ସମ୍ପାଦକୀୟ

ଆସିପାରନ୍ତି ବିଲାୱଲ

ପୃଥିବୀର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟା ଧାରଣ କରିଥିବା ୫୦ରୁ ଅଧିକ ଦେଶର ଜାତୀୟ ନିର୍ବାଚନ ୨୦୨୪ରେ ହେବାକୁ ଯାଉଛି। ସେଥିମଧ୍ୟରେ ରୁଷିଆଠାରୁ ଆରମ୍ଭକରି ଆମେରିକା, ବ୍ରିଟେନ, ଭାରତ…

2 years ago

ଏଇ ଭାରତରେ

କାଠ, ବେତ, ପ୍ଲାଷ୍ଟିକ କିମ୍ବା ଷ୍ଟିଲ୍‌ ଚେୟାରରେ ସମସ୍ତେ ବସିଛନ୍ତି। କିନ୍ତୁ ଏବେ ବାଉଁଶ ଚେୟାରରେ ବସି ଆରାମ କରିବେ। ଗୁଜରାଟର ଅଙ୍କିତ କୁମାର ଛଙ୍ଗଓ୍ବାଲ ଏମିତିକା…

2 years ago

ଭାଷା ଜାତିର ଜୀବନ

ଉପେନ୍ଦ୍ର ବିଶ୍ୱାଳ   ଲୋକମୁଖରେ ବୋଲାଯାଇଥାଏ ବହୁ ପ୍ରଚଳିତ ପ୍ରବାଦଟିଏ-”ଚାଷ ହୁଡ଼ିଲେ ବରଷେ, ଭାଷା ହୁଡ଼ିଲେ ପୁରୁଷେ।“ ଅର୍ଥାତ୍‌ ଚାଷକାମରେ ଜଣେ ବିଫଳ ହେଲେ ବା ଚାଷ…

2 years ago

ମନର ଯାନ୍ତ୍ରିକ ସହଚର

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା   ଦାର୍ଶନିକ ପ୍ଲୁଟୋ ହୁଏତ ଭାବିପାରନ୍ତି ଯେ, ମନ ଓ ମସ୍ତିଷ୍କ ପରସ୍ପରଠାରୁ ଭିନ୍ନ ଏବଂ କହିପାରନ୍ତି, ”ମନ ହେଉଛି ଏକ…

2 years ago

ଶାସନ ପାଇଁ ଅଭିଶାପ

ଚଳିତ ମାସରେ ଉତ୍ତରାଖଣ୍ଡରେ ବିଲ୍ଡିଂ ଭଙ୍ଗା (ଡିମୋଲିଶନ)କୁ ନେଇ ସୃଷ୍ଟି ହୋଇଥିବା ହିଂସାରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ପ୍ରକାର ଡିମୋଲିଶନ ଭାଜପା ଶାସିତ ରାଜ୍ୟଗୁଡ଼ିକରେ…

2 years ago

ଏଇ ଭାରତରେ

ଲୋକଙ୍କ ପାଖରେ ବିଜ୍ଞାନ ପହଞ୍ଚିଯାଉଛି ଗାଡ଼ିରେ। ଶୁଣିବାକୁ ଅଜବ ଲାଗୁଥିଲେ ବି ପଞ୍ଜାବର ଜଣେ ଶିକ୍ଷକଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ପଟିଆଲାର ଅବସରପ୍ରାପ୍ତ ଶିକ୍ଷକ ଯଶବିନ୍ଦର…

2 years ago

ମରୁଛେ ବୋଲି ସିନା ଏତେ କଥା

ଡ. ନିଖିଳାନନ୍ଦ ପାଣିଗ୍ରାହୀ ପପ୍‌ ଷ୍ଟାର୍‌ ମାଇକେଲ ଜାକ୍‌ସନ (୧୯୫୮-୨୦୦୯) ଜଣେ ବିଶ୍ୱବିଖ୍ୟାତ ପପ୍‌ ଗାୟକ, ଗୀତ ରଚୟିତା ଓ ନର୍ତ୍ତକ। ବିଂଶ ଶତାବ୍ଦୀର ଜଣେ ଶ୍ରେଷ୍ଠ…

2 years ago

କୋଟିଆ ଆମର

ଜୟନ୍ତ ପଟ୍ଟନାୟକ କୋଟିଆ ଆମର, ଆମର କୋଟିଆ। ଏଇ କଥାଟା ଶୁଣି ଶୁଣି ବିରକ୍ତ ଲାଗିଲାଣି। କୋଟିଆ ଯଦି ଆମର, ତା’ହେଲେ ଏତେଥର କହିବା ଦରକାର କ’ଣ,…

2 years ago

ଅଭିଜ୍ଞଙ୍କୁ ଦାୟିତ୍ୱ

ସମ୍ପ୍ରତି ଷୋଡ଼ଶ ଫାଇନାନ୍ସ କମିଶନ ବା ଅର୍ଥ ଆୟୋଗ ଗଠନ ସମ୍ପର୍କରେ ଘୋଷଣା ମୋଦି ସରକାରଙ୍କ ରଣନୀତିକ ନିଯୁକ୍ତିର ଏକ ଉକତ୍ୃଷ୍ଟ ବିଚାରଧାରାକୁ ସ୍ପଷ୍ଟ କରିଛି। ଫାଇନାନ୍ସ…

2 years ago

ତାଇଓ୍ବାନ୍‌ ସଙ୍କଟ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ଉଚ୍ଚସ୍ତରୀୟ ଆଲୋଚନା ମାଧ୍ୟମରେ ଚାଇନା ସହ ଉତ୍ତେଜନା ହ୍ରାସ କରିବାକୁ ଅଧିକ ପ୍ରୟାସ କରିଛି। କିନ୍ତୁ ଚାଇନାର ରାଷ୍ଟ୍ରପତି ଶି…

2 years ago