ସମ୍ପାଦକୀୟ

ହିମାଚଳର ନୂଆ ଚେହେରା

- ଜିତେନ୍ଦ୍ର କୁମାର ନାୟକ   ଭାଜପା ନେତା ଅମିତ ଶାହା ୨୦୧୭ରେ ଅନୁଷ୍ଠିତ ହିମାଚଳ ପ୍ରଦେଶ ନିର୍ବାଚନ ପ୍ରଚାର ବେଳେ କହିଥିଲେ ଯେ କଂଗ୍ରେସ ପାର୍ଟି…

3 years ago

ପରାର୍ଥ ଜୀବନର ଅନୁଭବ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ଜଧାନୀର ରେଳଷ୍ଟେଶନକୁ ଛୁଇଁଥିବା ଫୁଟ୍‌ପାଥ୍‌ର ଗୋଟିଏ କଡ଼ରେ ସେ ଶୋଇ ଯାଇଥିଲା। ତା’ ଜୀବନର ଯାତ୍ରା ଶେଷ ହୋଇ ଯାଇଥିଲା ଚିରଦିନ…

3 years ago

ଜି୨୦: କେବଳ ଆଲୋଚନା

ବାସ୍ତବରେ ଜଣେ ନେତା ହୋଇ ନ ପାରିଲେ ବି ବାହାନା କରିପାରନ୍ତି ଯେ ସେ ଜଣେ ନେତା। ଯେତେବେଳେ ଦର୍ଶକମାନେ ଜାଣି ନ ଥାନ୍ତି ଯେ ଜଣେ…

3 years ago

ଏଇ ଭାରତରେ

ବାଲ୍ୟ ବିବାହ କରିବା ପରେ ବାଲ୍ୟ ବିଧବା ପାଲଟିଯାଇଥିବା ଜଣେ ଝିଅ ନିଜର ଇଚ୍ଛାଶକ୍ତି ଓ ନିଷ୍ଠା ବଳରେ କିପରି ସଶକ୍ତ ହୋଇ ସମାଜସେବା କରିପାରେ ତାହାର…

3 years ago

ସାପ, ଶିଡ଼ି ଓ ଜୀବନ

ସୁପ୍ରଭା ବେହେରା ଯେବେଠାରୁ ଦିନ, ଦଣ୍ଡ, ମାସ, ବର୍ଷର ପିଠିରେ ଆୟୁଷ ଶିଡ଼ି ଚଢ଼ି ଜୀବନ ଗଢ଼େ, ସେବେଠାରୁ ବୋଧହୁଏ ମଣିଷକୁ ଶିଡ଼ିର ମୋହ ମୋହାଚ୍ଛନ୍ନ କରେ।…

3 years ago

ନାରୀ ଓ ମାନବ ଅଧିକାର

ସୌର ଚନ୍ଦ୍ର ମହାପାତ୍ର ଆଜି ବିଶ୍ୱ ମାନବ ଅଧିକାର ଦିବସ। ଭାରତ ସରକାର ୧୯୯୩ ମସିହାରେ ଜାତୀୟ ମାନବ ଅଧିକାର ଆୟୋଗ ଆଇନ ପ୍ରଣୟନ କରିଥିଲେ। ଏହି…

3 years ago

ବିବାଦରେ ଫସିଲେ

କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏବଂ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ଙ୍କ ମଧ୍ୟରେ କ୍ଷମତା ବିବାଦ ଲାଗି ରହିଛି। ନିଃସନ୍ଦେହ ଯେ, ଏହି ବିବାଦ ରାଜ୍ୟରେ ବାବୁମାନଙ୍କୁ…

3 years ago

ଏଇ ଭାରତରେ

ଜଣେ ଦିନ ମଜୁରିଆଙ୍କ ପରିବେଶ ସଂରକ୍ଷଣଭିତ୍ତିକ କାର୍ଯ୍ୟ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛି। କେରଳର ଏହି ବ୍ୟକ୍ତି ଜଣକ ହେଉଛନ୍ତି ସି. ସି. କାନ୍ନନ। ସେ ରହୁଛନ୍ତି…

3 years ago

ମହାସମାଧି ଦିବସର ପ୍ରତିଶ୍ରୁତି

ବିମଳ ପ୍ରସନ୍ନ ଦାସ ଡିସେମ୍ବର ୯, ୧୯୫୦ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ପବିତ୍ର ମହାସମାଧି ଦିବସ। ଯଦିଓ ଡିସେମ୍ବର ୫ ରେ ଦେହତ୍ୟାଗ କଲେ, ସେ ମହାନ୍‌ ଆମତ୍ାଙ୍କର…

3 years ago

ଜଳବାୟୁ ପରିବର୍ତ୍ତନ ଓ ପରିବହନ

ଅଭୟ କୁମାର ଦାସ ପରିବହନ କ୍ଷେତ୍ରରେ ଆସିବ ବଡ଼ ସଂସ୍କାର। ଅଧିକ ଧୂଅଁା ଓ ପ୍ରଦୂଷଣ ନିର୍ଗତ କରୁଥିବା ପୁରୁଣା ଯାନବାହନ ରାସ୍ତାରୁ ହଟିବ। ପେଟ୍ରୋଲ, ଡିଜେଲ…

3 years ago