ଫୁରସତ

ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନିଏ ଏହି କୁକୁଡ଼ା, ଯାହାର ଗୋଡ଼ ଇଟା ପରି, ଦାମ୍‌ ଜାଣିଲେ…

କୁକୁଡ଼ା ନାଁ ଶୁଣିଲେ ଲୋକଙ୍କ ପାଟିରୁ ଲାଳ ଗଡ଼େ। ଯଦି କୁକୁଡ଼ାକୁ ଭଲ ଭାବରେ ରନ୍ଧା ଯାଏ ତେବେ ଏହାକୁ ଖାଇବାର ଆନନ୍ଦ କିଛି ଅଧିକ ହୋଇଥାଏ।…

3 years ago

୨୪ କ୍ୟାରେଟ୍‌ ସୁନାରେ ନଖ ସଜାନ୍ତି ଏହି ମହିଳା

ଦୁନିଆରେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ କି ସବୁବେଳ ପାଇଁ ଆରାମ ଦାୟକ ଜୀବନ ବିତାଇବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ସେମାନଙ୍କ ନିକଟରେ ଏତେ ଟଙ୍କା…

3 years ago

ସ୍କଟଲାଣ୍ଡରେ ଜଳ ଯୋଗାଣ ବନ୍ଦ, ଶୌଚାଳୟ ପାଇଁ ବର୍ଷା ଜଳ-ଖାଇବା ପାଇଁ କାଗଜର ବ୍ୟବହାର…

ଏଡନବର୍ଗ,୧୯।୧ : ସମ୍ପ୍ରତି ସ୍କଟଲାଣ୍ଡର ଆରିଜୋନା ଅଞ୍ଚଳରେ ମରୁଡ଼ି ପରିସ୍ଥିତିରେ ରହିଛି। ଲୋକମାନେ ଜଳ ସଂରକ୍ଷଣ ପାଇଁ ନୂତନ ପରୀକ୍ଷଣ କରୁଛନ୍ତି। ଏହି ସମୟରେ, ଏଠାରେ ଥିବା…

3 years ago

ଲେଜର ଚିହ୍ନିବ ଏଲିଅନ୍‌

ଓ୍ବାଶିଂଟନ: ଚନ୍ଦ୍ର ଓ ଅନ୍ୟ ଗ୍ରହଗୁଡ଼ିକରେ ଏଲିଅନ୍‌ମାନଙ୍କ ଚିହ୍ନଟ କରିବା ପାଇଁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି ଏକ ଲେଜର…

3 years ago

ବିପର୍ଯ୍ୟୟ ସମୟର ସାଥୀ ଏନ୍‌ଡିଆର୍‌ଏଫ୍‌

ବିପର୍ଯ୍ୟୟ ସମୟରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନ୍‌ଡିଆର୍‌ଏଫ୍‌) ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚି ଆବଶ୍ୟକ ସେବା ଯୋଗାଇ ଦେଇଥାଏ। ଏନ୍‌ଡିଆରଏଫ୍‌ ବିପର୍ଯ୍ୟୟ ସମୟର ସାଥୀ ପାଲଟେ।…

3 years ago

ସନ୍ୟାସୀ ଦୀକ୍ଷା ନେଲେ ପ୍ରସିଦ୍ଧ ହୀରା ବ୍ୟବସାୟୀଙ୍କ ୮ ବର୍ଷର ଝିଅ

ସୁରତ,୧୮।୧: ଗୁଜରାଟର ସୁରତରେ ହୀରା ବ୍ୟବସାୟୀଙ୍କ ଆଠ ବର୍ଷର ଝିଅ ସନ୍ୟାସୀ ଦୀକ୍ଷା ନେଇଛନ୍ତି। ଧନେଶ ସାଙ୍ଗଭୀଙ୍କ ଝିଅ ଦେବାଂଶୀ ଜୈନ ସନ୍ନ୍ୟାସୀ ଆଚାର୍ଯ୍ୟ ବିଜୟ କୀର୍ତ୍ତ୍ୟାଶୁରୀଙ୍କଠାରୁ…

3 years ago

ପ୍ରଥମ ସ୍ତ୍ରୀ ଗର୍ଭବତୀ ହେଲେ ସ୍ବାମୀ କରନ୍ତି ଦ୍ୱିତୀୟ ବିବାହ

ଆମ ଭାରତ ସାଂସ୍କୃତିକ, ଧାର୍ମିକ ଏବଂ ସାମାଜିକ ବିବିଧତାର ଦେଶ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ମାତ୍ରେ ରୀତିନୀତି ଏବଂ ଜୀବନଶୈଳୀ ବି ବଦଳିଯାଏ। ଏମିତି…

3 years ago

୨୦୨୩ରେ ପ୍ରବଳ ତାତି: ୩ ବର୍ଷ ପରେ ଫେରୁଛି ଏଲ ନିନୋ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୧ : ପାଣିପାଗ ଘଟଣା ଏଲ ନିନୋ ୩ ବର୍ଷ ପରେ ଫେରିବାକୁ ଯାଉଛି। ଏହା ଯୋଗୁ ୨୦୨୩ ରେ, ପୃଥିବୀକୁ ପ୍ରବଳ ଉତ୍ତାପର ସମ୍ମୁଖୀନ ହେବାକୁ…

3 years ago

ଏମିତି ମନ୍ଦିର, ଯେଉଁଠି କି ଜିନ୍ସ, ଟି-ଶର୍ଟ ପିନ୍ଧି ଯିବା ମନା

ଦୁନିଆରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନୀତି ନିୟମ ରହିଛି। ଯାହାକୁ ଲୋକେ ମାନିବାକୁ ବାଧ୍ୟ ହୋଇଥାନ୍ତି। ଆମ ଦେଶରେ ଏମିତି ମନ୍ଦିର ରହିଛି, ଯେଉଁଠି ଭକ୍ତଙ୍କୁ…

3 years ago

ବିବାହ ବିଚ୍ଛେଦ ଖୁସିରେ ପାର୍ଟି

ଲଣ୍ଡନ: ବିବାହ ସମସ୍ତଙ୍କ ଜୀବନରେ ଖୁସି ଆଣିଥାଏ। ବିବାହର ବିଚ୍ଛେଦ ଦୁଃଖ ଦିଏ। ହେଲେ ଇଂଲଣ୍ଡରେ ଏକ ଅଜବ ଘଟଣା ସାମ୍‌ନାକୁ ଆସିଛି। ଜଣେ ମହିଳା ରବେକା…

3 years ago