ମନୋରଞ୍ଜନ

ଐଶ୍ୱର୍ଯ୍ୟା ରାୟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ର ସବୁଠୁ ସଫଳ ଅଭିନେତ୍ରୀ ଭାବେ ଜଣାଶୁଣା। ୧୯୯୭ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାମିଲ ଚଳଚ୍ଚିତ୍ର ‘ଇରୁଭର୍‌’ ସହିତ କ୍ୟାରିଅର୍‌ ଆରମ୍ଭ…

2 years ago

ଡେଟିଂର ଚର୍ଚ୍ଚା ଭିତରେ ପାକିସ୍ତାନୀ ଅଭିନେତ୍ରୀଙ୍କ ସହ ନଜର ଆସିଲେ ବାଦଶାହା

ମୁମ୍ବାଇ: ପ୍ରସିଦ୍ଧ ଗାୟକ-ରାପର ବାଦଶାହ ଏବଂ ପାକିସ୍ତାନୀ ଅଭିନେତ୍ରୀ ହାନିୟା ଆମିରଙ୍କ ମଧ୍ୟରେ ଡେଟିଂର ଗୁଜବ କିଛି ସମୟ ଧରି ଚାଲିଛି। ଯେତେବେଳେ ରାପର୍‌ ଦୁବାଇରେ ଥିଲେ,…

2 years ago

ରଜନୀକାନ୍ତଙ୍କ ସହ ୪ଥର ଫିଲ୍ମ କରିବାକୁ ମନା କରିଦେଇଥିଲେ ଏହି ଅଭିନେତ୍ରୀ

ସୁପରଷ୍ଟାର ରଜନୀକାନ୍ତ ଗତ କିଛି ଦଶନ୍ଧି ଧରି ମନୋରଞ୍ଜନ ଇଣ୍ଡଷ୍ଟ୍ରୀରେ ସକ୍ରିୟ ଥିଲେ। ୭୨ ବର୍ଷ ବୟସରେ ମଧ୍ୟ ସେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ…

2 years ago

ମୁଭି ‘ସାମ ବାହାଦୂର’କୁ ନେଇ ଏମିତି କହିଲେ ସଚିନ

ମୁମ୍ବାଇ,୩।୧୨: ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କ ଉପରେ ନିର୍ମିତ ମୁଭି କ୍ରମାଗତ ଭାବେ ଚର୍ଚ୍ଚାରେ ରହି ଆସୁଛି। ଦର୍ଶକେ ଏହି ମୁଭିକୁ ବହୁତ ପସନ୍ଦ…

2 years ago

ନିର୍ବାଚନ ଫଳାଫଳ ଦେଖି ଖୁସିରେ ଗଦଗଦ କଙ୍ଗନା: ଭଗବାନ ରାମଙ୍କ ସହ ମୋଦିଙ୍କୁ କଲେ ତୁଳନା

ନୂଆଦିଲ୍ଲୀ,୩।୧୨:ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲଙ୍ଗାନା ଏବଂ ଛତିଶଗଡ ୨୦୨୩ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଭାଜପା ବିଜୟ ନିକଟତର ହୋଇଛି।…

2 years ago

ଅଭିଷେକ ହାତରୁ କାଢ଼ିଲେ ବିବାହ ମୁଦି!

ବମ୍ବେ: ବଲିଉଡର ଚର୍ଚ୍ଚିତ ଦମ୍ପତି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ଫାଟ। ଏନେଇ କିଛି ଦିନ ଧରି କିଛି ନା କିଛି ଶୁଣିବାକୁ ମିଳୁଥିବା ବେଳେ…

2 years ago

ପୁଷ୍ପା-୨ ସୁଟିଂ ସେଟରେ ଅସୁସ୍ଥ ହେଲେ ଅଲୁ ଅର୍ଜୁନ, ଅଟକିଲା ସୁଟିଂ

ହାଇଦ୍ରାବାଦ,୨।୧୨: ସାଉଥ୍ ର ଷ୍ଟାଇଲିସ୍ ଷ୍ଟାର ଅଲୁ ଅର୍ଜୁନ ଆଜିକାଲି ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା ୨ ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ପୁଷ୍ପା ସୁଟିଂ…

2 years ago

ଫଟୋ ଶେୟାର କରି ଦିଲ୍ଲୀକୁ ମନେ ପକାଇଲେ ଶାହାରୁଖ

ମୁମ୍ବାଇ: ବଲିଉଡ୍‌ର ବାଦଶାହା ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ଡଙ୍କି’ କିଛି ଦିନ ମଧ୍ୟରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମର ଦ୍ୱିତୀୟ ଗୀତ ‘ନିକ୍‌ଲେ ଥେ କଭି ହମ୍‌…

2 years ago

ଇତିହାସ ରଚିଲା ‘ଆନିମଲ୍‌’; ପ୍ରଥମ ଦିନରେ ରୋଜଗାର ୧୦୦ କୋଟି ପାର୍‌

ବମ୍ବେ: ଓପନିଂ ଡେ’ରେ କମାଲ କରିଛି ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’। ବ୍ଲକବଷ୍ଟର ଫିଲ୍ମ ‘ବର୍‌ଫି’ ପରେ ଅଭିନେତାଙ୍କ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ…

2 years ago

ମାତ୍ର ୩୫୦୦ ଟଙ୍କା ପାଇଁ ଆତ୍ମହତ୍ୟା କରିଥିଲେ ମୁନାଓ୍ବାରଙ୍କ ମା’, କଷ୍ଟରେ ବିତିଥିଲା ପିଲାଦିନ

ବମ୍ବେ: ବିଗ୍‌ବସ୍‌ ଯିବା ପରଠାରୁ ଚର୍ଚ୍ଚାରେ କମେଡିଆନ୍‌ ତଥା ପ୍ରତିଯୋଗୀ ମୁନାଓ୍ବାର। ସେ ନିଜର କବିତା, ସ୍ବଭାବକୁ ନେଇ ଦର୍ଶକଙ୍କ ମନ କିଣୁଛନ୍ତି। ସେ ଫାଇନାଲରେ ପ୍ରବେଶ…

2 years ago