ସମ୍ପାଦକୀୟ

ପ୍ରଶ୍ନବାଚୀରେ ନିର୍ବାଚନ କମିଶନ

ସୌଭାଗ୍ୟ ସୁନ୍ଦରରାୟ   ଭାରତବର୍ଷ ଏକ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର। ଗଣତନ୍ତ୍ରରେ ନିର୍ବାଚନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ନିର୍ବାଚନ ପରିଚାଳନା ପାଇଁ ରହିଛି ଭାରତୀୟ ନିର୍ବାଚନ…

2 years ago

ଗଣତନ୍ତ୍ରର କ୍ଷତି

ଅସହ୍ୟ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏକ ଦୀର୍ଘ ତଥା ଯନ୍ତ୍ରଣାଦାୟକ ନିର୍ବାଚନ ଶେଷ ହୋଇଯାଇଛି। ଏକ୍‌ଜିଟ ପୋଲ୍‌ରେ ନିର୍ବାଚନ ଫଳାଫଳକୁ ନେଇ ଅନେକ ଆକଳନ ସାମ୍ନାକୁ ଆସିବ…

2 years ago

ଏଇ ଭାରତରେ

୨୫ ବର୍ଷ ବୟସରେ ଜଣେ ସଫଳ କୃଷି ଉଦ୍ୟୋଗୀ ଭାବେ ପରିଚିତି ହାସଲ କରିଛନ୍ତି ଉତ୍ତରପ୍ରଦେଶର ୟାଶ ଦୟାଲ ଶର୍ମା। ଶାହରନପୁର ନିବାସୀ ଶର୍ମା ଜୈବିକ କୃଷି…

2 years ago

ଆମ ଗ୍ୟାରେଣ୍ଟି

ଡ. ଦ୍ୱିତୀ ଚନ୍ଦ୍ର ସାହୁ ଜିନିଷର ଗ୍ୟାରେଣ୍ଟି ନାହିଁ ତ ଗ୍ରାହକ ମୁହଁ ଫେରାଇବ। ଉପତ୍ାଦର ଗୁଣବତ୍ତାକୁ ନେଇ ଗ୍ରାହକ ମନରେ ସଂଶୟ ସୃଷ୍ଟି ହେବା ସ୍ବାଭାବିକ।…

2 years ago

ଭୋଟରଙ୍କୁ ହଇରାଣ ନ କରି ନିର୍ବାଚନ ସମ୍ଭବ

ସହଦେବ ସାହୁ ଅନ୍ତର୍ଜାତୀୟ କ୍ଷେତ୍ରରେ ଏକ ମୁଖ୍ୟ ସ୍ମାର୍ଟ ସିଟି ମର୍ଯ୍ୟାଦା ପାଇଥିବା ଭୁବନେଶ୍ୱର ଭଳି ମହାନଗରରେ ଅପରାହ୍ନ ୪ଟା ଯାଏ ୪୦% ପାଖାପାଖି ଭୋଟ ପଡିଥିବା…

2 years ago

ଅପେକ୍ଷାରେ ପ୍ରାର୍ଥୀ

ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ ଚୟନର ବହୁ ପ୍ରତୀକ୍ଷିତ ସାକ୍ଷାତ୍‌କାରକୁ ଆର୍ଥିକ ସେବା ପ୍ରତିଷ୍ଠାନ ବ୍ୟୁରୋ (ଏଫ୍‌ଏସ୍‌ଆଇବି) ସ୍ଥଗିତ ରଖିଛି। ସାକ୍ଷାତ୍‌କାର ଆରମ୍ଭ…

2 years ago

ନ୍ୟାୟିକ ବିପଦରେ ସାମ୍ବାଦିକ

ରୁଷିଆରେ ରହି କାର୍ଯ୍ୟ କରିବାକୁ ଚେଷ୍ଟା କରୁଥିବା ଅନେକ ହଜାର ସାମ୍ବାଦିକଙ୍କ ପାଇଁ ‘ବିଦେଶୀ ଏଜେଣ୍ଟ’, ‘ଅବାଞ୍ଛିତ’ ଏବଂ ‘ଚରମପନ୍ଥୀ’ ଶବ୍ଦଗୁଡ଼ିକ ସେମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ…

2 years ago

ଚରିତ୍ରବତ୍ତା

ନାରୀ ପ୍ରତି ଯୌନ ଉତ୍ସୃଙ୍ଖଳତା ଯୁଗେ ଯୁଗେ ଏକ ଦୁରାରୋଗ୍ୟ ବ୍ୟାଧିପରି ସମାଜକୁ ଆକ୍ରାନ୍ତ କରିବାରେ ଲାଗିଛି। ସୀତାଙ୍କୁ ହରଣ କରି ନ ଥିଲେ ରାବଣ ପରି…

2 years ago

କବିତା ଆସର ଭେଳିକି

ପ୍ରତ୍ୟେକ ସାହିତ୍ୟର ଏକ ଶକ୍ତିଶାଳୀ ବିଭାଗ ହେଉଛି କବିତା। ହୁଏତ ପ୍ରତ୍ୟେକ ସାହିତି୍ୟକ ପ୍ରଥମେ ଜଣେ କବି। ମୋର ଯୁକ୍ତ୩ ଦ୍ୱିତୀୟ ବର୍ଷରେ ଗୋଟିଏ କବିତା ଆସରକୁ…

2 years ago

ଏଇ ଭାରତରେ

ଜୈବିକ ଆଇସକ୍ରିମ୍‌ ଫ୍ୟାକ୍ଟ୍ରି ଦେଖିବାକୁ ପାଇବେ ଆନ୍ଧ୍ରପ୍ରଦେଶର ନେଲୋରରେ। ଏହାକୁ ଚଳାଉଛନ୍ତି ଉଦ୍ୟୋଗପତି ସୁବାସ ବି ଶେଟ୍ଟି। ଏହି ଫ୍ୟାକ୍ଟ୍ରି ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଲିଛି। ଅର୍ଥାତ୍‌…

2 years ago