବନେଶ୍ୱର,୧୩ା୮ (ରବିନାରାୟଣ ଜେନା):ଏଣିକି ‘ହରିଜନ’ ଶବ୍ଦ କୌଣସି ସରକାରୀସ୍ତର କିମ୍ବା ଶିକ୍ଷାକ୍ଷେତ୍ରରେ ବ୍ୟବହାର କରାଯିବନାହିଁ। ଏନେଇ ବହୁ ପୂର୍ବରୁ ରୋକ୍ ଲାଗିଥିଲେ ହେଁ ମଙ୍ଗଳବାର ଅନୁସୂଚିତ ଜାତି,…
ବାଲେଶ୍ୱର,୧୩।୮(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ଥାନା ପୋଲିସକୁ ମିଳିଛି ବଡ ସଫଳତା । ବିଳମ୍ବିତ ରାତିରେ ଫୁଲାଡି ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ପକ୍ଷରୁ…
ବରଗଡ଼,୧୩।୮: ବରଗଡ଼ ଫିରିଙ୍ଗମାଲରେ ନାବାଳିକା ପୋଡ଼ି ଘଟଣାରେ ତନାଘନା ଚଳାଇଛି ପୋଲିସ। ମୃତ ନାବାଳିକାଙ୍କ ଭାଇଙ୍କୁ ଉଠାଇ ନେଇ ପୋଲିସ ପଚରାଉଚରା କରୁଛି। ଭିନ୍ନ ଭିନ୍ନ ଦିଗକୁ…
ଭୁବନେଶ୍ୱର,୧୩ା୮(ସୁଚିସ୍ମିତା ସାହୁ):ଆର୍ଆଇ, ଏଆର୍ଆଇ, ଅମିନ ଏବଂ ଆଇସିଡିଏସ୍ ସୁପରଭାଇଜର୍ ପଦବୀରେ ନିଯୁକ୍ତି ପାଇଁ ପୁଣିଥରେ ପ୍ରିଲିମିନାରୀ ପରୀକ୍ଷା ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର…
ଆଳି,୧୩/୮(ବନମାଳୀ ସେନାପତି):ସମ୍ପର୍କୀୟ ଦାଦାଙ୍କୁ ଶୁଦ୍ଧି ହେବାକୁ ଯାଇ ପୋଖରୀରେ ବୁଡି ଶିଶୁପୁତ୍ର ମୃତ୍ୟୁବରଣ କରିଥିବା ଜଣାପଡିଛି। ସୂଚନା ମୁତାବକ, ଆଳି ଥାନା ଅନ୍ତର୍ଗତ ସାନମଙ୍ଗ ଗ୍ରାମର ରବି…
ପୁରୀ,୧୩।୮: ଶ୍ରୀମନ୍ଦିର ସୁରକ୍ଷା ସହ ପରିହାସ । ପରିକ୍ରମା ପ୍ରକଳ୍ପରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ। ଖୋଲାଖୋଲି ସୁରକ୍ଷା କର୍ମୀଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି ଦୁବୃର୍ତ୍ତ। ମଦ ନିଶାରେ ହେଉ…
ସମସ୍ତେ ଚାହାଁନ୍ତି ତାଙ୍କୁ ଏପରି ଏକ ଚାକିରି ମିଳୁ, ଯେଉଁଥିରେ ଲକ୍ଷ ଲକ୍ଷ ଟଙ୍କା ଦରମା ଏବଂ ସବୁ ପ୍ରକାର ସୁବିଧା ଥିବ। ଏହାଦ୍ୱାରା ସେ ଶାନ୍ତିରେ…
ସୁନ୍ଦରଗଡ଼, ୧୩।୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏଠାରେ ସ୍ବାମୀଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି ସ୍ତ୍ରୀ। ଟାଉନ ଥାନା ମିଶନ ରୋଡ୍ରେ ଏହି…
ଲକ୍ଷ୍ନୌ,୧୩।୮: ଉତ୍ତରପ୍ରଦେଶର ବଳରାମପୁରରେ ଜଣେ ୨୧ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କ ସହ ଗଣବଳାତ୍କାର ଘଟଣା ଅଞ୍ଚଳକୁ ଥରାଇ ଦେଇଛି। ଅଭିଯୁକ୍ତଙ୍କ ଦ୍ୱାରା ବଳାତ୍କାର ପୂର୍ବ ପରିସ୍ଥିତିର ଏକ…