ସମ୍ପାଦକୀୟ

ସୃଷ୍ଟିକରୁ ନିଜ ସୁରକ୍ଷାବଳୟ

ମୀରା ବେଉରା ଫ୍ରାନ୍ସର ଲେଖକ ରୁଷୋ ଯୁକ୍ତି କରିଥିଲେ, ମଣିଷ ବଞ୍ଚତ୍ରହୁ ନିଜର ସ୍ବର ଓ ସ୍ବାଭିମାନକୁ ନେଇ। ଯଦି ସେତକ ସିଏ ହରେଇ ଦିଏ ତେବେ…

4 years ago

ଦୁର୍ଭାଗ୍ୟର ଦସ୍ତାବିଜ

ଉପେନ୍ଦ୍ର ବିଶ୍ୱାଳ ଓଃକି ହୃଦୟ ବିଦାରକ ସେ ଦୃଶ୍ୟ ! ନଭେମ୍ବର ୨୬ ଆସିଲେ, ମନେପଡ଼ିଯାଏ ସେହି କାଳରାତ୍ରିର କଥା। ଠିକ୍‌ ତେରବର୍ଷ ତଳର ଘଟଣା। ଦେଶର…

4 years ago

ବର୍ମାରେ ଗଣତନ୍ତ୍ରର ମୃତ୍ୟୁ

ମ୍ୟାନ୍‌ମାର(ବର୍ମା)ର ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀଙ୍କୁ ସେଠାକାର ମିଲିଟାରୀ ଶାସକ ଦୁଇଟି ଘଟଣାରେ ୬ ଡିସେମ୍ବରରେ ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ।…

4 years ago

ଏଇ ଭାରତରେ

ସମୟ ଚକ୍ରରେ ବହୁ ବରିଷ୍ଠ ନାଗରିକ ପରିବାର ପାଇଁ ଅଲୋଡ଼ା ହୋଇଯାଆନ୍ତି। ଏମିତି କି ଦିନକୁ ଦୁଇବେଳା ଖାଇବା ଯୋଗାଡ଼ କରିବା ସେମାନଙ୍କୁ କଷ୍ଟକର ହୋଇଯାଏ। ହେଲେ…

4 years ago

କରୋନାଠୁ କମ୍‌ ନୁହେଁ

ବିପ୍ଳବ କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଟିକାକରଣରେ ଜାତୀୟ ହାରଠୁ ଓଡ଼ିଶା ଆଗରେ ରହିଛି। ପରିସଂଖ୍ୟାନ ଦୃଷ୍ଟିରୁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁ ହାର…

4 years ago

ସେବା ନା କ୍ଷମତା ଲୋଭ

ଡ. ସନ୍ତୋଷ କୁମାର ମହାପାତ୍ର ଗତ ନଭେମ୍ବର ୨୮ରେ ୮୩ତମ ‘ମନ୍‌ କି ବାତ୍‌’ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ,…

4 years ago

ଏଥର ଶ୍ରୀକୃଷ୍ଣ

ଅଯୋଧ୍ୟାରେ ବାବ୍ରି ମସ୍‌ଜିଦ ଭଙ୍ଗା ଘଟଣା ୬ ଡିସେମ୍ବର ୨୦୨୧ରେ ୨୯ ବର୍ଷରେ ପହଞ୍ଚତ୍ଛି। ୫ ଅଗଷ୍ଟ ୨୦୨୦ରେ ଭୂମିପୂଜନ ହେବା ପରେ ସେଠାରେ ଭବ୍ୟ ରାମମନ୍ଦିର…

4 years ago

ଦୁଶ୍ଚିନ୍ତାରେ ଯବାନ

ନାଗାଲାଣ୍ଡ ମନ୍‌ ଜିଲାର ଟିରୁ ଅଞ୍ଚଳରେ ୪ ଡିସେମ୍ବର ସନ୍ଧ୍ୟାରେ ସେନାର ଅତର୍କିତ ଆକ୍ରମଣରେ ୧୩ ଜଣ ସାଧାରଣ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ୧୧ ଜଣ…

4 years ago

ପାଇକ ବିଦ୍ରୋହ ଓ ଜୟୀ ରାଜଗୁରୁ

ଡ. ପ୍ରଫୁଲ୍ଲ କୁମାର ସାହୁ ଭାରତୀୟ ମୁକ୍ତି ସଂଗ୍ରାମର ଇତିହାସର ପ୍ରଥମ ଶହୀଦ ଜୟୀ ରାଜଗୁରୁ(ଜୟକୃଷ୍ଣ ରାଜଗୁରୁ)। ଓଡ଼ିଆ ଅସ୍ମିତା ଓ ବୀରତ୍ୱର କିମ୍ବଦନ୍ତୀ ପୁରୁଷ। ଜଣେ…

4 years ago

ଦୀପ ତଳ ଅନ୍ଧାର

ଶ୍ୱେତପଦ୍ମାସିନୀ ମହାନ୍ତି ଏତେ ବଡ଼ ଦେଶରେ ପ୍ରତ୍ୟହ କିଛି ନା କିଛି ଘଟଣା, ଦୁର୍ଘଟଣା ଘଟିବ ନିଶ୍ଚୟ। ଏମିତିରେ ଯଦି କେଉଁଠି ବମ୍‌ଟିଏ ଫୁଟିଗଲା ଏବଂ ସେଥିରୁ…

4 years ago