ଡ. ଦ୍ୱିତୀ ଚନ୍ଦ୍ର ସାହୁ ଜିନିଷର ଗ୍ୟାରେଣ୍ଟି ନାହିଁ ତ ଗ୍ରାହକ ମୁହଁ ଫେରାଇବ। ଉପତ୍ାଦର ଗୁଣବତ୍ତାକୁ ନେଇ ଗ୍ରାହକ ମନରେ ସଂଶୟ ସୃଷ୍ଟି ହେବା ସ୍ବାଭାବିକ।…
ସହଦେବ ସାହୁ ଅନ୍ତର୍ଜାତୀୟ କ୍ଷେତ୍ରରେ ଏକ ମୁଖ୍ୟ ସ୍ମାର୍ଟ ସିଟି ମର୍ଯ୍ୟାଦା ପାଇଥିବା ଭୁବନେଶ୍ୱର ଭଳି ମହାନଗରରେ ଅପରାହ୍ନ ୪ଟା ଯାଏ ୪୦% ପାଖାପାଖି ଭୋଟ ପଡିଥିବା…
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ ଚୟନର ବହୁ ପ୍ରତୀକ୍ଷିତ ସାକ୍ଷାତ୍କାରକୁ ଆର୍ଥିକ ସେବା ପ୍ରତିଷ୍ଠାନ ବ୍ୟୁରୋ (ଏଫ୍ଏସ୍ଆଇବି) ସ୍ଥଗିତ ରଖିଛି। ସାକ୍ଷାତ୍କାର ଆରମ୍ଭ…
ରୁଷିଆରେ ରହି କାର୍ଯ୍ୟ କରିବାକୁ ଚେଷ୍ଟା କରୁଥିବା ଅନେକ ହଜାର ସାମ୍ବାଦିକଙ୍କ ପାଇଁ ‘ବିଦେଶୀ ଏଜେଣ୍ଟ’, ‘ଅବାଞ୍ଛିତ’ ଏବଂ ‘ଚରମପନ୍ଥୀ’ ଶବ୍ଦଗୁଡ଼ିକ ସେମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ…
ନାରୀ ପ୍ରତି ଯୌନ ଉତ୍ସୃଙ୍ଖଳତା ଯୁଗେ ଯୁଗେ ଏକ ଦୁରାରୋଗ୍ୟ ବ୍ୟାଧିପରି ସମାଜକୁ ଆକ୍ରାନ୍ତ କରିବାରେ ଲାଗିଛି। ସୀତାଙ୍କୁ ହରଣ କରି ନ ଥିଲେ ରାବଣ ପରି…
ପ୍ରତ୍ୟେକ ସାହିତ୍ୟର ଏକ ଶକ୍ତିଶାଳୀ ବିଭାଗ ହେଉଛି କବିତା। ହୁଏତ ପ୍ରତ୍ୟେକ ସାହିତି୍ୟକ ପ୍ରଥମେ ଜଣେ କବି। ମୋର ଯୁକ୍ତ୩ ଦ୍ୱିତୀୟ ବର୍ଷରେ ଗୋଟିଏ କବିତା ଆସରକୁ…
ବାସୁଦେବ ବେହେରା ସ୍ଵାଧୀନ ଭାରତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟକଳାପ ତଥା ରାଜନେତାମାନଙ୍କର କାର୍ଯ୍ୟକଳାପକୁ ଅବଲୋକନ କଲେ ଏହା ସ୍ପଷ୍ଟ ଅନୁମେୟ ହୁଏ…