ସମ୍ପାଦକୀୟ

ଚନ୍ଦ୍ର ଚୋରି

ଡ. ନିଖିଳାନନ୍ଦ ପାଣିଗ୍ରାହୀ କିଛି ଲୋକଙ୍କ ମୁହଁରୁ ଶୁଣିବାକୁ ମିଳେ ଏକ ଅଜବ କାହାଣୀ। ପୁରୀ ଗଜପତିଙ୍କ ଅମଳର କଥା। ସମ୍ଭବତଃ ଗଙ୍ଗବଂଶୀୟ। କୌଣସି ଜଣେ ଗଜପତିଙ୍କ…

3 years ago

ଏଇ ଭାରତରେ

ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲାର ଦୁର୍ଗମ ଗାଁଗୁଡ଼ିକରେ ବୁଲୁଛି ଭ୍ୟାକ୍ସିନ ରଥ। ଏହି ରଥ ବୁଲାଉଛନ୍ତି ପ୍ରାଥମିକ ସ୍କୁଲ ଶିକ୍ଷକ ଦୀପ ନାରାୟଣ ନାୟକ। ଦୀପଙ୍କ ବୟସ…

3 years ago

ବିତର୍କର ଅଭାବ

ଆକାର ପଟେଲ ଇଂରେଜଙ୍କ ଦ୍ୱାରା ପ୍ରଣୀତ ସାଧାରଣ ଆଇନ ପଦ୍ଧତିକୁ ଏବେ ସୁଦ୍ଧା ଭାରତ ଅନୁସରଣ କରୁଛି। ତେବେ ଏକ ସ୍ବାଧୀନ ଦେଶ ଭାବେ ଭାରତ ଏଥିରେ…

3 years ago

ପିଏଏସ୍‌ ଅଧିକାରୀ

ପୃଥିବୀବ୍ୟାପୀ ଦେଖାଯାଇଛି, ସିଭିଲ ସର୍ଭିସ ବା ବେସାମରିକ ସେବାରେ ନିୟୋଜିତ ଅଧିକାରୀ ସରକାରଙ୍କୁ ମାର୍ଗଦର୍ଶନ ଦେଇଥାଆନ୍ତି। ସେମାନଙ୍କ ପ୍ରତିତ୍ପନ୍ନମତିତା ବିଭିନ୍ନ ସ୍ଥିତିକୁ ଠିକ୍‌ ଭାବେ ପରିଚାଳନା କରିବାରେ…

3 years ago

ନିର୍ଣ୍ଣୟ କ୍ଳାନ୍ତି

ରଞ୍ଜନ କୁମାର ଦାସ ବାରାକ୍‌ ଓବାମା ଆମେରିକାର ରାଷ୍ଟ୍ରପତି ଥିଲାବେଳେ ଯେତେବେଳେ ପଦାକୁ ବାହାରନ୍ତି ପ୍ରାୟ କଳା ଓ ନୀଳ ରଙ୍ଗର ପୋଷାକ ପିନ୍ଧନ୍ତି, ସେଇଭଳି ଫେସବୁକ୍‌ର…

3 years ago

ଏଇ ଭାରତରେ

ଜୀବନ ସଭିଙ୍କ ପାଇଁ ସମାନ । ଯେକୌଣସି ଧର୍ମ ବିଚାରରେ ବି ଜୀବନର ମୂଲ୍ୟ ଅକଳନୀୟ। ଯେଉଁଥିତ୍ପାଇଁ ଜଣେ ହିନ୍ଦୁ ମହିଳା ଓ ଜଣେ ମୁସଲମାନ ମହିଳା…

3 years ago

ଏଇ ଭାରତରେ

ଆଗାମୀ ପିଢ଼ି ଲାଗି ଯଦି କିଛି ସର୍ବଶ୍ରେଷ୍ଠ ଉପହାର ଥାଏ, ତେବେ ତାହା ହେଉଛି ପାଣି-ଏହା ଉପଲବ୍ଧି କରିଛନ୍ତି ଗୁଜରାଟର ଡେଥାଲି ଗାଁ। ଏହି ମରୁଡ଼ି ପ୍ରବଣ…

3 years ago

ଅକ୍ଷର ଜ୍ଞାନ ବନାମ ସାକ୍ଷରତା

ନଗେନ୍ଦ୍ର ନାଥ ପଟ୍ଟନାୟକ ଜ୍ଞାନ ମନୁଷ୍ୟ ପାଇଁ ଦଶଟି ମାର୍ଗ ଉନ୍ମୁକ୍ତ କରିଥାଏ। କିନ୍ତୁ ମଣିଷ ଯେତେବେଳେ ପଢ଼ାଲେଖା ଭଳି ମୌଳିକ କଥା ଜାଣିପାରୁନି, ନିଜର ତଥା…

3 years ago

ବିରୋଧୀଙ୍କ ଭୂମିକା ଓ ସ୍ଥିତ

ଅନିଲ କୁମାର ବିଶ୍ୱାଳ ଶାସକ ସକ ଏବଂ ବିରୋଧୀ ହେଉଛନ୍ତି ଗଣତନ୍ତ୍ର ବ୍ୟବସ୍ଥାରେ ଲୋକମାନଙ୍କର ଦୁଇ ଆଖି ଭଳି। ଯଦିଓ ବିଧାନସଭା ବା ଲୋକ ସଭାରେ ଯେଉଁ…

3 years ago

ମୁଣ୍ଡ ନୁଆଁଇଲେ

ନ୍ୟାଶ୍‌ନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି) ଏବଂ ନ୍ୟାଶ୍‌ନାଲ କମ୍ପାନୀ ଲ’ଆପିଲେଟ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି)ର ସଦସ୍ୟ ପଦ ପୂରଣ କରିବାରେ କେନ୍ଦ୍ର ସରକାରଙ୍କ ବିଳମ୍ବିତ କାର୍ଯ୍ୟଧାରାକୁ ନେଇ…

3 years ago