ଫୁରସତ

ଏହି ଦେଶରେ ପ୍ରତି ୬ ମାସରେ ବଦଳେ ନାଗରିକତା

ଦୁନିଆର ପ୍ରତ୍ୟେକ ଦେଶ ନିଜ ଲୋକଙ୍କୁ ନାଗରିକତ୍ୱ ପ୍ରଦାନ କରିଥାଏ। କେବଳ ଗୋଟିଏ ଦେଶର ଆଇନଗତ ନାଗରିକ ସେହି ଦେଶର ସମସ୍ତ ସୁବିଧା ପାଇ ପାରିବେ। ଯେକୌଣସି…

3 years ago

ଲୋକ ଡାକ୍ତର-ଇଞ୍ଜିନିୟର ହେବାକୁ ଚାହାନ୍ତି, ଏ ବ୍ୟକ୍ତିଜଣଙ୍କ କିନ୍ତୁ ହୋଇଗଲେ କୁକୁର; କାରଣ ଜାଣିଲେ ମୁଣ୍ଡରେ ଦେବେ ହାତ

ଅନେକେ ପାଠପଢ଼ି ଡାକ୍ତର କିମ୍ବା ଇଞ୍ଜିନିୟର ହେବାକୁ ସ୍ବପ୍ନ ଦେଖିଥାନ୍ତି। ଏଥିଲାଗି ସେମାନେ ଦିନରାତି ଏକ କରି ପରିଶ୍ରମ କରିଥାନ୍ତି। ଦିନ ଆସେ ସେମାନଙ୍କ ପରିଶ୍ରମ ସଫଳ…

3 years ago

ଶିକ୍ଷକଙ୍କ ପଢ଼ାଇବା ଶୈଳୀ ଦେଖିଲେ କହିବେ ବାଃ, ଭାଜପା ନେତା କ୍ଲାସର ଭିଡିଓ ଶେୟାର କରି କହିଲେ…

ନାଗାଲାଣ୍ଡର ମନ୍ତ୍ରୀ ଏବଂ ଭାଜପା ନେତା ତେମଜେନ ଇମ୍‌ନା ଆଲୋଙ୍ଗ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଥାନ୍ତି। ତାଙ୍କର  ପ୍ରତିଟି ପୋଷ୍ଟ ଚର୍ଚ୍ଚାର ବିଷୟ ପାଲଟିଥାଏ। ଅନେକ…

3 years ago

କରୋନା ଭାଇରସ ନୂଆ ଭାରିଆଣ୍ଟର ମିମିକ୍ରି କଲେ ଡାକ୍ତର, ଭିଡିଓ ଭାଇରାଲ

ପୁଣି ଥରେ ଡରାଇଲାଣି କରୋନା। ଦେଶରେ ୬୧୪ କରୋନା ମାମଲା ରେକର୍ଡ ହୋଇଥିବାବେଳେ ୨୪ଘଣ୍ଟାରେ ୩ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହାକୁ ନେଇ ଏକ ମିମ ଭିଡିଓ…

3 years ago

ଏଆଇ ଫୋନ କଲ: ନିମିଷକେ ଖାଲି କରିଦେବ ବ୍ୟାଙ୍କ ଆକାଉଣ୍ଟ…

ନୂଆଦିଲ୍ଲୀ,୨୦।୧୨ : ସ୍ମାର୍ଟଫୋନ ଯୋଗୁ ଲୋକଙ୍କ ପାଇଁ ଅନେକ ଜିନିଷ ସହଜ ହୋଇଯାଇଛି । କିନ୍ତୁ କିଛି ଜିନିଷ ମଧ୍ୟ କଷ୍ଟସାଧ୍ୟ ହୋଇଛି । ଏକ ଫୋନ…

3 years ago

ଘନ କୁହୁଡିରେ ପ୍ରେମି ଯୁଗଳଙ୍କ ଲଭଷ୍ଟୋରୀ, ଭାଇରାଲ ହେଉଛି ଭିଡିଓ

ସାଧାରଣତଃ ପଢିବା ବୟସରେ ଅଧିକାଂଶ ଛାତ୍ରୀଛାତ୍ର ସାଇକେଲ ଯୋଗେ ସ୍କୁଲ ଏବଂ ଟ୍ୟୁସନକୁ ଯାଆନ୍ତି। ଶୀତଦିନେ ବିଦ୍ୟାଳୟକୁ ଯିବା ଏକ କଷ୍ଟକର କାର୍ଯ୍ୟ ବୋଲି କୁହାଯାଏ। କିନ୍ତୁ…

3 years ago

ସମୃଦ୍ଧ ପୃଥିବୀ ଲକ୍ଷ୍ୟ ଅପରିହାର୍ଯ୍ୟ

ବିଶ୍ୱର ସମସ୍ତ ରାଷ୍ଟ୍ରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିଲେ ସମୃଦ୍ଧ ପୃଥିବୀ ଲକ୍ଷ୍ୟ ସମ୍ଭବ ହୋଇପାରିବ। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବୃଦ୍ଧି ହୋଇପାରିବ। ଗରିବମାନଙ୍କର…

3 years ago

ବିବାହ ସମୟରେ ବାପା ଦେଇଥିବା ବାଇକରେ ନବ ବିବାହିତାଙ୍କ ଅଜବ କାରନାମା

ଅନେକ ଥର ଏପରି ଭିଡିଓ ସୋସିଆଲ ମିଡିଆରେ ଦେଖାଯାଏ, ଯାହା ଦେଖିବା ପରେ ଲୋକମାନେ ଭାବିବାକୁ ବାଧ୍ୟ ହୁଅନ୍ତି। ଆଜିକାଲି ଏକ ସମାନ ଭିଡିଓ ସୋସିଆଲ ମିଡିଆରେ…

3 years ago

ଦୌଡିଲେ ମିଳିବ ବୋନସ, କର୍ମଚାରୀଙ୍କୁ କହିଲା ଚାଇନା କମ୍ପାନୀ…

ବେଜିଂ,୧୯।୧୨ : କୁହାଯାଏ ଏକ ସୁସ୍ଥ ମନ ଏକ ସୁସ୍ଥ ଶରୀରରେ ରହିଥାଏ। ଚାଇନାର ଏକ କାଗଜ ଉତ୍ପାଦନକାରୀ କମ୍ପାନୀର ମାଲିକ ଏହାକୁ ବହୁତ ଭଲ ଭାବରେ…

3 years ago

ପାଣିରେ ଚାଲିଲା କାର, ଭିଡିଓ ହେଲା ଭାଇରାଲ…

ନୂଆଦିଲ୍ଲୀ,୧୯।୧୨ : ସମ୍ପ୍ରତିି ଲୋକଙ୍କ ମଧ୍ୟରେ ଷ୍ଟଣ୍ଟ ପାଇଁ କ୍ରେଜ ବଢ଼ିବାରେ ଲାଗିଛି । ସୋସିଆଲ ମିଡିଆରେ ଲାଇକ ପାଇବା ଦୌଡ଼ରେ ଯୁବବର୍ଗମାନେ ନିଜ ଜୀବନକୁ ବାଜି…

3 years ago