ସମ୍ପାଦକୀୟ

ଦୀପାବଳିରେ ବିବିଧତା

ଉତ୍ତର ଭାରତର ଦିୱାଲି ବା ଦୀପାବଳି ପାଳନର ରାମାୟଣ ସହ ସମ୍ପର୍କ ରହିଛି। ଅଯୋଧ୍ୟାକୁ ରାମଙ୍କ ପ୍ରତ୍ୟାବର୍ତ୍ତନ ଉତ୍ସବ ଭାବରେ ଏହି ଦିବସ ପାଳନ କରାଯାଏ। ଦକ୍ଷିଣ…

2 years ago

କଏଦୀ ନମ୍ବର-୬୨୬୭୧୦

ଜେଲ ଭିତରେ ବନ୍ଦୀ ଥିବା ସବୁ ମଣିଷ କ’ଣ ଅପରାଧୀ? ସେମାନଙ୍କ ମଧ୍ୟରୁ କେତେକଙ୍କୁ ଅପରାଧୀ ବୋଲି ଶାସକ ଶ୍ରେଣୀର ରାଷ୍ଟ୍ରର ପୋଲିସ ଓ ମିଲିଟାରୀ ପକ୍ଷରୁ…

2 years ago

ସସମ୍ମାନେ ଇଚ୍ଛାମୃତ୍ୟୁ

କଥାରେ ଅଛି, ”ମରଣଠାରୁ ଘୋଷରା ବଳେ“। ଏହାର ଅର୍ଥ ହେଲା, ମୃତ୍ୟୁ ଅପେକ୍ଷା ଏହା ପୂର୍ବର ରୁଗ୍‌ଣ ତଥା ଶଯ୍ୟାଶାୟୀ ଜୀବନ ଅଧିକ ଯନ୍ତ୍ରଣାଦାୟକ। ଆମ ଅଧିକାଂଶଙ୍କୁ…

2 years ago

ଲେଖକ ଲେଖନ୍ତୁ

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯(୧) ‘ଏ’ରେ ନାଗରିକର ଅଭିବ୍ୟକ୍ତି ସ୍ବାଧୀନତା ଏକ ମୌଳିକ ଅଧିକାର ଭାବେ ବର୍ଣ୍ଣନା କରାଯାଇଛି। କିନ୍ତୁ ବହୁ କ୍ଷେତ୍ରରେ ସେହି ଅଧିକାର ଭଙ୍ଗ…

2 years ago

ଭାରତୀୟ ଜୀବନଚର୍ଯ୍ୟା

ଜିକାଲି ବିଭିନ୍ନ କାରଣ ହେତୁ ରୋଗୀ ଓ ଭୋଗୀଙ୍କ ସଂଖ୍ୟା ବଢ଼ି ଚାଲିିଛି। ଜୀବନଚର୍ଯ୍ୟାରେ ପରିବର୍ତ୍ତନ ହେତୁ ସାମାଜିକ ବିଶୃଙ୍ଖଳା ସୃଷ୍ଟି ହେବା ସହ ବ୍ୟକ୍ତିଗତ ସମସ୍ୟା…

2 years ago

ମନୋସାମାଜିକ ଯତ୍ନ ଓ ବିପର୍ଯ୍ୟୟ

ମେ ଜାଣୁ ଯେ ପ୍ରାକୃତିକ ବା ମନୁଷ୍ୟକୃତ ବିପର୍ଯ୍ୟୟ ଯେକୌଣସି ସମୟରେ ଆମ ସାମ୍ନାରେ ଆସି ଉଭା ହୋଇପାରେ। ଏହି ବିପର୍ଯ୍ୟୟ ଏକ ଘଟଣା ବା ଦୁର୍ଘଟଣା…

2 years ago

କେବେ ଆୟତ୍ତ ନ ଥିଲା

ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ ଓ କଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହୋଇ ଏବେ ସେଠାରେ ଗଣତାନ୍ତ୍ରିକ ଉପାୟରେ ସରକାର ଗଠନ ହୋଇଛି। ନୂଆ ସରକାର ୧୬…

2 years ago

ଏଇ ଭାରତରେ

ପିଲାଙ୍କ ଖୁସି ପାଇଁ ମା’ ବାପା ନିଜ ଜୀବନ ଦେବାକୁ ବି ପଛାନ୍ତି ନାହିଁ। କିନ୍ତୁ କେହି କେବେ ନିଜ ସନ୍ତାନକୁ ଜୀବନରୁ ମାରିଦେବା ପାଇଁ ଚେଷ୍ଟା…

2 years ago

ଯେତେବେଳେ ଯେଉଁ କଥା

ପ୍ରାତଃଭ୍ରମଣରୁ ଫେରି ବୈଠକଘରେ ବସି ପତ୍ନୀ ପ୍ରାଣାୟାମ କରିବା ପରେ ମୋତେ କହିଲେ, ବଜାର ଯାଇ କଞ୍ଚାଲଙ୍କା, ଧନିଆପତ୍ର, ସାରୁ, କଖାରୁ, ପୋଟଳ, ଟମାଟୋ, ଲେଉଟିଆ ଶାଗ…

2 years ago

ଓଡ଼ିଆ ଭାଷା ଓ ତା’ର ସୁରକ୍ଷା

ଭାଷା ଏକ ନଦୀ ଭଳି ପ୍ରବହମାନ। ନଦୀରେ କେତେ ନାଳ ଓ ଜଳଧାର ମିଶି ମୂଳ ନଦୀରେ ବିଲୀନ ହୁଏ। ସେହି ନ୍ୟାୟରେ ଓଡ଼ିଆ ଭାଷାରେ ମିଶିଛି…

2 years ago