ସମ୍ପାଦକୀୟ

ଏଇ ଭାରତରେ

ଜଣେ ଅପରାଧୀଙ୍କ ଜୀବନରେ ଆସିଥିବା ଅବିଶ୍ୱସନୀୟ ପରିବର୍ତ୍ତନ ଓ ତାଙ୍କ ନିଆରା ସେବା ସମାଜ ପାଇଁ ବାସ୍ତବ ପ୍ରେରଣାଦାୟକ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ଉତ୍ତରପ୍ରଦେଶ ଗ୍ବାଲିୟରର…

4 years ago

ଏଇ ଭାରତରେ

ଅନେକେ କହନ୍ତି, ଚାଷ କାର୍ଯ୍ୟ ତୁଲାଇବାର କ୍ଷମତା ନ ଥିବାରୁୁ ମହିଳାମାନେ ଏ କ୍ଷେତ୍ରରେ ସଫଳ ହୋଇପାରନ୍ତି ନାହିଁ। କିନ୍ତୁ ଏଭଳି କହୁଥିବା ଲୋକଙ୍କ ଆକଳନକୁ ଭୁଲ…

4 years ago

ସାମଗ୍ରିକ ବନାମ ସାମୟିକ

ଡ. ମୌସୁମୀ ପରିଡ଼ା ମଣିଷର ସାମଗ୍ରିକ କୃତି, ପ୍ରତିଭା, ସମାଜସେବା ପାଇଁ ତାକୁ ସମ୍ମାନିତ କିମ୍ବା ପୁରସ୍କୃତ କରିବା ଦ୍ୱାରା ଉତ୍ସାହ ବୃଦ୍ଧି ହେବା ସହିତ ଅନ୍ୟମାନେ…

4 years ago

ଦିବ୍ୟାଙ୍ଗ ନିଯୁକ୍ତି ଭେଳିକି

ନାରାୟଣ ଚନ୍ଦ୍ର ବିଶ୍ୱାଳ   କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ସରକାର ଏପରିକି ଅନେକ ବିଶ୍ୱବିଖ୍ୟାତ ସ୍ବେଚ୍ଛାସେବୀ ସଂଗଠନର ପ୍ରମୁଖମାନେ ଦିବ୍ୟାଙ୍ଗମାନଙ୍କ ପାଇଁ ଅନେକ କିଛି ପ୍ରଗତିମୂଳକ ଓ…

4 years ago

ଛାୟା ଯୁଦ୍ଧ

ଦେଶରେ କୋଭିଡ୍‌ ଟିକାକରଣରେ ନ୍ୟାଶନାଲ ହେଲ୍‌ଥ ଅଥରିଟି (ଏନ୍‌ଏଚ୍‌ଏ)ର ପ୍ରମୁଖ ଭୂମିକା ରହିଛି। ଏଥିପାଇଁ ଏହାର ସିଇଓ ଆର୍‌.ଏସ୍‌.ଶର୍ମା ଉତ୍ତରଦାୟୀ। କୋଭିଡ୍‌ର ନୂଆ ରୂପ ଓମିକ୍ରନ୍‌ ଏବେ…

4 years ago

ଏଇ ଭାରତରେ

ଅଦରକାରୀ କପଡ଼ାରୁ ବିଭିନ୍ନ ବ୍ୟବହାରଯୋଗ୍ୟ ଜିନିଷ ତିଆରି କରିବା ସହ ୪୦ ଜଣ ମହିଳାଙ୍କୁ ନିଯୁକ୍ତି ଦେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି କେରଳର ସଞ୍ଜୁ ସୋମାନ।…

4 years ago

ମାନବ ଅଧିକାରର ସୁରକ୍ଷା ଜରୁରୀ

ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ନାଗାଲାଣ୍ଡର ମୋନ୍‌ ଜିଲାରେ ନିକଟସ୍ଥ ଖଣିରେ କାମ କରି ଘରକୁ ଫେରୁଥିବା ଛଅ ଜଣ ଶ୍ରମିକଙ୍କୁ ଆସାମ ରାଇଫଲ୍ସର ଯବାନମାନେ ପ୍ରଥମେ ହତ୍ୟା…

4 years ago

ଗଣତନ୍ତ୍ର ଚିନ୍ତା

ମିଶେଲ ବାଚ୍‌ଲେଟେ, ଡାରେନ ଓ୍ବାକର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦ୍ୱାରା ଆୟୋଜିତ ଭର୍ଚୁଆଲ ସମ୍ମିଳନୀ ଡିସେମ୍ବର ୯ରୁ ୧୦ ଯାଏ ଅନୁଷ୍ଠିତ ହେଉଛି। ଏଥିରେ ବିଶ୍ୱ…

4 years ago

କ୍ଷମତାର ମୋହ

ରବିନାରାୟଣ ସାମଲ ସାମ୍ରାଜ୍ୟବାଦୀ ଆମେରିକା ଆଫଗାନିସ୍ତାନରୁ ପଳାୟନ କଲା ପରେ ଆତଙ୍କବାଦୀ ତାଲିବାନ ନିରୀହ ଲୋକଙ୍କ ରକ୍ତରେ ହୋଲି ଖେଳି ଏହାକୁ ଦଖଲ କରିନେଲା। ଏଭଳି କ୍ଷମତା…

4 years ago

ବିକାଶର ସଂଘ

ଡଜୋମାର୍ଟ ଓଟୋର୍ବାଏଭ ୧୯୯୩ରେ ମୁଁ ପ୍ରଥମେ ତୁର୍କୀ ଯାଇଥିଲି ଓ ସେହି ସ୍ମୃତି ଏବେ ବି ଜୀବନ୍ତ ରହିଛି। ସୋଭିଏଟ ରୁଷିଆ ପତନର ଦୁଇବର୍ଷ ପୂର୍ବରୁ କାର୍ଜିକମାନେ…

4 years ago