ଅନିଲ ବିଶ୍ୱାଳ ଅନେକ ଦିନର ବ୍ୟବଧାନ ପରେ ଏବେ ପୁଣି ଚର୍ଚ୍ଚାକୁ ଫେରିଛି ପାଇକ ସଂଗ୍ରାମ। ପାଇକ ସଂଗ୍ରାମକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବରେ ମାନ୍ୟତା…
କେନ୍ଦ୍ର ସରକାରଙ୍କ ଦ୍ୱାରା ସଚିବସ୍ତରୀୟ ଅଦଳବଦଳ କରାଯାଇଛି। ଏଥିରେ ୯ଟି ମନ୍ତ୍ରଣାଳୟ ଓ ବିଭାଗକୁ ମିଳିଛି ନୂଆ ସଚିବ। କେନ୍ଦ୍ରରେ ଏ ପ୍ରକାର ପଦୋନ୍ନତି ଲାଗି ୧୯୯୦…
ଡ. ସିଦ୍ଧାର୍ଥ କାନୁନ୍ଗୋ ରୁଷିପ୍ରତିମ ଆଚାର୍ଯ୍ୟ ହରିହରଙ୍କୁ ଯଦି କିଏ ନମସ୍କାର କରୁଥିଲେ, ସେ ତତ୍କ୍ଷଣାତ୍ ସେହି ବ୍ୟକ୍ତିଙ୍କୁ ପ୍ରତିନମସ୍କାର ଜଣାଇ କହୁଥିଲେ, ‘ଭଲ ମଣିଷ ହୁଅ’।…
ମାଇକେଲ୍ ଲିଣ୍ଡ୍ ଓ୍ବାଶିଂଟନ୍ ଡିସିରେ ୬ ଜାନୁୟାରୀ ୨୦୨୧ରେ ଯାହା ଘଟିଥିଲା ସେଥିରୁ ବହୁତ କିଛି ଶିଖିବାକୁ ବାକି ରହିଛି। କାପିଟୋଲରେ ଟ୍ରମ୍ପ୍ଙ୍କ ସପକ୍ଷବାଦୀ ବିଦ୍ରୋହୀ ଜୋରଜବରଦସ୍ତି…
ବିପ୍ଳବ ଦିଲ୍ଲୀ ବାୟୁ ପ୍ରଦୂଷଣ ସମସ୍ତଙ୍କୁ ଚିନ୍ତାରେ ପକେଇ ଦେଇଛି। ଏପରିକି ଏଥିପାଇଁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ତାଗିଦ କରିବାକୁ ପଡ଼ିଲା ଆଉ ସରକାର କଠୋର ନିଷ୍ପତ୍ତି…
ଅରବିନ୍ଦ ସୁବ୍ରମଣ୍ୟନ୍ ଗତ କିଛିବର୍ଷ ଧରି ବିଶେଷକରି ଗ୍ଲାସ୍ଗୋରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍୨୬) ପରେ ଶୂନ କାର୍ବନ ନିର୍ଗମନ ସ୍ତରକୁ ହାସଲ କରିବା ଲାଗି…
ଡ. ପ୍ରମୋଦ କୁମାର ପଣ୍ଡା ପୁରୁଷୋତ୍ତମ କ୍ଷେତ୍ର ପୁରୀରେ ଶ୍ରୀମନ୍ଦିର ପରିକ୍ରମା ସୌନ୍ଦର୍ଯ୍ୟକରଣ ଏକ ସ୍ବାଗତଯୋଗ୍ୟ ଓ ସୁନ୍ଦର ପଦକ୍ଷେପ। ଏହାଦ୍ୱାରା ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ପୁରୀର…
ଡ.ମୌସୁମୀ ପରିଡ଼ା ବିଶେଷତଃ ପରିବାରଗୁଡ଼ିକରେ ବୃଦ୍ଧମାନଙ୍କୁ ଛାଡ଼ିଦେଲେ ପିଲାମାନେ ମଧ୍ୟ ଅବହେଳାର ଶିକାର ହୁଅନ୍ତି। ଖାଦ୍ୟ, ପୋଷାକ ସମ୍ବନ୍ଧୀୟ ଆବଶ୍ୟକତା ଛଡ଼ା ଅନ୍ୟ ବିଷୟ ପ୍ରତି ବିଶେଷ…