ଫୁରସତ

ଗୋଟିଏ ମିନିଟ୍‌ ଟ୍ରେନ୍‌ ବିଳମ୍ବ ହେବାରୁ ଡ୍ରାଇଭର୍‌ଙ୍କୁ ୩୬ ଟଙ୍କା ଜରିମାନା

ଟୋକିଓ,୧୧।୧୧: ଭାରତରେ ଟ୍ରେନ୍‌ ବିଳମ୍ବ ହେବା ସାଧାରଣ କଥା, କିନ୍ତୁ ଦୁନିଆରେ ଏପରି ଅନେକ ଦେଶ ଅଛି, ଯେଉଁଠାରେ ଟ୍ରେନ ଠିକ ସମୟରେ ଚଳାଚଳ କରିଥାଏ। ଟିକେ…

4 years ago

ଡ୍ରେସ୍‌ ଦୋକାନରେ ଧସେଇ ପଶିଲା ଦ୍ରୁତ ଗତିରେ ଥିବା ବାଇକ୍‌, ପରେ ଯାହା ହେଲା ଦେଖିଲେ…

ପ୍ରତ୍ୟେହ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କେତେକ ହାସ୍ୟାସ୍ପଦ ହୋଇଥିବାବେଳେ କେତେକ ଚକିତ କରିଥାଏ। କିଛି ଉପରେ ବିଶ୍ୱାସ କରିବା କଷ୍ଟକର ହୋଇଯାଏ।…

4 years ago

ଦୁଇ ସିଂହୀ ମିଶି ବିଶାଳକାୟ ସିଂହ ଉପରେ କଲେ ଭୟଙ୍କର ଆକ୍ରମଣ, ଲୋମଟାଙ୍କୁରା ଭିଡିଓ ଦେଖିଲେ…

ଯେତେବେଳେ ‘ଜଙ୍ଗଲର ରାଜା’ ସିଂହ କାହା ଉପରେ ଆକ୍ରମଣ କରେ, ସେତେବେଳେ ତା କବଳରୁ ବଞ୍ଚିବା କଷ୍ଟକର। କିନ୍ତୁ ଯେତେବେଳେ ସିଂହ ଶିକାର ପାଲଟେ ତେବେ ସେହି…

4 years ago

ଏହି ଫୁଲରେ ବସେ ନାହିଁ ଭଅଁର

ଫୁଲ ଭଗବାନଙ୍କ ଏକ ଅନବଦ୍ୟ ସୃଷ୍ଟି। ଫୁଲରେ ଭଅଁର ବସିଲେ ଏହାର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଥାଏ। ମାତ୍ର ଏମିତି ଫୁଲ ଅଛି, ଯାହା ଉପରେ ଭଅଁର ବସେ…

4 years ago

ପିଲାଙ୍କୁ ଦିଆଯାଉଛି କୁକୁଡ଼ା ରକ୍ତର ଇଞ୍ଜେକ୍ସନ, କାରଣ ଜାଣିଲେ…

ବେଜିଂ,୧୧ା୧୧: ଚାଇନାର ଲୋକମାନେ ସେମାନଙ୍କର ଅଜବ ଖାଦ୍ୟ ଏବଂ ପାନୀୟ ପାଇଁ ସାରା ବିଶ୍ୱରେ ଜଣାଶୁଣା। କୁହାଯାଏ, ଚାଇନିଜ୍‌ମାନେ ଯେକୌଣସି ଖାଦ୍ୟ ଖାଇପାରନ୍ତି। ବର୍ତ୍ତମାନ ଚାଇନାରେ ଏକ…

4 years ago

ଏହି ମନ୍ଦିରରେ ରହିଛି ୯୯ ଲକ୍ଷ ୯୯ ହଜାର ୯୯୯ଟି ମୂର୍ତ୍ତି, ଜାଣନ୍ତୁ ଏହା ପଛରେ ଥିବା କାରଣ

ଭାରତରେ ଅନେକ ରହସ୍ୟମୟୀ ମନ୍ଦିର ରହିଛି। ଯାହା ଉପରୁ ଆଜି ବି ପରଦା ଉଠିପାରିନାହିଁ। ଏମିତି ଏକ ମନ୍ଦିର, ଯେଉଁଠି ପ୍ରାୟ ୯୯ ଲକ୍ଷ ୯୯ ହଜାର…

4 years ago

ମାନବ ସମ୍ବଳ ବିକଶିତ କରେ ଶିକ୍ଷା

ଦେଶର ବିକାଶରେ ମାନବ ସମ୍ବଳର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ତେବେ ଦକ୍ଷ ମାନବ ସମ୍ବଳ ପାଇଁ ଉପଯୁକ୍ତ ଶିକ୍ଷା ଅପରିହାର୍ଯ୍ୟ। ଶିକ୍ଷାର ବିକାଶରେ ମାନବ ସମ୍ବଳ ବିକଶିତ…

4 years ago

ଏହି ମନ୍ଦିରରୁ ଘରକୁ ନେଇପାରିବେନି ପ୍ରସାଦ, ଜାଣନ୍ତୁ ପଛରେ ଥିବା କାରଣ

ଭାରତରେ ଏମିତି କିଛି ମନ୍ଦିର ରହିଛି, ଯେଉଁଠି ଆପଣ ଚାହିଁଲେ ବି ଘରକୁ ପ୍ରସାଦ ଟିକେ ନେଇପାରିବେ ନାହିଁ। ଏପରି ମନ୍ଦିର ରହିଛି, ରାଜସ୍ଥାନର ମେହେନ୍ଦୀପୁରରେ। ଏଠାରେ…

4 years ago

ଏମିତି ଗାଁ ଯେଉଁଠି ସମସ୍ତଙ୍କର ନାଁ ଇଂରାଜୀ ଶବ୍ଦରେ; କାରଣ ଜାଣିଲେ…

ଦୁନିଆ ଅଜବ ଜିନିଷରେ ପରିପୂର୍ଣ୍ଣ। ଖାଦ୍ୟପେୟଠାରୁ ଆରମ୍ଭ କରି ପୋଷାକ, ଭ୍ରମଣ ଏବଂ ବିଭିନ୍ନ ସ୍ଥାନର ଅଦ୍ଭୁତ ନାମ ରହିଛି। କେବଳ ଏତିକି ନୁହେଁ, ଅନେକ ଅଜବ…

4 years ago

ଅଫିସ୍‌ ସମୟ ପରେ ବସ୍‌ ଆଉ କରି ପାରିବେନି ଫୋନ୍‌…

ଲିସବନ୍‌,୧୦।୧୧: ବହୁ ସମୟରେ କର୍ମଚାରୀଙ୍କ ପାଖକୁ ଅଫିସ ସମୟ ପରେ ମଧ୍ୟ ବସ୍‌ଙ୍କ ଫୋନ୍‌ ଅବା ମେସେଜ୍‌ ଆସିଥାଏ। ତେବେ ଏବେ ବସ୍‌ ଏପରି କରିବା ବେଆଇନ…

4 years ago