ସମ୍ପାଦକୀୟ

ଅସୁସ୍ଥ ରାଜନୀତି

ମାୟାଧର ନାୟକ ଗୌତମ ବୁଦ୍ଧଙ୍କଠାରୁ ମହାମତ୍ା ଗାନ୍ଧୀଙ୍କ ପର୍ଯ୍ୟନ୍ତ ସମସ୍ତେ ହିଂସାହୀନ ବିଶ୍ୱ ଚାହଁୁଥିଲେ। ବୌଦ୍ଧଧର୍ମ ଏକ ଜୀବନ୍ତ ଧର୍ମ ଭାବେ ପୃଥିବୀରେ ପରିବ୍ୟାପ୍ତ ହୋଇ ରହିଛି।…

2 years ago

ସ୍ଲୋଗାନରୁ କ’ଣ ମିଳିବ

ବିଶ୍ୱର ସର୍ବବୃହତ୍‌ ଅର୍ଥ ବ୍ୟବସ୍ଥା ଆମେରିକାର ମୋଟ ଘରୋଇ ଉପତ୍ାଦ (ଜିଡିପି)୨୬ ବିଲିୟନ ଡଲାର। ଆମେରିକା ପଛକୁ ଦ୍ୱିତୀୟରେ ଅଛି ଚାଇନା(୧୯ ବିଲିୟନ ଡଲାର)। ତୃତୀୟରେ ଜାପାନ(୪.୪…

2 years ago

ଏଇ ଭାରତରେ

ଧାନ ଲାଇବ୍ରେରି କଥା କେବେ ଶୁଣିଛନ୍ତି? ହଁ, ଏମିତିକା ଲାଇବ୍ରେରି କରିଛନ୍ତି ଆସାମର ୪୧ ବର୍ଷୀୟ କୃଷକ ମୋହନ ଚନ୍ଦ୍ର ବୋର୍‌ହା। ସେ ଏହାର ନାମ ରଖିଛନ୍ତି…

2 years ago

ଜୀବନ ଓ ଶାକାହାର

ଡା. ଉମେଶ ଚନ୍ଦ୍ର ପାତ୍ର ନୀରୋଗ ଶରୀର ମାଧ୍ୟମରେ ସୁଖଶାନ୍ତିଭରା ଜୀବନଯାପନ ପାଇଁ ଖାଦ୍ୟର ଉପାଦେୟତା ବିଷୟରେ ଭାରତୀୟ ପୁରାଣ ଶାସ୍ତ୍ରରେ ମାର୍ଗଦର୍ଶନର ତଥ୍ୟ ରହିଛି। ମନୁଷ୍ୟ…

2 years ago

ସେ ବାସ୍ତବରେ ଥିଲେ ସବୁଜ ବିପ୍ଳବର ଜନକ

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କିଛିଦିନ ତଳେ ଆମେ ପ୍ରଫେସର ଏମ୍‌. ଏସ୍‌. ସ୍ବାମୀନାଥନଙ୍କୁ ହରାଇଛୁ। କୃଷି ବିଜ୍ଞାନରେ ବିପ୍ଳବ ଆଣିଥିବା ଜଣେ ଦୂରଦର୍ଶୀଙ୍କୁ ଆମ ଦେଶ ହରାଇଛି।…

2 years ago

ପିଏମ୍‌ଓରେ ଖାରେ

ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ ଅମିତ୍‌ ଖାରେଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛି। ପ୍ରଧାନମନ୍ତ୍ରୀଙ୍କ ପାଳି…

2 years ago

ଯକୃତ୍‌ର କଥା ଓ ଓଡ଼ିଶାରେ ଗବେଷଣା

ଜୀବଜଗତରେ କେବଳ ମେରୁଦଣ୍ଡୀ ପ୍ରାଣୀଙ୍କର ଯକୃତ୍‌ ଥାଏ। ଏହା ଶରୀର ମଧ୍ୟକୁ ପ୍ରବେଶ କରୁଥିବା ବିଭିନ୍ନ ଉପାଦାନ ଯଥା ପ୍ରୋଟିନ୍‌, ବାୟୋକେମ୍‌, ଷ୍ଟେରଏଡ୍‌, ତେଲ, ଚର୍ବି, ଔଷଧ,…

2 years ago

ସବୁଜ ଅଭିବୃଦ୍ଧି ମାନସିକତା

ଜଳବାୟୁ ଓ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଧ୍ୟାନ ଦେଉଥିବା ଅନେକଙ୍କ ପାଇଁ ପୁଞ୍ଜିବାଦ ଏକ ସୁବିଧାଜନକ ଲକ୍ଷ୍ୟ ହୋଇଥିବା ବୁଝାପଡ଼ୁଛି। ଅର୍ଥନୈତିକ ବିସ୍ତାରକୁ ଏକ ସର୍ବୋତ୍କୃଷ୍ଟ ପୁଞ୍ଜିବାଦୀ…

2 years ago

କ୍ଷୁଦ୍ରତମ କଣିକା ପାଇଁ ନୋବେଲ

ଚଳିତ ବର୍ଷ ରସାୟନ ବିଜ୍ଞାନରେ ୩ଜଣ ପ୍ରସିଦ୍ଧ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ମୌଙ୍ଗି ଜି. ବାଓ୍ବେଣ୍ଡି, ଲୁଇସ୍‌ ଇ. ବ୍ରୁସ୍‌ ଏବଂ ଆଲେକ୍ସେଇ ଆଇ.…

2 years ago

ଏଇ ଭାରତରେ

ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତାମାନଙ୍କ ଜୀବନ କେତେ ଯନ୍ତ୍ରଣାଦାୟକ ତାହା ସେମାନେ ହିଁ ଅଙ୍ଗେ ନିଭାଇଥାଆନ୍ତି। ଏଭଳି ପୀଡ଼ିତାଙ୍କ ପାଇଁ ଆଶାବାଡ଼ି ସାଜିଛନ୍ତି ଉତ୍ତରପ୍ରଦେଶର ଆଉ…

2 years ago