ଫୁରସତ

ଉପଭୋକ୍ତା ସଚେତନ ହେବା ଜରୁରୀ

ଆଜିର ଯୁଗରେ ଗ୍ରାହକ ଅର୍ଥାତ୍‌ ଉପଭୋକ୍ତା ସଚେତନ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୁଞ୍ଜିବାଦର ଏହି ଯୁଗରେ ଉପଭୋକ୍ତା ପ୍ରତ୍ୟେକ ଦିଗରେ ସତର୍କ ରହିବା ଉଚିତ୍‌। ଜଣେ ଉପଭୋକ୍ତାଙ୍କୁ…

2 years ago

କେୟାରଟେକର୍‌ଙ୍କୁ ଭେଟିବାକୁ ହସ୍ପିଟାଲ୍‌ରେ ପହଞ୍ଚିଲା ହାତୀ: ତା’ପରେ କଲା ଏମିତି କାମ, ଭିଡିଓ ଦେଖିଲେ ହେବେ ଭାବପ୍ରବଣ

କେତେକ ପ୍ରାଣୀ ବନ୍ଧୁତ୍ୱପୂର୍ଣ୍ଣ, ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ହାତୀ। ନିକଟରେ ହାତୀ ସହ ଜଡିତ ଏକ ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏଥିରେ ଏକ…

2 years ago

Video: ନିଶାରେ ଟଳମଳ ହୋଇ ବି ଟ୍ରାଫିକ୍‌ ନିୟମ ମାନିଲେ ଏହି ବ୍ୟକ୍ତି, ଭିଡିଓ ଦେଖି…

ସୋସିଆଲ ମିଡିଆରେ ମଦ୍ୟପମାନଙ୍କୁ ନେଇ ଅନେକ ଭିଡିଓ ଦେଖିଥାଇପାର, ହେଲେ କେବେ ନିଶାରେ ଥାଇ ବି ଟ୍ରାଫିକ୍‌ ନିୟମ ପାଳନ କରୁଥିବା ଦେଖିଛନ୍ତି। ହୁଏତ ନା, ଆଜି…

2 years ago

୨୬ ବର୍ଷ ଚାକିରିରେ ମାତ୍ର ଗୋଟିଏ ଦିନ ଛୁଟି: ‘ଇଣ୍ଡିଆ ବୁକ ଅଫ ରେକର୍ଡସ’ରେ ପାଇଲେ ସ୍ଥାନ

ଲକ୍ଷ୍ନୌ,୧୪।୩: ଉତ୍ତରପ୍ରଦେଶର ବିଜନୋର ବାସିନ୍ଦା ତେଜପାଲ ସିଂ ଏକ ନିଆରା ରେକର୍ଡ କରିଛନ୍ତି। ୨୬ ବର୍ଷର ଚାକିରିରେ ସେ କେବଳ ଗୋଟିଏ ଦିନର ଛୁଟି ନେଇଛନ୍ତି। ତେଜପାଲ…

2 years ago

ବିଲେଇ ପାଇଁ ଜାପାନରେ ହାଇ ଆଲର୍ଟ, ଜାଣନ୍ତୁ ପୂରା ମାମଲା…

ଟୋକିଓ,୧୪ା୩: ସାଧାରଣ ଏକ ବିଲେଇ ପାଇଁ ଜାପାନ ପରି ସହରରେ ସତର୍କ ଘଣ୍ଟି ବାଜିବା ନିଶ୍ଚିତ ଆଶ୍ଚର୍ଯ୍ୟଜନକ ଘଟଣା। ହିରୋସିମା ପ୍ରିଫେକ୍ଟରର ଫୁକୁୟାମା କର୍ତ୍ତୃପକ୍ଷ କହିଛନ୍ତି, ଏକ…

2 years ago

ଚଳନ୍ତା ଟ୍ରେନ୍‌ରେ ବିବାହ କଲେ ପ୍ରେମୀଯୁଗଳ, ସାଥୀରେ ବି ଥିଲେ ବରଯାତ୍ରୀ, କାରଣ ଜାଣିଲେ…

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି ଏବଂ ସେମାନଙ୍କର ନିଜସ୍ବ ଚିନ୍ତାଧାରା ମଧ୍ୟ ସ୍ବତନ୍ତ୍ର। କିଛି ଲୋକ ବିବାହକୁ ସ୍ମରଣୀୟ କରିବା ପାଇଁ କେତେ କ’ଣ ବ୍ୟବସ୍ଥା…

2 years ago

ଯୁବତୀଙ୍କୁ ସ୍କୁଟି ଚଳାଉଥିବା ଦେଖି ହାତୀ ବି ଡରିଗଲା, ବାଟେ ବାଟେ ଜଙ୍ଗଲକୁ ଧାଇଁଲା…

ପୃଥିବୀପୃଷ୍ଠର ବିଶାଳକାୟ ପଶୁଙ୍କ ମଧ୍ୟରୁ ହାତୀ ଅନ୍ୟତମ। ଜଙ୍ଗଲର ରାଜା ସିଂହ ବି ଏହାର ସାମ୍ନାକୁ ଆସିବାକୁ ସାହସ କରନ୍ତି ନାହିଁ। ହେଲେ ଯଦି କେବେ ହାତୀ…

2 years ago

ଧୂମପାନ ତ୍ୟାଗ ସମ୍ଭବ

ପ୍ରତିବର୍ଷ ମାର୍ଚ୍ଚ ୧୩ ତାରିଖକୁ ‘ଜାତୀୟ ଧୂମପାନ ବର୍ଜନ ଦିବସ’ ଭାବରେ ପାଳନ କରାଯାଇଥାଏ। ଏକ ସଦ୍ୟତମ ଆକଳନରୁ ଜଣାପଡିଛି ଯେ, ପ୍ରତିବର୍ଷ ସମଗ୍ର ବିଶ୍ୱରେ ପ୍ରାୟ…

2 years ago

ଗ୍ୟାଙ୍ଗଷ୍ଟର Weds ଲେଡି ଡନ, ତାଜୁବ କଲା ଏହି ଯୋଡି

ନୂଆଦିଲ୍ଲୀ, ୧୨।୩: ଗ୍ୟାଙ୍ଗଷ୍ଟରଙ୍କ ସହ ଲେଡି ଡନଙ୍କ ବିବାହ। ବହୁଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର କାଲା ଜାଠେଡ଼ି ଓରଫ ସନ୍ଦୀପ ନିଜ ଦୀର୍ଘଦିନର ବାନ୍ଧବୀ ଅନୁରାଧା ଚୌଧୁରୀଙ୍କୁ ମଙ୍ଗଳବାର ଦିଲ୍ଲୀର…

2 years ago

Video: ଚଳନ୍ତା ବାଇକ୍‌ରେ ଖୁଲମ୍‌ଖୁଲ୍ଲା ରୋମାନ୍ସ କରୁଥିଲେ ପ୍ରେମୀଯୁଗଳ, ବସ୍‌ ଡ୍ରାଇଭର କରିଦେଲେ ଏଭଳି କାରନାମା

ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଆଜିକାଲି ଲୋକେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ଯେପରି ତାଙ୍କର ମାନ ସମ୍ମାନ ଚାଲିଗଲେ ବି କିଛି ପରବାଏ ନାହିଁ।…

2 years ago