ସମ୍ପାଦକୀୟ

କ୍ରୀଡ଼ାଭିମୁଖୀ ପ୍ରଶାସକ

କୁହାଯାଇଥାଏ ଜୀବନ କେବଳ ଏକ ଗନ୍ତବ୍ୟସ୍ଥଳ ନୁହେଁ, ଏକ ଯାତ୍ରା। ଉତ୍ତରପ୍ରଦେଶର ଗୌତମ ବୁଦ୍ଧନଗର (ନଏଡା) ଜିଲାପାଳ ସୁହାସ ଏଲ୍‌ ଓ୍ବାଇ ମଧ୍ୟ ଅନୁଭବ କରନ୍ତି ଯେ,…

4 years ago

ବିଚିତ୍ର ଏ ବ୍ୟବସ୍ଥା

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ “ମୁଁ କେବେ ଡାକ୍ତର ହୋଇପାରିବି ନାହିଁ, କାରଣ ମୋ ଦୁର୍ଭାଗ୍ୟକୁ ମୁଁ ଉଚ୍ଚ କୁଳରେ ଜନ୍ମ ନେଇଛି। ମେଡିକାଲ ପାଠ୍ୟକ୍ରମରେ…

4 years ago

ଏଇ ଭାରତରେ

ଅସହାୟଙ୍କ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି ତାମିଲନାଡୁର ମନୀଷା କ୍ରିଷ୍ଣସ୍ବାମୀ। ସେ ରାସ୍ତକଡ଼ରେ ରହୁଥିବା ଅସହାୟଙ୍କୁ ଖାଦ୍ୟ, ଓ୍ୟଷଧ ଯୋଗାଇବା ସହ ଥଇଥାନ କରୁଛନ୍ତି।…

4 years ago

ଏଇ ଭାରତରେ

ପ୍ରତିଦିନ ରାସ୍ତାରେ ବୁଲା ଷଣ୍ଢ ଓ ଅସହାୟ ଅବସ୍ଥାରେ ରହିଥିତ୍ବା ଗୋରୁଙ୍କୁ ଖାଇବାକୁ ଦେବା ଲାଗି ଅଭିଯାନ ଚଳାଇଛନ୍ତି ଗାଜିଆବାଦର ମୟଙ୍କ ଚୌଧୁରୀ। ଏଥିତ୍ପାଇଁ ସେ କେତେ…

4 years ago

ବଢ଼ିଆ ଲାଗିଲା

ଦ୍ୱିତୀ ଚନ୍ଦ୍ର ସାହୁ ଗାଇଡ ... ଗାଇଡ’ - ହୁରି ଛାଡୁଥାଏ ଜଣେ। ତା’ ପାଖ ଦେଇ ଗଲାବେଳେ ଆମ ଭିତରୁ ଜଣେ କହିଲା - ‘ଗାଇଡ…

4 years ago

ଏତେ ମାମଲା କାହିଁକି

ରାଜୀବ କୁମାର ନାୟକ ଆନ୍ତର୍ଜାତିକ ନ୍ୟାୟ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଥିଲେ ଯେ ବିଳମ୍ବ ନ୍ୟାୟିକ ପ୍ରକ୍ରିୟା ମଧ୍ୟ ଏକପ୍ରକାର ଦଣ୍ଡ। କିଛିଦିନ ତଳେ…

4 years ago

ଚିନ୍ତା ବଢ଼ିଯାଇଛି

ତାଲିବାନ୍‌ ଆଫଗାନିସ୍ତାନ ଦଖଲ ପରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ) ପକ୍ଷର ୁ ଦେଶର ସ୍ବାର୍ଥ ରକ୍ଷା ଉପରେ ମନ୍ତବ୍ୟ ଦିଆଯିବା ଏବଂ ଆଫଗାନ୍‌ ଶରଣାର୍ଥମାନଙ୍କୁ ଅସ୍ଥାୟୀ…

4 years ago

ଏଇ ଭାରତରେ

ପିଢ଼ି ପରେ ପିଢ଼ି ୧୦୩ ବର୍ଷ ହେବ ସୁରୁଖୁରୁରେ ଚାଲିଥିବା ଏକ ଭୋଜନାଳୟ କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ଭୋଜନାଳୟ ରହିଛି କୋଲକାତାର କଲେଜ ଷ୍ଟ୍ରିଟ୍‌ରେ।…

4 years ago

ନାମ ପାଇଁ ଡହଳବିକଳ

ବିଚିତ୍ର ବିଶ୍ୱାଳ ଆମେ ଦେଖୁଛେ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଥିବା ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ବେଳେ ଖେଳାଳିଙ୍କ ଫଟୋ ଅପେକ୍ଷା ନେତାମାନଙ୍କର ଫଟୋ ବଡ଼ ହୋଇ ଦେଖାଯାଉଛି।…

4 years ago

କେତେ ସତ

ଡା. ଶୁଭଶ୍ରୀ ମିଶ୍ର ମହିଳାମାନଙ୍କ ମଧ୍ୟରେ ମାସିକ ଋତୁସ୍ରାବ ବେଳେ ଟିକା ନେବାକୁ ନେଇ ଏକ ଗୁଜବ ଚାରିଆଡ଼େ ଚାଲିଛି। କିନ୍ତୁ ଋତୁସ୍ରାବ ପୂର୍ବରୁ କିମ୍ବା ହେଉଥିଲାବେଳେ…

4 years ago