ତୁର୍କିର ପ୍ରାଚୀନ ସହର ହିରାପୋଲିସରେ ଏକ ମନ୍ଦିର ଅଛି। ସେଠାକୁ ଯିଏ ବି ଯାଏ, ତାଙ୍କର ମୃତ୍ୟୁ ନିଶ୍ଚିତ, ସେଥିପାଇଁ ଏହି ମନ୍ଦିରକୁ ନର୍କ ଦ୍ୱାର ମଧ୍ୟ…
ଡେରାଡୁନ,୧୪ା୫: ଉତ୍ତରାଖଣ୍ଡର ପିଥୋରାଗଡ଼ରେ ୧୪ ବର୍ଷ ପୂର୍ବେ ଏକ ଦମ୍ପତି ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। କିନ୍ତୁ ଏବେ ଏହି ଦମ୍ପତି ନିଜର…
ଲକ୍ଷ୍ନୌ,୧୩ା୫: ଉତ୍ତରପ୍ରଦେଶରେ ଏକ ଅଜବ ଘଟଣା ଘଟିଛି। ଦୁଇ ବାନ୍ଧବୀଙ୍କ ସ୍ବାମୀମାନେ ଯେତେବେଳେ ଉଭୟଙ୍କୁ ପ୍ରତାରିତ କଲେ ଏହି ଦୁଇ ବାନ୍ଧବୀ ପରସ୍ପରକୁ ବିବାହ କରିନେଇଛନ୍ତି। ଯାହା…
ଲକ୍ଷ୍ନୌ,୧୩।୫: ୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ, ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଅପରେଶନ ସିନ୍ଦୂର ନାମକୁ ଲୋକମାନେ ପସନ୍ଦ…
‘ଅପରେଶନ ସିନ୍ଦୂର’ର ପ୍ରେସ୍ମିଟ୍ କରାଯାଇଥିଲା। ଏଥିରେ ସବିଶେଷ ସୂଚନା ଦେଇ ଖବରର ଶିରୋନାମାକୁ ଆସିଥିଲେ ସୋଫିଆ କ୍ୟୁରେଶୀ।ବର୍ତ୍ତମାନ କର୍ଣ୍ଣଲଙ୍କ ଏକ ପୁରୁଣା ଭିଡିଓ ଭାଇରାଲ୍ ହେଉଛି ।…
ମୋ ସ୍ତ୍ରୀର ପାକିସ୍ତାନୀ ଆତଙ୍କବାଦୀଙ୍କ ସମ୍ପର୍କ ରହିଛି ସେ ଜଣେ ପାକିସ୍ତାନୀ ଗୁପ୍ତଚର ବୋଲି ଖୋଦ୍ ଅଭିଯୋଗ ଆଣିଛନ୍ତି ସ୍ବାମୀ। ପହଲଗାମରେ ପର୍ଯ୍ୟଟକଙ୍କୁ ହତ୍ୟା ନେଇ ଭାରତ…
ଡେରାବିଶ,୧୨ା୫(ବେବର୍ତ୍ତା ଅଜୟ ଦାସ):ଦିନେ ଗାଁ ଦାଣ୍ଡରେ ମୁଖରିତ ହେଉଥିଲେ କେନ୍ଦରାର ସ୍ବର। ରାତି ପାହିଲେ ପୁରାଣ ବଣ୍ଣର୍ର୍ିତ ଗୀତକୁ ବୋଲି ହାତରେ କେନ୍ଦରା ଓ କାନ୍ଧରେ ଲାଉଥାଳ…
ମଧ୍ୟପ୍ରଦେଶର ପ୍ରୟାଗରାଜରେ ଏକ ଅଜବ ଘଟଣା ଘଟିଛି। ବିବାହ ମଣ୍ଡପରେ ବରଯାତ୍ରୀଙ୍କ ସହ ପହଞ୍ଚିଥିଲେ ବର। କନ୍ୟାଙ୍କ ସହ ପରିବାର, ବନ୍ଧୁବାନ୍ଧବ ସମସ୍ତେ ବି ପହଞ୍ଚିଥିଲେ। ବିବାହ…
ମା’ର ଅବଦାନ ପ୍ରତ୍ୟେକ ସନ୍ତାନର ଜୀବନରେ ଏକ ଅବର୍ଣ୍ଣନୀୟ କାହାଣୀ। ସେହି ମା’କୁ ସମ୍ମାନ ଦେବା ଲାଗି ପତିବର୍ଷ ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ। ମାତୃ…
ଦେଶ ପ୍ରେମ ଆଗରେ ସବୁ କିଛି ତୁଚ୍ଛ । ଏପଟେ ଅପରେଶନ ସିନ୍ଦୂର। ଆଉ ସେପଟେ କନ୍ୟା ମଥାରେ ଲାଗୁଛି ସିନ୍ଦୂର। ବ୍ଲାକଆଉଟ୍ ମଧ୍ୟରେ ବିବାହ। ଗୋଟିଏ…