ସମ୍ପାଦକୀୟ

ଓପେନହେଇମେରଙ୍କ ଗୀତା ରହସ୍ୟ

ଡ. ନରେନ୍ଦ୍ର ସେଠୀ   ଦ୍ଵିତୀୟ ବିଶ୍ୱଯୁଦ୍ଧ ବେଳେ ଆମେରିକା ତା’ର ବହୁଚର୍ଚ୍ଚିତ ଗୁପ୍ତ ମ୍ୟାନହାଟ୍ଟନ ପ୍ରୋଜେକ୍ଟ ପାଇଁ ଜଣେ ବିଚକ୍ଷଣ ବୈଜ୍ଞାନିକଙ୍କୁ ଚୟନ କରିଥିଲା, ଯାହାର…

2 years ago

ମୂଲ୍ୟବୋଧଭିତ୍ତିିକ ରାଜନୀତି

ହରେକୃଷ୍ଣ ପଣ୍ଡା   ଆମ ଭାରତୀୟ ରାଜନୀତିରେ କ’ଣ ମୂଲ୍ୟବୋଧଭିତ୍ତିକ ରାଜନୀତି ସମ୍ଭବ ହେବ ନାହିଁ? ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ଯେତେବେଳେ ସମ୍ଭବ ହୋଇ ନାହିଁ…

2 years ago

ବୁଢ଼ାବାପା ନାହିଁ

ଓଡ଼ିଶା ସମେତ ଭାରତରେ ଖାଦ୍ୟସାମଗ୍ରୀ ଓ ପନିପରିବା ଦର ସାଧାରଣ ଲୋକଙ୍କ କିଣିବା କ୍ଷମତାଠାରୁ ବହୁ ଊର୍ଦ୍ଧ୍ୱକୁ ଚାଲିିଗଲାଣି। ଜିରା କିଲୋଗ୍ରାମ ଉପରେ ୬୦୦ ଟଙ୍କା ବୃଦ୍ଧି…

2 years ago

ଏଇ ଭାରତରେ

କମ୍‌ ବୟସରେ ବବିତା ରାଜପୁତଙ୍କ କାର୍ଯ୍ୟ ଖୁବ୍‌ ପ୍ରେରଣାଦାୟକ। ମଧ୍ୟପ୍ରଦେଶର ଅଗୋଥା ଗାଁରେ ରହନ୍ତି ବବିତା। ବହୁ ବର୍ଷ ଧରି ଶୁଖିଲା ପଡ଼ିଥିବା ଏକ ୭୦ ଏକର…

2 years ago

ଦ୍ୱୈତ ସଂସ୍କୃତିର ବ୍ୟାଖ୍ୟାକାର

ଶଙ୍କରୀ ଚନ୍ଦ୍ରନ୍‌ ଏକ ଦଶନ୍ଧି ପୂର୍ବେ ଅଷ୍ଟ୍ରେଲିଆରେ ରହୁଥିବା ଶ୍ରୀଲଙ୍କା ମୂଳବାସିନ୍ଦା ଶଙ୍କରୀ ଚନ୍ଦ୍ରନ୍‌ ତାଙ୍କ ପାଣ୍ଡୁଲିପି ଧରି ପ୍ରକାଶକଙ୍କ ପାଖକୁ ଗଲା ବେଳେ ବହୁ ଅସୁବିଧାର…

2 years ago

ନଗ୍ନତା ସଭ୍ୟତା ନୁହେଁ

ଡ. ପବିତ୍ର ସୁବୁଦ୍ଧି ଜଣେ ବିଶିଷ୍ଟ ସମାଜଶାସ୍ତ୍ରୀ ଏକଦା କହିଥିଲେ- ”ମଣିଷ ମହାନ୍‌ ହେବା ପାଇଁ ତିନୋଟି ଜିନିଷ ଲୋଡ଼ା। ପୁରୁଷର ମସ୍ତିଷ୍କ, ନାରୀର ହୃଦୟ ଓ…

2 years ago

ନାଗରିକତ୍ୱ ବିବାଦ

ଜନ୍ମ ଏବଂ ମୃତ୍ୟୁ ପାଇଁ ଆଧାରକୁ ବାଧ୍ୟତାମୂଳକ କରିବା ସକାଶେ କେନ୍ଦ୍ର ସରକାର ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଯଦି ଏହି ବିଲ୍‌ ଆଇନରେ ପରିଣତ ହୁଏ…

2 years ago

ରାସ୍ତା ଦୁର୍ଘଟଣାର ପ୍ରତିକାର

ଡ.ମୌସୁମୀ ପରିଡ଼ା ଜନସଂଖ୍ୟା ବୃଦ୍ଧି ଓ ପାଣିପାଗର ପରିବର୍ତ୍ତନ ଅନୁଯାୟୀ ସ୍ଥାନାଭାବ, ଖାଦ୍ୟପାନୀୟ ଅଭାବ ଇତ୍ୟାଦି ସମସ୍ୟା ଦ୍ୱାରା ଜୀବଜନ୍ତୁମାନେ ଅଳ୍ପବହୁତେ ପ୍ରଭାବିତ। ପ୍ରାୟତଃ ଖାଦ୍ୟ କିମ୍ବା…

2 years ago

ପଠନ, ଲିଖନ ଓ ବନାନ ଚୁଲିକୁ ଗଲାଣି

ସହଦେବ ସାହୁ ସ୍ମାର୍ଟ ଫୋନ୍‌ ନିଜର ସାଙ୍ଗ ହୋଇଗଲା ଦିନୁ ଡିଜିଟାଲ୍‌ ଆକର୍ଷଣ ଏତେ ବଢ଼ିଗଲାଣି ଯେ ଆକର୍ଷଣ ଶବ୍ଦ ଆଉ ଯୁକ୍ତିଯୁକ୍ତ ମନେ ହେଉନାହିଁ, ଏହା…

2 years ago

ଦୁର୍ନୀତି ବିରୋଧୀ ବାର୍ତ୍ତା

୨୦୨୪ ବିଧାନସଭା ନିର୍ବାଚନ ପାଇଁ ପ୍ରାୟ ଏକ ବର୍ଷ ବାକି ଥିବାବେଳେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟର ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ଉତ୍ତରଦାୟୀ କରି ଦୁର୍ନୀତି…

2 years ago