ସମ୍ପାଦକୀୟ

ଋଣ ମୃତ୍ୟୁ

ଏ ଦେଶରେ ବ୍ୟାଙ୍କ ଋଣ ନେଇ ବହୁ ବଡ଼ବଡ଼ିଆ ଦେଶ ବାହାରକୁ ଚାଲିଯାଉଥିଲେ ମଧ୍ୟ ସେମାନଙ୍କଠାରୁ ଅର୍ଥ ଅସୁଲ ଠିକ୍‌ ସମୟରେ କରାଯାଇପାରୁ ନାହିଁ। କିନ୍ତୁ ସାଧାରଣ…

10 months ago

ବୃତ୍ତି ପାଇଁ କୃତଜ୍ଞତା ନାହିଁ

ପୁଅ ଏବେ କ’ଣ କରୁଛି ?’ ଢେର୍‌ ଦିନ ପରେ ଦେଖା ହୋଇଥିବା ନିରାକାର ମାଷ୍ଟ୍ରେଙ୍କୁ ପଚାରିଲି। ସେ ଉତ୍ତର ଦେଲେ, ‘ୟୁନିଅନ ବ୍ୟାଙ୍କରେ କିରାଣି। ଗତ…

10 months ago

 ଲକ୍ଷ୍ମଣରେଖା

ଲକ୍ଷ୍ମଣରେଖା ଏକ ବହୁପ୍ରଚଳିତ ପୁରାଣ ବର୍ଣ୍ଣିତ ଶବ୍ଦ। ରାମାୟଣରେ ରାବଣର ନିର୍ଦ୍ଦେଶରେ ମାରିଚ ମାୟା ସୁବର୍ଣ୍ଣ ମୃଗ ହୋଇ ଶ୍ରୀରାମଙ୍କୁ ଭ୍ରମିତ କରାଇ ଘନ ଅରଣ୍ୟକୁ ନେଇଗଲା। ଶ୍ରୀରାମଙ୍କ…

10 months ago

ରଣନୀତିକ ବିପଦ

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ବାଭାବିକ ସ୍ଥିତି ଲାଗିରହିଛି। ପାକିସ୍ତାନକୁ ଭାରତୀୟମାନେ ପରମ ଶତ୍ରୁ ଭାବେ ଦେଖୁଛନ୍ତି। କିନ୍ତୁ କୂଟନୈତିକ ଓ…

10 months ago

ଦେଇଥିଲେ ପାଇ

ଦି ଜଣେ ଚାଷୀ ଗହମ ଅମଳ କରିବାକୁ ଚାହେଁ, ତେବେ ସେ ତା’ କ୍ଷେତରେ ଗହମ ବୁଣେ। ଯଦି ଧାନ ଅମଳ କରିବାକୁ ଚାହେଁ, ତେବେ ସେ…

10 months ago

ଜଙ୍ଗଲ ଚିନ୍ତା

ଜଙ୍ଗଲ ପୃଥିବୀର ଅନ୍ୟତମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପରିବେଶ ବ୍ୟବସ୍ଥା। ସବୁ ଭୂମିଗତ ଉଦ୍ଭିଦ, କୀଟପତଙ୍ଗ ଓ ପ୍ରାଣୀଙ୍କ ୮୦ ପ୍ରତିଶତ ବାସସ୍ଥାନ ହେଉଛି ଜଙ୍ଗଲ। ବିଶ୍ୱର ପାଖାପାଖି…

10 months ago

‘ହୃଦୟ ଦୀପ’ର କାହାଣୀକାର

ମୋ ଗାଁ ବରଗଛ ମୂଳେ ଜନ୍ମ ହୋଇଥିବା ଏକ କାହାଣୀ ସମଗ୍ର ବିଶ୍ୱରେ ତା’ର ଛାୟା ବିସ୍ତାର କରିପାରେ।’ ଇଣ୍ଟରନ୍ୟାଶନାଲ ବୁକ୍‌ର ପ୍ରାଇଜ୍‌ ପାଇବା ପରେ ଗଣମାଧ୍ୟମକୁ…

10 months ago

ବିସମ୍ବାଦର ବିଡ଼ମ୍ବନା

ସେ କାଳରୁ ଏକାଳଯାଏ ଏ ସଂସାରରେ ଏମିତି କେହି ଜଣେ ନ ଥିବେ, ଯିଏ ଏହି ସଂସାରକୁ ଆସିବାଠୁ ପୁଣି ଚିରଦିନ ପାଇଁ ବିଦାୟ ନେବା ପର୍ଯ୍ୟନ୍ତ…

10 months ago

ଗଣତନ୍ତ୍ର ଓ ବ୍ୟକ୍ତି ସ୍ବାଧୀନତା

ଗଣତନ୍ତ୍ର ବ୍ୟବସ୍ଥା ମୁଖ୍ୟତଃ ବ୍ୟକ୍ତି ସ୍ବାଧୀନତାକୁ ବୁଝାଏ। ସାମାଜିକ ମାନଦଣ୍ଡ ଓ ସାଂସ୍କୃତିକ ମୂଲ୍ୟବୋଧର ପାଳନ ଯେ କୌଣସି ସରକାରଙ୍କ ଗଣତାନ୍ତ୍ରିକ ଗୁଣବତ୍ତା ହୋଇପାରେ। ଗଣତନ୍ତ୍ରର ସଂସ୍କୃତି,…

10 months ago

ଦୈବାଶିଷ ପ୍ରାପ୍ତ ହେଉ ଭାବୀ କର୍ଣ୍ଣଧାରଙ୍କୁ

ସମାଜରେ ସୁଖ ଶାନ୍ତିରେ ଚଳିବା ପାଇଁ ମଣିଷ ଗଢ଼ିଛି ନୀତି ଓ ନିୟମ। ସ୍ବକୀୟ ସୁଖ ଶାନ୍ତିି ପାଇଁ ପ୍ରସ୍ତୁତ ନିୟମ କାଳକ୍ରମେ ସମାଜ, ଜାତି ଓ…

10 months ago