ସମ୍ପାଦକୀୟ

ଏଇ ଭାରତରେ

ଗୋଟିଏ ଆମ୍ବର ମୂଲ୍ୟ ୧୫୦୦ ଟଙ୍କା। ଏହା ବିଶ୍ୱାସ ହେଉ ନ ଥିଲେ ବି ସତ। ଏମିତି ଆମ୍ବ ଫଳୁଛି ମଧ୍ୟପ୍ରଦେଶର ଶିବରାଜ ସିଂ ଯାଦବଙ୍କ ଫାର୍ମରେ।…

5 years ago

ଏଇ ଭାରତରେ

କୋଭିଡ୍‌ ମହାମାରୀରେ ସବୁଠୁ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସଂକ୍ରମିତ ଗର୍ଭବତୀମାନେ। ଏହି ସମୟରେ ସନ୍ତାନ ପ୍ରସବ କରିବା ମା’ ଓ ଶିଶୁଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ।…

5 years ago

ଶିକ୍ଷା ଓ ବିଦ୍ୟା

ଇଂ. ମୁରଲୀଧର ହୋତା ଆମର ପ୍ରଚଳିତ ଧାରଣାରେ ଶିକ୍ଷା, ସାକ୍ଷରତାରୁ ଆରମ୍ଭ କରି ବୈଷୟିକ ପାଠ୍ୟକ୍ରମରେ ସିଦ୍ଧି, କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସାଫଲ୍ୟ ଅଥବା ଜୀବିକା ନିର୍ବାହ…

5 years ago

ଦେଶର ଅର୍ଥନୀତି ତଳକୁ ତଳକୁ

କିଶୋର ଜେନା ଦେଶର ଅର୍ଥନୀତି ତଳକୁ ତଳକୁ ଯାଉଛି, ଆଉ ପ୍ରଧାନମନ୍ତ୍ରୀ ଅର୍ଥନୈତିକ ସଂସ୍କାରର ଗଳ୍ପ ଶୁଣାଉଛନ୍ତି। ସଂସ୍କାର ନୀତି ସମ୍ପର୍କରେ ତାଙ୍କର ଦାବି, କୋଭିଡ୍‌ ମହାମାରୀ…

5 years ago

ସଞ୍ଚାର ଭବନରେ ନିରାଶା

ସଞ୍ଚାର ଭବନରେ ଜଟିଳ ପରିସ୍ଥିତିରେ କାର୍ଯ୍ୟ ସମ୍ପାଦନ କରିବାକୁ କେହି ରାଜି ନ ଥିତ୍ବା ଭଳି ଜଣାପଡ଼ୁଛି। ଏବେ ସେଠାରେ ବିଭିନ୍ନ ବିଭାଗରେ ବାବୁମାନଙ୍କ ସଂଖ୍ୟା ପୂର୍ବଭଳି…

5 years ago

ଏଇ ଭାରତରେ

ମହାମାରୀ କରୋନା ସମୟରେ ସୁରକ୍ଷିତ ରହିବା ଲାଗି ଆମେ ଘରେ ରହୁଥିତ୍ବାବେଳେ ପୁଡୁଚେରୀର ମଣିକନ୍ଦନ କିନ୍ତୁ ଦିନରାତି କୋଭିଡ୍‌ ସଂକ୍ରମିତଙ୍କ ସେବାରେ ଲାଗିଛନ୍ତି। ସେ ରୁହନ୍ତି ରାମନାଥପୁରମ୍‌ରେ…

5 years ago

ଚଳନ୍ତି ଈଶ୍ବର

ଡ. ପ୍ରଫୁଲ୍ଲ କୁମାର ସାହୁ ବାପା କେବଳ ଏକ ଶବ୍ଦ ନୁହେଁ, ଅନୁଭବ। ସ୍ବପ୍ନର ଝଲକାଏ ଆତ୍ମପ୍ରକାଶ। ଆମ ମୁଗ୍ଧ ଅନୁଭବର ଏକ ଅମୃତମୟ ସତ୍ତା; ଯାହାକୁ…

5 years ago

ମହାମାରୀ ଓ ମହିଳା ନେତୃତ୍ୱ

ମିସେଲ୍‌ ବ୍ୟାରୀ, ଗୀତା ରାଓ ଗୁପ୍ତା କୋଭିଡ୍‌ -୧୯ ମହାମାରୀରେ ଏବେ ସାରା ବିଶ୍ୱ ପ୍ରଭାବିତ। ଏହା କୋଟି କୋଟି ଲୋକଙ୍କ ରୋଜଗାର ଛଡ଼ାଇ ନେଇଛି। ମହିଳାମାନଙ୍କ…

5 years ago

ଆକର୍ଷଣ ମୋହ-ବିସ୍ମୟର

ଡ.ବାସୁଦେବ ମିଶ୍ର ଈଶ୍ୱର ତାଙ୍କ ସୃଷ୍ଟିରେ ନିଜ ହାତରେ ଗଢ଼ିଥିବା ପ୍ରାଣୀମାନଙ୍କୁ ସେମାନଙ୍କ ଜୀବନକାଳ ମଧ୍ୟରେ ସୁଖଦୁଃଖ ନେଇ ବଞ୍ଚତ୍ବାର ପୂର୍ଣ୍ଣ ସୁଯୋଗ ଦିଅନ୍ତି। ପ୍ରାଣୀମାନେ ମଧ୍ୟ…

5 years ago

ଅର୍ଥନୀତି ଓ ଜଳବାୟୁ ବିପ୍ଳବ

ଟମ୍‌ ବ୍ରୁକେସ, ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର, ଷ୍ଟ୍ରାଟେଜିକ କମ୍ୟୁନିକେଶନ, ୟୁରୋପିଆନ କ୍ଲାଇମେଟ ଫାଉଣ୍ଡେଶନ | ଗେର୍‌ନଟ ଓ୍ବାଗନେର, କ୍ଲିନିକାଲ ଆସୋସିଏଟ୍‌ ପ୍ରଫେସର, ଏନ୍‌ଭାଇରନମେଣ୍ଟାଲ ଷ୍ଟଡିଜ୍‌, ନ୍ୟୁୟର୍କ ୟୁନିଭର୍ସିଟି  …

5 years ago