ସମ୍ପାଦକୀୟ

ଏଇ ଭାରତରେ

ଛତିଶଗଡ଼ର ବସ୍ତର ଅଞ୍ଚଳ ନାଁ ଶୁଣିଲେ ମାଓବାଦୀ ଭୟ ଆସେ, କିନ୍ତୁ ଜଣେ ସାମାଜିକ କର୍ମୀଙ୍କ ହାତତିଆରି ବାଉଁଶ ସାଇକେଲ ସେଠାକାର ଲୁକ୍କାୟିତ ହସ୍ତକଳା ପରିଚୟକୁ ସାମ୍ନାକୁ…

5 years ago

ଅଧିକାର କ୍ଷୁଣ୍ଣ

କର୍ନାଟକର ଖ୍ରୀଷ୍ଟିଆନ ସମୁଦାୟ ଓ ତାଙ୍କ ଉପାସନା ସ୍ଥଳୀଗୁଡ଼ିକ ଉପରେ କରାଯାଇଥିବା ସଂଘବଦ୍ଧ ଆକ୍ରମଣକୁ ନେଇ ଚଳିତ ସପ୍ତାହରେ ପିପୁଲ୍ସ ୟୁନିୟନ ଫର୍‌ ସିଭିଲ୍‌ ଲିବର୍ଟିିଜ୍‌(ପିୟୁସିଏଲ୍‌)ର ଏକ…

5 years ago

ପାରଦର୍ଶୀ ଗଣିତଜ୍ଞ

ଗଣିତ ପାଠ କଥା ଉଠିଲେ ଅନେକ ପିଲା ଡରି ଯାଇଥାଆନ୍ତି। ବିଶେଷକରି ଝିଅଙ୍କର ଏହି ବିଷୟ ଭଲ ହୋଇ ନ ଥାଏ ବୋଲି ଏକ ଧାରଣା ସୃଷ୍ଟି…

5 years ago

କଥାଟି କାହାକୁ କହିବେନି

ଚିତ୍ର ଚରିତ୍ର / ଅଧ୍ୟାପକ ନିରଞ୍ଜନ ପାଢ଼ୀ ଯେଉଁ ବନ୍ଧୁଙ୍କ ପାଖରୁ କଥାଟି ଶୁଣିବାକୁ ମିଳିଥିଲା, ସେ ଅବଶ୍ୟ ବାରଣ କରି ନ ଥିଲେ କାହାକୁ କହିବା…

5 years ago

ଏଇ ଭାରତରେ

ଗୋଟିଏ ଟି-ଶାର୍ଟ ଏବଂ ଏକ ଯୋଡ଼ା ଜିନ୍ସ ଲାଗି ଆବଶ୍ୟକ ଫାଇବର ପ୍ରସ୍ତୁତିରେ ଯଥାକ୍ରମେ ୨,୭୦୦ ଓ ୧୦,୦୦୦ ଲିଟର ପାଣି ଲାଗୁଛି। ଏହା ଜାଣି ଆଶ୍ଚର୍ଯ୍ୟ…

5 years ago

ଏଇ ଭାରତରେ

ଲକ୍‌ଡାଉନରେ ପିଲାମାନେ ଅନ୍‌ଲାଇନରେ ପଢ଼ିବା ପରେ ବାକି ସମୟ କଟାଇବା ସେମାନଙ୍କ ଲାଗି କଷ୍ଟକର ହୋଇପଡୁଥିବାବେଳେ କେରଳର ୧୩ ବର୍ଷୀୟା ବନୁପ୍ରିୟାଙ୍କ ଜୀବନଶୈଳୀରେ ଭିନ୍ନତା ପରିଲକ୍ଷିତ ହୋଇଛି।…

5 years ago

କିସ କରିବା ଆଜ୍ଞା

ଦ୍ୱିତୀ ଚନ୍ଦ୍ର ସାହୁ ଡଙ୍ଗରିଆଙ୍କ ଚିତ୍ରକଳା ସମ୍ପର୍କରେ ଜାଣିବାକୁ ଆଗ୍ରହ ହେତୁ ଯିବାକୁ ପଡ଼ିଲା ଡଙ୍ଗରିଆ ଅଞ୍ଚଳ। ଅଙ୍କାବଙ୍କା ରାସ୍ତା ଦେଇ ପହଞ୍ଚତ୍ଲି ଡଙ୍ଗରିଆଙ୍କ ଅନ୍ୟତମ ପ୍ରମୁଖ…

5 years ago

ଯେଉଁ ଭାଇରସ୍‌ର ଟିକା ନାହିଁ

ରଞ୍ଜନ କୁମାର ଦାସ ପିଲାବେଳେ ଆମେ ବଡ଼ମାନଙ୍କ ମୁହଁରୁ ଶୁଣୁ ଯେ ଶାଗ ଖିଆକୁ ପେଯ ଖିଆ ଦେଖି ସହି ପାରେନି। ସେତେବେଳେ ଏ କଥାର ମର୍ମ…

5 years ago

କେନ୍ଦ୍ରକୁ ଆକଟ

ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏନ୍‌ଡିଏ ସରକାରଙ୍କ ଧ୍ୟାନ ରହିଥିତ୍ଲେ ମଧ୍ୟ ପଶ୍ଚିମବଙ୍ଗ ଉପରୁ ଏହାର ନଜର ହଟିନାହିଁ। ରାଜନୈତିକ ଶତ୍ରୁତା ବ୍ୟତୀତ ଏନ୍‌ଡିଏ ସରକାର ପଶ୍ଚିମବଙ୍ଗର…

5 years ago

ବିତର୍କ ଲୋଡ଼ା

ବେଲାବେସ ବେଙ୍କ୍ରେଡା ଡିସେମ୍ବର ୨୪ରେ ଲିବ୍ୟାରେ ପ୍ରଥମ ପର୍ଯ୍ୟାୟ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ବହୁ ଶତାବ୍ଦୀର ଏକଚ୍ଛତ୍ରବାଦ ଶାସନ, ଗୃହଯୁଦ୍ଧ ଏବଂ ଖୁବ୍‌ ନିକଟରେ ଏକ…

5 years ago